Browsing Category

ଟେକ୍

ଆପଣଙ୍କ ସ୍ମାର୍ଟଫୋନରେ ଷ୍ଟୋରେଜ୍ ସମସ୍ୟା ରହିଛି କି ? ଏହାର ସମାଧାନ କରିବ ଗୁଗୁଲର ଏହି ଆପ୍

ଆଜିର ସମୟରେ ଏପରି କୌଣସି ବ୍ୟକ୍ତି ନାହିଁ ଯେ ଯାହାର ହାତରେ ସ୍ମାର୍ଟଫୋନ୍ ନାହିଁ। ଆମେ ସ୍ମାର୍ଟଫୋନ୍ ଉପରେ ଏତେ ନିର୍ଭରଶୀଳ ଯେ ଆମର ସମସ୍ତ କାର୍ଯ୍ୟ ଏବଂ ମନୋରଞ୍ଜନ ଆମ ଫୋନରେ କରିଥାଉ। ଏପରି ପରିସ୍ଥିତିରେ, ଫୋନର ଇଣ୍ଟେରନାଲ ଷ୍ଟୋରେଜ୍ ଅତି ଶୀଘ୍ର ଫୁଲ ହୋଇଯାଏ। ଯଦି ଆପଣ ମଧ୍ୟ…

ଆଧାରରେ ଏପରି ଅପଡେଟ କରାନ୍ତୁ ଫୋନ୍‌ ନମ୍ବର, ସରକାରୀ ସ୍କିମର ମିଳିବ ଲାଭ

କଣ ଆପଣ ନିଜ ମୋବାଇଲ ନମ୍ବରକୁ ଆଧାର କାର୍ଡ ସହ ରେଜିଷ୍ଟର କରାଇନାହଁନ୍ତି? କଣ ଆପଣ ପୁରୁଣା ନମ୍ବର ଆଉ ୟୁଜ କରୁନାହାଁନ୍ତି ଏବଂ ନୂଆ ନମ୍ବରକୁ ଆଧାରରେ ଅପଡେଟ କରାଇନାହାଁନ୍ତି? ଯଦି ଏପରି ସମସ୍ୟା ଅଛି ଆପଣଙ୍କର ତାହେଲେ ନିଜ ମୋବାଇଲ ନମ୍ବର ରେଜିଷ୍ଟର କିମ୍ବା ଅପଡେଟ କରାଇବାରେ ଆଉ ବିଳମ୍ବ…

Google Mapsରୁ ବି କରିପାରିବେ ଜବରଦସ୍ତ ଇନକମ୍‌ , ଜାଣନ୍ତୁ ଟଙ୍କା ରୋଜଗାରର ତରିକା

ସୋସିଆଲ ମିଡିଆ ଯୁଗରେ ଆଜିକାଲି କେହି ବି ଆଉ ବେରୋଜଗାର ହୋଇ ରହୁନାହାଁନ୍ତି। ଡିଜିଟାଲ ଯୁଜରେ ସମସସ୍ତେ ବିଭିନ୍ନ ଉପାୟରେ ଟଙ୍କା ରୋଜଗାର କରୁଛନ୍ତି। ଆପଣ ୟୁଟ୍ୟୁବ, ଫେସବୁକ ହେଉ କିମ୍ବା ଇନଷ୍ଟାଗ୍ରାମ ସବୁଥିରୁ ଟଙ୍କା ଇନକମ୍‌ କରି ଇଣ୍ଡିପେଣ୍ଡେଣ୍ଟ ହୋଇପାରୁଛନ୍ତି। କିନ୍ତୁ କଣ ଆପଣ…

ଜିଓ ,ଏୟାରଟେଲ ନା ଭୋଡ଼ାଫୋନ : ଜାଣନ୍ତୁ ଶସ୍ତାରେ କେଉଁ କମ୍ପାନୀ ଦେଉଛି ଦିନକୁ ଅଧିକ ଡାଟା

ଟେଲିକମ୍ କମ୍ପାନୀଗୁଡିକ ସେମାନଙ୍କ ଗ୍ରାହକଙ୍କ ପାଇଁ ଡେଲି ଡାଟା ସହିତ ଅନେକ ପ୍ରିପେଡ୍ ପ୍ଲାନ ପ୍ରଦାନ କରନ୍ତି । କେତେକ ଗ୍ରାହକ ଶସ୍ତା ପ୍ଲାନ ଖୋଜୁଥିବାବେଳେ ବହୁ ସଂଖ୍ୟକ ଲୋକ ପ୍ରତିଦିନ ୧.୫ ଜିବି ଡାଟା ସହିତ ଏହି ପ୍ଲାନକୁ ପସନ୍ଦ କରନ୍ତି । ଏଥିରେ ଆପଣ ପ୍ରତ୍ୟେକ ଦିନ ଅଧିକ…

