Browsing Category

ଟେକ୍

Samsung Galaxy S22ର ବେଷ୍ଟ ଡିଲ୍, ମିଳୁଛି ଭାରି ଡିସକାଉଣ୍ଟ

Samsung Galaxy S22 ହେଉଛି ସାମସଙ୍ଗ କମ୍ପାନୀର ଏକ ପ୍ରିମିୟମ୍ ସ୍ମାର୍ଟଫୋନ୍, ଯାହା ୨୦୨୨ ରେ ଲଞ୍ଚ କରାଯାଇଥିଲା । ଲୁକ୍, ଡିଜାଇନ୍ ଠାରୁ ଆରମ୍ଭ କରି ଫିଚର୍ସ ଏବଂ ସ୍ପେସିଫିକେସନ ପର୍ଯ୍ୟନ୍ତ ଏହି ଫୋନରେ ସବୁକିଛି ବହୁତ ହିଁ ଦମଦାର । ଲଞ୍ଚ ସମୟରେ ଏହି ଫୋନର ମୂଲ୍ୟ ବହୁତ ଅଧିକ ଥିଲା,…

Moto G64 5G ପରିବର୍ତ୍ତେ କିଣିପାରିବେ ଏହି ସବୁ ସ୍ମାର୍ଟଫୋନ, ଜାଣନ୍ତୁ ଫିଚର୍ସ ଓ ଦାମ

ଫୋନ ନିର୍ମାତା କମ୍ପାନୀ Motorola ନିଜର Moto G64 5G ଫୋନ ସେଲ ପାଇଁ ଉପସ୍ଥାପନ କରିଛି । ଏହି ଫୋନର ପ୍ରଥମ ଭରିଆଣ୍ଟର ମୂଲ୍ୟ ୧୪,୯୯୯ ଟଙ୍କା ଥିବାବେଳେ ଦ୍ୱିତୀୟଟିର ମୂଲ୍ୟ ୧୬,୯୯୯ ଟଙ୍କା । ସମାନ ବଜେଟରେ ଯଦି ଆପଣ ମୋଟୋ G64 ପରିବର୍ତ୍ତେ ଅନ୍ୟ କିଛି ବେଷ୍ଟ ସ୍ମାର୍ଟଫୋନ୍ ଅପ୍ସନ…

ଏବେ ଖାଲି ମିସ୍ ୱାର୍ଲଡ ନୁହେଁ ବରଂ Miss AIର ମଧ୍ୟ ହେବ କମ୍ପିଟିସନ, ଜାଣନ୍ତୁ ୱିନିଙ୍ଗ ପ୍ରାଇଜ

ମିସ୍ ୱାର୍ଲ୍ଡ ଏବଂ ମିସ୍ ଇଣ୍ଡିଆ ପରି ଖୁବ ଶୀଘ୍ର ମିସ୍ AI ପ୍ରତିଯୋଗିତା ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି । କେବଳ ଏତିକି ନୁହେଁ, ଏଥିରେ ଯେଉଁ AI ଜିତିବ ତାକୁ ଏକ ବଡ଼ ୱିନିଙ୍ଗ ପ୍ରାଇଜ ମଧ୍ୟ ମିଳିବ । କିଛି ସମୟ ପୂର୍ବରୁ ଏଭଳି ଥିଲା ଯେ ଲୋକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ…

ଡିସକାଉଣ୍ଟରେ ମିଳୁଛି ମିନି କୁଲର, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଅନେକ ଘର ମାନଙ୍କରେ ଥିବା ରୁମରେ ଝରକା ନଥାଏ ଯେଉଁଥି ପାଇଁ ସେଠାରେ ବଡ଼ କୁଲର୍ ଫିଟ୍ କରାଯାଇ ପାରେ ନାହିଁ । ଏପରି ପରିସ୍ଥିତିରେ ଲୋକମାନେ ଚିନ୍ତା କରନ୍ତି ଯେ କୁଲର ଇନଷ୍ଟଲ କରିବା ପାଇଁ ସ୍ଥାନ ନାହିଁ । ଏଭଳି ସମସ୍ୟାକୁ ଏଡ଼ାଇବା ପାଇଁ ଆମେ ଆପଣଙ୍କୁ ଏପରି କିଛି କୁଲର୍ ବିଷୟରେ ଜଣାଇବୁ…

