ପୁଣି ଟ୍ରାଫିକ୍ ପୋଲିସ ଓ ଯୁବତୀ ମୁହାଁମୁହିଁ : ଭିଡ଼ିଓ ଭାଇରାଲ
ଭୁବନେଶ୍ୱର : ପୁଣି ଟ୍ରାଫିକ୍ ପୋଲିସ ଓ ଯୁବତୀ ମୁହାଁମୁହିଁ ହୋଇଛନ୍ତି । ରୂପାଲି ଛକରେ ଜଣେ ଟ୍ରାଫିକ୍ ପୋଲିସକୁ ଯୁବତୀ ମାଡ଼ ମାରିଥିବା ଭିଜୁଆଲ ଭାଇରାଲ ହୋଇଛି । ପୋଲିସ କର୍ମଚାରୀଙ୍କ କଲର ଧରି ମାଡ଼ ମାରିଛନ୍ତି ଯୁବତୀ । ପୋଲିସ କର୍ମଚାରୀଙ୍କ ନେମପ୍ଲେଟ୍ ଓ ଆଇଡି ପ୍ରୁଫ୍ ମାଗୁଛନ୍ତି…