Browsing Category

ରାଜ୍ୟ

ଆସନ୍ତାକାଲି ଖୋଲିବ ହୀରାକୁଦ ଗେଟ୍ !

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରର ଜଳସ୍ତରର ବଢଥିବା ବେଳେ ଆସନ୍ତାକାଲି ହୀରାକୁଦ ଗେଟ୍ ଖୋଲିବା ନେଇ ସୂଚନା ରହିଛି। ନିଷ୍କାସିତ ହେବ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ। ସୂଚନା ଅନୁଯାୟୀ, ବର୍ତ୍ତମାନ ହୀରାକୁଦର ଜଳସ୍ତର ୬୧୫ ଫୁଟ ରହିଛି। ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୧,୭୬,୯୦୯…

କେନ୍ଦ୍ରାପଡ଼ାରେ ପୁଣି ଏନକାଉଣ୍ଟର : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ଗୋଡରେ ବାଜିଲା ଗୁଳି

କେନ୍ଦ୍ରାପଡ଼ା : ଗ୍ୟାଙ୍ଗଷ୍ଟର ଟିଟୋର ମୁଖ୍ୟ ସହଯୋଗୀ ତଥା ଦୁର୍ଦ୍ଦାନ୍ତ ଅପରାଧୀ ବାବୁ ଓରଫ ଭବାନୀ ଶଙ୍କର ସାହୁ ଆହତ ହୋଇଛି । ବାବୁର ଡାହାଣ ଗୋଡରେ ଗୁଳି ବାଜିଛି । ପ୍ରଥମେ ତାକୁ କେନ୍ଦ୍ରାପଡା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।…

ଉପରମୁଣ୍ଡରେ ପ୍ରବଳ ବର୍ଷା ପରେ ବଢୁଛି ମହାନଦୀର ଜଳସ୍ତର

ସମ୍ବଲପୁର : ବର୍ତ୍ତମାନ ଖଇରମାଳ ନିକଟରେ ମହାନଦୀକୁ ୬ ଦଶମିକ ୮ କ୍ୟୁସେକ୍ ବନ୍ୟା ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୫ଲକ୍ଷ ୮୨ହଜାର କ୍ୟୁସେକ ପାଣି। ଆଜି ଅପରାହ୍ନ ସୁଦ୍ଧା ଏହି ପାଣି କଟକ ମୁଣ୍ଡୁଳିରେ ପହଞ୍ଚିବ। ମୁଣ୍ଡୁଳି ଦେଇ ୮ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହେବ। ଫଳରେ…

ରଥ ଚକା ତଳେ ଚାଲିଗଲା ଜୀବନ !

କେନ୍ଦ୍ରାପଡ଼ା : ବାହୁଡାଯାତ୍ରା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଖରିଆପଡ଼ାରେ ଅଘଟଣ । ପତିତପାବନ ରଥ ଚକା ତଳେ ପଡ଼ି ଜଣେ ମୃତ । ମୃତକ ହେଲେ ଅଳକା ଗାଁର ନିରାକାର ଜେନା । ରଥଟି ମାଉସୀ ମା ଘରୁ ଫେରୁଥିବା ବେଳେ ରଥ ଚକ ଖସି ପଡିଥିଲା । ଘଟଣାସ୍ଥଳରେ ନିରାକାରଙ୍କ ମୃତ୍ୟୁ ହୋଇଥିଲା…

ବାହୁଡ଼ିଲେ ମହାବାହୁ : ଧାର୍ୟ୍ୟ ସମୟର ବହୁ ପୂର୍ବରୁ ସିଂହଦ୍ୱାର ଆଗରେ ଲାଗିଲେ ତିନି ରଥ

ପୁରୀ : ବାହୁଡ଼ିଲେ ମହାବାହୁ । ଶ୍ରୀଗୁଣ୍ଡିଚା ମନ୍ଦିରରୁ ରଥାଋୂଢ଼ ହୋଇ ନୀଳକନ୍ଦର ଅଭିମୁଖେ ଫେରିଲେ ନୀଳମଣି। ଧାର୍ଯ୍ୟ ସମୟର ବହୁ ପୂର୍ବରୁ ଆରମ୍ଭ ହୋଇଥିଲା ରଥଟଣା । ଘୋଷଯାତ୍ରା ପରି ବାହୁଡ଼ା ଯାତ୍ରା ମଧ୍ୟ ରେକର୍ଡ ଭାଙ୍ଗିଛି । ସିଂହଦ୍ୱାର ଆଗରେ ଲାଗିଛି ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ…

ରାଜ୍ୟରେ ଜଳବନ୍ଦୀ ପରିସ୍ଥିତି ନେଇ ରାଜନୀତି : ରାଜ୍ୟ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର : ରାଜ୍ୟରେ ଜଳବନ୍ଦୀ ପରିସ୍ଥିତି ନେଇ ରାଜନୀତି ତେଜିଛି । ରାଜ୍ୟ ସରକାରଙ୍କୁ ବିରୋଧୀ ଟାର୍ଗେଟ କରିଛନ୍ତି । ପୂର୍ବତନ ପିସିସି ସଭାପତି ଜୟଦେବ ଜେନା କହିଛନ୍ତି, ସ୍ମାର୍ଟସିଟିର ମାନ୍ୟତା ପାଇବା ପରେ ଭୁବନେଶ୍ୱର ଉନ୍ନତି ପରିବର୍ତ୍ତେ ଅବନତି ଆଡ଼କୁ ଗତି କରୁଛି । ସହରାଞ୍ଚଳ ବିକାଶ…