ଆସିଲା BSNLର ସବୁଠାରୁ ଦମଦାର ପ୍ଲାନ୍‌, ଥରେ ରିଚାର୍ଜ କଲେ ସରିଯିବ ସବୁ ଟେନସନ୍‌

ଜିଓ, ଏୟାରଟେଲ ଏବଂ ଭୋଡ଼ାଫୋନ ଆଇଡିଆ କମ୍ପାନୀ ଭଳି BSNL ଆଗରେ ନାହିଁ ସତ, କିନ୍ତୁ କମ୍ପାନୀ ନିଜ ୟୁଜରମାନଙ୍କୁ ଭଲ ଅଫର ଦେଇଥାଏ । ୟୁଜରଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି BSNL ଏହାର ପୋର୍ଟଫୋଲିଓରେ ଅନେକ ରିଚାର୍ଜ ପ୍ଲାନ୍‌ ସାମିଲ କରିଛି । ଆଜି ଆମେ ଆପଣଙ୍କୁ BSNL ର ଏପରି ଏକ ଜବରଦସ୍ତ…

ମାତ୍ର ଦୁଇ ହଜାର ଟଙ୍କାରେ ଲଞ୍ଚ୍‌ ହେଲା Lava Prowatch, ରହିଛି ଅନେକ ବଢ଼ିଆ ଫିଚର୍‌

ଲାଭା ଭାରତୀୟ ବଜାରରେ ଦୁଇଟି ସ୍ମାର୍ଟଓ୍ଵାଚ୍‌ Prowatch ZN ଏବଂ Prowatch VN କୁ ଲଞ୍ଚ୍‌ କରିଦେଇଛି । ଏହି ଓ୍ଵାଚରେ ଆପଣଙ୍କୁ ଅନେକ ବଢ଼ିଆ ବଢ଼ିଆ ଫିଚର୍ସ ମିଳିଯିବ । ଲାଭାର ଏହି ସ୍ମାର୍ଟଓ୍ଵାଚର ଦାମ ବହୁତ କମ୍‌ ରହିଛି । ଏବଂ ୨୪ ମାସର ଓ୍ଵାରେଣ୍ଟୀ ବି ଦିଆଯାଉଛି । ଥରେ ଏହି ଓ୍ଵାଚକୁ…

ଖୁବଶୀଘ୍ର ସାମସଙ୍ଗ୍‌ ଲଞ୍ଚ କରିବ ଏକ ସୁନ୍ଦର ସ୍ମାର୍ଟଫୋନ, ସେଲଫି ଲଭର୍ସଙ୍କ ପାଇଁ ବଢ଼ିଆ ସୁଯୋଗ

ସାମସଙ୍ଗ୍‌ ନିଜ ୟୁଜର୍ସଙ୍କ ପାଇଁ ଏକ ଖାସ ଫୋନ ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫୋନରେ ସୁନ୍ଦର ଡିଜାଇନ୍‌ ସହିତ ଦମଦାର ଫ୍ରଣ୍ଟ କ୍ୟାମେରା ଫିଚର ଦିଆଯାଇଛି । ସାମସଙ୍ଗ ଖୁବଶୀଘ୍ର Samsung Galaxy F55 5G ଭାରତରେ ଲଞ୍ଚ କରିବ। ଏହି ଫୋନକୁ ଗୁଗଲ ପ୍ଲେ କନସୋଲ୍ ଡାଟାବେସରେ…

ଅଫିସରେ ହେବନି ରାଜନୀତି , ୨୮ ଜଣ କର୍ମଚାରୀଙ୍କୁ କମ୍ପାନୀରୁ ବାହାର କଲେ ଗୁଗଲ CEO

ଟେକ୍ କମ୍ପାନୀ ଗୁଗଲର CEO ସୁନ୍ଦର ପିଚାଇ ତାଙ୍କ କର୍ମଚାରୀମାନଙ୍କୁ ରାଜନୀତି ଠାରୁ ଦୂରେଇ ରହିବାକୁ କହିଛନ୍ତି । ଗୁଗଲରୁ ୨୮ ଜଣ କର୍ମଚାରୀଙ୍କୁ ବାହାର କରିବା ପରେ କମ୍ପାନୀର କର୍ମଚାରୀଙ୍କ ପାଇଁ ଏକ ବ୍ଲଗ୍ ପୋଷ୍ଟ କରାଯାଇଛି ଯେଉଁଥିରେ ସିଇଓ ଏଭଳି କିଛି କହିଛନ୍ତି । ଏଥିରେ ସେ…

