Browsing Category

ଟେକ୍

ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍‌କୁ ଆସୁଥିବା ଫାଲତୁ କଲ୍‌ ଯୋଗୁ ଟେନ୍‌ସନ୍‌ରେ ଥିଲେ ଏମିତି କରନ୍ତୁ Block

ଫୋନ୍‌କୁ ଆସୁଥିବା ଫାଲତୁ କଲ ଯୋଗୁ ଯଦି ଆପଣ ବିରକ୍ତ ହେଉଛନ୍ତି, ତେବେ ଏହି ଖବର କେବଳ ଆପଣଙ୍କ ପାଇଁ। ଜିଓ, ଏୟାରଟେଲ କିମ୍ବା ଭୋଡାଫୋନ୍‌ ଆଇଡିଆ ନେଟ୍‌ଓ୍ଵାର୍କ ବ୍ୟବହାର କରୁଥିବା ୟୁଜର୍ସ ସ୍ପାମ୍‌ କଲକୁ ମଧ୍ୟ ସହଜରେ ବ୍ଲକ୍‌ କରିପାରିବେ। ଏହାକୁ ଆପଣ ୨ଟି ଉପାୟରେ ବ୍ଲକ୍‌ କରିପାରିବେ।…

ଲଞ୍ଚ ହେଲା Oneplus Nord N10 5G ଓ Oneplus Nord N100, ଜାଣନ୍ତୁ କଣ ରହିଛି ଦାମ୍‌ ଏବଂ ଖାସ ଫିଚର

Oneplus କମ୍ପାନୀ ନିଜର ଦୁଇଟି ନୂଆଫୋନ Oneplus Nord N10 5G ଏବଂ Oneplus Nord N100 ଲଞ୍ଚ କରି ଦେଇଛି। ଏହି ଦୁଇଟି ଫୋନ UK ଏବଂ ୟୁରୋପରେ ବିକ୍ରି ପାଇଁ ଉପଲବ୍ଧ ରହିବ। Oneplus Nord N10 5G ର ଦାମ୍‌ ପାଖାପାଖି ୩୧,୪୭୦ ଟଙ୍କା ଏବଂ Oneplus Nord N100 ର ଦାମ୍‌ ପାଖାପାଖି…

ଆପଲ୍‌ ଆପ୍‌ ଷ୍ଟୋରରୁ ହଟାଗଲା Google Pay ଆପ୍‌, ଜାଣନ୍ତୁ କ’ଣ ପ୍ରକୃତ କାରଣ

ଗୁଗଲ ଆପ୍‌ ଷ୍ଟୋରରୁ ଗୁଗଲ ପେ ଆପ୍‌ ହଟାଇଦିଆଯାଇଛି। ଏହାର ପ୍ରକୃତ କାରଣ କ’ଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଏବେ କିନ୍ତୁ ଆଇଫୋନ ଆପଲ୍‌ ଆପ୍‌ ଷ୍ଟୋରରେ ଗୁଗଲ ପେ ଆପ୍‌ ଦେଖିବାକୁ ମିଳୁନାହିଁ। ଏହା ପୂର୍ବରୁ ଆଇଫୋନରେ ପ୍ରଥମରୁ ଇନଷ୍ଟାଲ କରାଯାଇଥିବା ଗୁଗଲ ପେ ଆପ୍‌ କମା କରୁଥିଲା,…

ଲଞ୍ଚ ହେଲା Huawei Freebuds Studioର ହେଡଫୋନ, ୨୪ ଘଣ୍ଟା ଦେଉଛି ବ୍ୟାଟେରି ବ୍ୟାକଅପ୍‌

Huawei କମ୍ପାନୀ ମେଟୋ ୪୦ ସିରିଜ ସହିତ Huawei FreeBuds Studion ନାମକ ନିଜର ଏକ ନୂଆ ହେଡଫୋନ ମଧ୍ୟ ଲଞ୍ଚ କରିଛି। Huaweiର ଏହି ହେଡଫୋନରେ Active voice Cancellation (ANC) ଏବଂ Omni Directional Microphone ରହିଛି। ଏହା Huawei Freebuds Studio କମ୍ପାନୀର ପ୍ରଥମ…

ଏବେ ନିଜ ଆଣ୍ଡ୍ରୋଏଡ୍‌ ସ୍ମାର୍ଟଫୋନରେ କରିପାରିବେ ହ୍ଵାଟସଆପ୍‌ ଅଡିଓ କଲ୍‌ ରେକର୍ଡ, ଜାଣନ୍ତୁ ଏହାର ତରିକା