ରେକର୍ଡ ବର୍ଷା : ଟପିଗଲା ମହାବାତ୍ୟା ଓ ଫାଇଲିନକୁ

ଭୁବନେଶ୍ବର : ଗାଁଠୁ ସହର ସବୁ ଜଳାର୍ଣ୍ଣବ । ଦୁଇତିନି ଦିନର ଲଗାଣ ବର୍ଷାରେ ବେହାଲ ଓଡ଼ିଶା। ରାଜଧାନୀରୁ ଆରମ୍ଭ କରି ପୁରୀ ଓ କଟକ ସହର ସହ ବିଭିନ୍ନ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ । ଏହା ପଛରେ ରହିଛି ରେକର୍ଡ ପରିମାଣର ବର୍ଷା। ଏପରିକି ଏହା ୩୬ ବର୍ଷର ରେକର୍ଡ ଭାଙ୍ଗିଛି । ବୁର୍ଲା ହୀରାକୁଦ…

ରଥଯାତ୍ରା ସମୟରେ ବାରିପଦାରେ ଏଟିଏମ୍ ଲୁଟ

ବାରିପଦା : ସହରରେ ଭୁସୁଡି ପଡିଛି ଆଇନଶୃଙ୍ଖଳା ପରିସ୍ଥିତି। ବାରିପଦା ଜିଲ୍ଲାରେ ଥିବା ୪ ଟି ଏଟିଏମ୍ରୁ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଲୁଟିଛନ୍ତି ଦୁର୍ବୁତ୍ତ। ଘଟଣାପରେ ଟାଉନ ପୋଲିସର ଘଟଣାର ତଦନ୍ତ କରୁଛି। ଗତକାଲି ବିଳମ୍ବିତ ରାତିରେ ବାରିପଦା ସହରର ପାଲବଣୀ ୟୁବିଆଇ ଏଟିଏମ୍, ଷ୍ଟେସନ ବଜାର…

ଧରା ପଡ଼ିଲା ଭଦ୍ରକ ସଡକ ଦୁର୍ଘଟଣାର ଅଭିଯୁକ୍ତ ଡ୍ରାଇଭର !

ଭୁବନେଶ୍ବର : ଗତ ୧୯ ତାରିଖରେ ଭଦ୍ରକରେ ଘଟିଥିଲା ଏକ ଅଭାବନୀୟ ଘଟଣା। ଜଣେ ଟ୍ରକ୍ ଚାଳକର ଭୁଲ ପାଇଁ ଚାଲିଯାଇଥିଲା ୫ଜଣ ନିରିହ ଛାତ୍ର ଛାତ୍ରୀଙ୍କ ଜୀବନ। ଏଥିରେ ସାମିଲଥିବା ଟ୍ରକ୍ ଡ୍ରାଇଭରଙ୍କୁ ଗିରଫ କରିଛି ପୋଲିସ। ଅଭୁଯୁକ୍ତର ନାମ ଭେଙ୍କଟଦ୍ରି ଜଣାପଡ଼ିଥିବା ବେଳେ ତାଙ୍କ ଘର…

ଭୁବନେଶ୍ୱରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଭୁବନେଶ୍ବର : ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ୱର ରସୁଲଗଡ଼ ସତ୍‌ସଙ୍ଗ ବିହାରରେ ଗତକାଲି ରାତିରେ ଦୁର୍ଘଟଣା ହୋଇଥିଲା । ପଛପଟୁ ଆସୁଥିବା ଏକ କାର ଟ୍ରକ୍‌କୁ ଧକ୍କା ଦେଇଥିଲା । ଟ୍ରକ୍‌ ଭିତରକୁ କାର୍‌ର ଆଗ ଅଂଶ ପଶିଯିବାରୁ ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ…

ରାଉରକେଲାରେ ଯୁବତୀ ଚାଲାଣ ରାକେଟ୍ !

ରାଉରକେଲା : କୁକୁଡା ଫ୍ୟାକଟ୍ରିରେ କାମ ଦେବା ବାହାନାରେ ଡାକିନେଇ ରାଉରକେଲାର ଜଣେ ଯୁବତୀଙ୍କୁ ରାଜସ୍ଥାନରେ ବିକ୍ରି ଉଦ୍ୟମ କରିଥିଲେ ଦଲାଲ। ଏପରିକି ଜଣେ ବିବାହିତ ଲୋକ ସହ ଯୁବତୀଙ୍କର ବିବାହ କରାଇବାକୁ ଯୋଜନା କରିଥିଲେ। ମନା କରିବାରୁ ତାଙ୍କୁ ଶାରୀରିକ ନିର୍ୟାତନା ବି ଦେଇଥିଲେ।…

ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା : ନୀଳକନ୍ଦରକୁ ଫେରିବେ ନୀଳମଣି

ପୁରୀ :ଆଜି ମହାପ୍ରଭୁଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଏଥିପାଇଁ ଶ୍ରୀକ୍ଷେତ୍ର ଲୋକାରଣ୍ୟ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ପାଖରେ ୩ ରଥ ଏବେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପେକ୍ଷାରେ। ମହାପ୍ରଭୁ ରଥାଋୂଢ଼ ହୋଇ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। କଡ଼ା ପୋଲିସ ସୁରକ୍ଷା ମଧ୍ୟରେ…