YouTubeରେ ସର୍ଚ୍ଚ କରନ୍ତୁ ନାହିଁ ଏହିସବୁ ଜିନିଷ, ନଚେତ ହୋଇପାରନ୍ତି ଅସୁବିଧାର ସମ୍ମୁଖୀନ

ୟୁଟ୍ୟୁବ୍ ଆଜି ସବୁଠାରୁ ବଡ ଭିଡିଓ ଷ୍ଟ୍ରିମିଂ ପ୍ଲାଟଫର୍ମରେ ପରିଣତ ହୋଇଛି । ଯେତେବେଳେ ଆମେ କୌଣସି ପ୍ରସଙ୍ଗ ବିଷୟରେ ଜାଣିବାକୁ କିମ୍ବା ଶିଖିବାକୁ ଚାହୁଁ, ଆମେ ତୁରନ୍ତ ୟୁଟ୍ୟୁବକୁ ଯାଉ । ୟୁଟ୍ୟୁବରେ ବିପୁଳ ପରିମାଣର ଭିଡିଓ କଣ୍ଟେଣ୍ଟ ଉପଲବ୍ଧ । ଏଥିରେ ଆପଣ ଭଲ ଏବଂ ଖରାପ ସମସ୍ତ…

ୟୁଜର୍ସଙ୍କ ପାଇଁ ହ୍ଵାଟସ୍ ଆପ୍ ଆଣିଲା ନୂଆ ଫିଚର, ଜାଣନ୍ତୁ କେମିତି କରିବ କାମ

ହ୍ଵାଟସ୍ ଆପ୍ ଲଗାତାର ଭାବରେ ଏହାର ୟୁଜରମାନଙ୍କ ଭଲ ଏକ୍ସପେରିଏନ୍ସ ପାଇଁ ନୂଆ ଫିଚର ଆଣିଥାଏ । ଲାଟେଷ୍ଟ ରିପୋର୍ଟ ଅନୁଯାୟୀ, ଏହି ଚାଟିଂ ଆପ୍ ବର୍ତ୍ତମାନ ଏପରି ଫିଚରକୁ ନେଇ କାର୍ଯ୍ୟ କରୁଛି ଯାହା ଦ୍ୱାରା ଆପଣ ନିଜ ବନ୍ଧୁ ଏବଂ ପରିବାର ସହିତ ସହଜରେ ଯୋଗାଯୋଗ କରିବାରେ ସମର୍ଥ ହେବେ ।…

Airtelର ଧମାକାଦାର ରିଚାର୍ଜ ପ୍ଲାନ, ୩୦ ଦିନରୁ ଅଧିକ ମିଳିବ ଭାଲିଡିଟି

ଏୟାରଟେଲ ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ୟୁଜର୍ସଙ୍କ ପାଇଁ ବେଷ୍ଟ ଅଫର ସହିତ ଏୟାରଟେଲର ଅନେକ ଦମଦାର ପ୍ଲାନ ଅଛି । ଏହାର ୩୭ କୋଟିରୁ ଅଧିକ ୟୁଜର୍ସମାନଙ୍କ ପାଇଁ ଏୟାରଟେଲ ଏହାର ପୋର୍ଟଫୋଲିଓ ରିଚାର୍ଜ ପ୍ଲାନଗୁଡ଼ିକୁ ଅନେକ କାଟାଗୋରିରେ ବିଭକ୍ତ କରିଛି । ଏୟାରଟେଲ…

୨ ହଜାର ଟଙ୍କାରୁ ବି କମ୍‌ ଦାମରେ ମିଳୁଛି ଏହି ଫୋନ, ୟୁଟ୍ୟୁବ୍ ଦେଖିବା ସହ କରିପାରିବେ UPI ପେମେଣ୍ଟ

Itel ନୂଆ ଫିଚର ଫୋନ୍ itel Super Guru 4G ଲଞ୍ଚ କରିଛି । ଏହି ଫୋନ୍ ସେହି ୟୁଜରମାନଙ୍କ ପାଇଁ ଆସିଛି ଯେଉଁମାନେ କମ୍‌ ଦାମରେ ଭଲ ଫୋନ୍ କିଣିବାକୁ ଚାହୁଁଥିବେ । ଏହାର ଦାମ୍‌ ୨୦୦୦ ଟଙ୍କା ରୁ କମ୍ ରହିଛି । ଏହି ଫୋନରେ ଅନେକ ଭାରତୀୟ ଭାଷାରେ ନ୍ୟୁଜ୍‌ ଦେଖିବା, ୟୁଟ୍ୟୁବ୍ ଦେଖିବା, UPI…