ମେସେଜିଂ ବିଷୟରେ କହିବାକୁ ଗଲେ ହ୍ଵାଟସଆପ୍‌ ହେଉଛି ଭାରତର ସବୁଠାରୁ ପସନ୍ଦଯୋଗ୍ୟ ଆପ୍| କିନ୍ତୁ ଆପ୍ କେବଳ ମେସେଜ୍ କରିବା ବିଷୟରେ ନୁହେଁ କାରଣ ଆପଣ ଲୋକପ୍ରିୟ ମେସେଜିଂ ଆପ୍ ବ୍ୟବହାର କରି ଅଡିଓ କଲ୍ ମଧ୍ୟ କରିପାରିବେ | ହ୍ଵାଟସଆପ୍‌ ରେ କଲିଂ ଫିଚର ରହିବା ବହୁତ ଭଲ କିନ୍ତୁ ଏହି କଲ୍‌ ରେ…

୨୧ଟି ଆଣ୍ଡ୍ରଏଡ୍ ଗେମକୁ ନେଇ Avast ଦେଲା ଚେତାବନୀ, ତୁରନ୍ତ ନିଜ ଫୋନରୁ କରନ୍ତୁ ଡିଲିଟ ନଚେତ..

ସାଇବର ସିକ୍ୟୁରିଟି ଫାର୍ମ Avast ୨୧ଟି ଆଣ୍ଡ୍ରଏଡ୍ ମୋବାଇଲ୍ ଆପ୍ କୁ ନେଇ ଏକ ଚେତାବନୀ ଜାରି କରିଛି । Avast ଅନୁଯାୟୀ, ଏହି ସମସ୍ତ ଆପ୍ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରେ ରହିଛି ଏବଂ ଏହା ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ବିପଜ୍ଜନକ କାରଣ ଏଥିରେ ଆଡୱେୟାର ଥାଏ । ଏହି ଆପ୍ସରେ ଥିବା ଆଡୱେୟାର…

ଦଶହରା ଅବସରରେ ଅକ୍ଷୟ କୁମାର ଲଞ୍ଚ୍‌ କଲେ FAU-G ଗେମ୍‌ର ଟିଜର, ଯବାନଙ୍କୁ ମିଳିବ ଫାଇଦା

ଲୋକପ୍ରିୟ ଗେମିଂ ଆପ୍‌ ପବ୍‌ଜି ସମେତ ଚୀନ୍‌ର ପ୍ରାୟ ୧୧୮ଟି ମୋବାଇଲ ଆପ୍‌କୁ ଭାରତ ସରକାର ବ୍ୟାନ୍‌ କରିଛନ୍ତି। ଏସବୁ ଆପ୍‌ ଭାରତର ଏକତା, ଅଖଣ୍ଡତା ଓ ଶାନ୍ତି ବ୍ୟବସ୍ଥା ଭଙ୍ଗ କରୁଥିବାରୁ ଏସବୁ ଆପ୍‌କୁ ବନ୍ଦ କରି ଦିଆଯାଇଛି। ଏହା ପରେ ଅକ୍ଷୟ କୁମାର ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ…

ଏବେ ଆହୁରି ସହଜରେ କରିପାରିବେ ଭିଡିଓ କଲିଂ, ମାଇକ୍ରୋସଫ୍ଟ ୱିଣ୍ଡୋଜ୍ 10 ଅପଡେଟରେ ଆସୁଛି ‘Meet Now’

ମାଇକ୍ରୋସଫ୍ଟ ଖୁବ୍ ଶୀଘ୍ର ଏହାର ୱିଣ୍ଡୋଜ୍ ସିଷ୍ଟମର ଟାସ୍କବାର୍ ରେ “MEET NOW” ଆଇକନ୍ ଦେବାକୁ ଯାଉଛି । କମ୍ପାନୀ ଟାସ୍କ ବାରରେ ମିଟ୍ ନାଓ ଦେବାକୁ ନିଷ୍ପତ୍ତି ନେଇଛି ଯାହାଦ୍ୱାରା ଲୋକମାନେ ଶୀଘ୍ର ଏବଂ ସରଳ ଉପାୟରେ ଭିଡିଓ କଲିଂ କରିପାରିବେ । ୱିଣ୍ଡୋଜ୍ 10ର ଅପଡେଟରେ Meet Nowର…

ଖୁବ ଶୀଘ୍ର ବଜାରକୁ ଆସିବ Samsung Galaxy F12, ଜାଣି ରଖନ୍ତୁ କଣ ରହିଛି ସ୍ପେଶାଲ ଫିଚର୍ସ

ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Samsung ଭାରତୀୟ ବଜାରରେ ନିଜ ନୂଆ ସ୍ମାର୍ଟଫୋନ F 41 ଲଂଚ କରିଥିବା ବେଳେ ଖୁବ ଶୀଘ୍ର ଆଉ ଏକ ନୂଆ ସିରିଜ ଲଞ୍ଚ କରିବା ନେଇ ଯୋଜନା କରୁଥିବା ଜଣାଯାଇଛି । Samsung F ସିରିଜର ଏହି ନୂଆ ସ୍ମାର୍ଟଫୋନର ନାଁ କମ୍ପାନୀ ତରଫରୁ…

ଏହି ଦେଶରେ ମିଳୁଛି ୩୭୭.୨ Mbps ଇଣ୍ଟରନେଟ୍‌ ସ୍ପିଡ୍‌, ମାତ୍ର କିଛି ସେକେଣ୍ଡରେ ଡାଉନ୍‌ଲୋଡ୍‌ ହୋଇଯିବ ଫୁଲ ଫିଲ୍ମ

ଇଣ୍ଟରନେଟ୍‌ କନେକ୍ଟିଭିଟିର ପଞ୍ଚମ ଜେନେରେସନ୍‌ ବା ୫ଜି ଟେକ୍ନିକ୍‌ ଦୁନିଆର କେତେକ ଦେଶରେ ଆରମ୍ଭ ହେଇସାରିଲାଣି। ୟୁଜରମାନେ ମଧ୍ୟ ଏହାକୁ ବ୍ୟବହାର କରିବା ଆରମ୍ଭ ଦେଲେଣି। ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ସାଉଦି ଆରବରେ ୫ଜି ଇଣ୍ଟରନେଟ୍‌ ସ୍ପିଡ୍‌ ୩୭୭.୨ Mbps ରହିଛି। ଏହା ମାଧ୍ୟମରେ ମାତ୍ର…

ଗୁଗଲ ପ୍ଲେ ଷ୍ଟୋରରୁ ପୁଣି ହଟିଲା ୩ଟି ନକଲି ଆପ୍‌, ଚୋରି କରୁଥିଲା ଛୋଟ ପିଲାଙ୍କ ତଥ୍ୟ

ଗୁଗଲ ପ୍ଲେ ଷ୍ଟୋରରେ ଆସିବା ପୂର୍ବରୁ ଆପ୍‌ଗୁଡ଼ିକ ଅନେକ ପ୍ରକାରର ସିକ୍ୟୁରିଟି ଚେକ୍‌ର ସାମ୍ନା କରିବାକୁ ପଡ଼ିଥାଏ। ଏହା ପରେ ବି କେତେକ ଆପ୍‌ ଏଠାରେ ପହଞ୍ଚିଯାଏ, ଯାହା ୟୁଜରଙ୍କ ପାଇଁ ହାନିକାରକ ହୋଇଥାଏ। ଏଭଳି ଆପ୍‌ ବିଷୟରେ ଜଣାପଡ଼ିବା ପରେ ଗୁଗୁଲ ଏହାକୁ ତୁରନ୍ତ ବ୍ୟାନ୍‌ କରିଥାଏ। ଏବେ…

ବଡ ଖବର: ଆଉ ମାଗଣା କରିପାରିବେନି ହ୍ଵାଟସଆପ୍‌ର ବ୍ୟବହାର, ଏବେ ଏହି ଗ୍ରାହକଙ୍କୁ ଦେବାକୁ ପଡିବ ପଇସା

ଆପଣ ହ୍ଵାଟସଆପ୍‌ ବ୍ୟବହାର କରୁଥିବେ ନିଶ୍ଚିତ। ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅଧିକାଂଶ ଲୋକ ସାଧାରଣ ହ୍ଵାଟସଆପ୍ ବ୍ୟବହାର କରନ୍ତି, କିନ୍ତୁ ଅନେକ ଲୋକ ବ୍ୟବସାୟ ନ କରିବା ସତ୍ତ୍ୱେ ହ୍ଵାଟସଆପ୍‌ ବିଜନେସ ଆପ୍ ବ୍ୟବହାର କରନ୍ତି। ତେବେ ଏମିତି ଲୋକଙ୍କ ପାଇଁ…