ସବୁ ଦିନ ପାଇଁ WORK FROM HOME ! କର୍ମଚାରୀଙ୍କ ପାଇଁ ଏଭଳି ସୁବିଧା ଘୋଷଣା କଲା ଟ୍ଵିଟର

ଏବେ ସବୁ ଦିନ ପାଇଁ ଓ୍ଵାର୍କ ଫ୍ରମ୍‌ ହୋମ୍‌ କରିପାରିବେ କର୍ମଚାରୀ। ଏଭଳି ନିୟମ ଲାଗୁ କରିଛି ଟ୍ଵିଟର। ଟ୍ଵିଟର ମୁଖ୍ୟ ପରାଗ ଅଗ୍ରଓ୍ଵାଲ ଟ୍ଵିଟ୍‌ କରି ଏମିତି ଘୋଷଣା କରିଛନ୍ତି। ସେ କହିଛନ୍ତି, ତାଙ୍କ ସୋସିଆଲ ନେଟଓ୍ଵାର୍କିଂ କମ୍ପାନୀ ଚଳିତ ମାସ ଠାରୁ ଅଫିସ ଖୋଲିବାକୁ ଯାଉଛି। କିନ୍ତୁ…

ଏଣିକି Twitter ରେ ପଡକାଷ୍ଟ କରିପାରିବେ ୟୁଜର୍ସ, ଖୁବ ଶୀଘ୍ର ଆସିବ ଆଉ ଏକ ଫିଚର

ଆଜିକାଲି ପଡକାଷ୍ଟର ଟ୍ରେଣ୍ଡ ବଢି ବଢି ଚାଲିଛି । ଏବେ ଟ୍ୱିଟର ବି ଏହି ଅଡିଓ ଫିଚରକୁ ଲଞ୍ଚ କରିବା ନେଇ ପ୍ରସ୍ତୁତି ଚଳାଇଛି । ଟ୍ୱିଟରର ଲାଇଭ ଅଡିଓ ପ୍ରଡକ୍ଟ spaces ଗତ ଦୁଇ ବର୍ଷ ଭିତରେ ଖୁବ ଦ୍ରୁତ ଗତିରେ ଲୋକପ୍ରିୟ ହେବାରେ ଲାଗିଛି । ଏହାକୁ ନଜରରେ ରଖି କମ୍ପାନୀ ୟୁଜରଙ୍କ ପାଇଁ ଆଉ ଏକ…

ପାନ କାର୍ଡ ସହ ଆଧାର ଲିଙ୍କ ନଥିଲେ ଭରିବେ ୧୦ ହଜାର ଟଙ୍କା ଫାଇନ୍‌

ପାନ କାର୍ଡକୁ ନେଇ ଆସିଲା ବଡ଼ ଖବର। ଯଦି ଆପଣଙ୍କ ପାନ କାର୍ଡ ଆଧାର କାର୍ଡ ସହ ଯୋଡ଼ି ହୋଇନାହିଁ ତେବେ ଏହା ଖୁବ ଶୀଘ୍ର ନିଷ୍କ୍ରିୟ ହୋଇଯିବ । ମାନେ ଏହାକୁ ଲିଙ୍କ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ୨୦୨୨ । ଯଦି ଆପଣ ଏହି ସମୟ ପୂର୍ବରୁ ଆଧାର ସହିତ ନିଜ ପାନ କାର୍ଡକୁ ଲିଙ୍କ…

ଲାଟେଷ୍ଟ ଫିଚର ସହିତ ଲଞ୍ଚ ହେଲା iPad Air, ରହିଛି ଆକର୍ଷଣୀୟ ଫିଚର

ବର୍ତ୍ତମାନ ଆପଲ କମ୍ପାନୀ ନୂଆ ନୂଆ ପ୍ରଡକ୍ଟ ମାର୍କେଟରେ ଲଞ୍ଚ କରୁଛି। ଆପଲ ତାର ନିଜର ଫୋନ୍ ଲଞ୍ଚ କରିବା ପରେ ଏହାର ଅନେକ ପ୍ରଡକ୍ଟ, ଯେମିତିକି ଆପଲ ଘଣ୍ଟା, ଆପଲ ସ୍ମାର୍ଟ୍ କ୍ୟାମେରା ଓ ଆପଲ ଆଇପ୍ୟାଡ ମଧ୍ୟ ଲଞ୍ଚ କରିଛି। ତେଣୁ ଗତକାଲି ଆପଲ ଏହାର ମେଗା ଇଭେଣ୍ଟରେ ଆଇପ୍ୟାଡ୍ ଏୟାର ଲଞ୍ଚ…

ୟୁଜରଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଲଞ୍ଚ ହେଲା Air telର ନୂଆ Wi Fi ପ୍ଲାନ ମିଳିବ 4G ଡାଟା ସମେତ ଫ୍ରି ଡୋଙ୍ଗଲ ସେବା

ନିକଟରେ ଭାରତୀ ଏୟାରଟେଲ ପକ୍ଷରୁ ଏକ ନୂଆ Wi Fi ପ୍ଲାନ ଲଞ୍ଚ କରାଯାଇଛି । ଯେଉଁଥିରେ ୧୦୦ GB ପର୍ଯ୍ୟନ୍ତ 4G ଇଣ୍ଟରନେଟ ଡାଟା ସହିତ ଏକ ମାଗଣା ଡୋଙ୍ଗଲ ସୁବିଧା ବି ମିଳିପାରୁଛି । ଯଦି ଆପଣ ଜାଣି ନାହାନ୍ତି ଯେ ଏୟାରଟେଲ ପକ୍ଷରୁ ଲଞ୍ଚ ହୋଇଥିବା ଏହି ସର୍ଭିସ ଟି କଣ ବୋଲି । ତେବେ ବ୍ୟସ୍ତ…

Apple ଲଞ୍ଚକଲା ସବୁଠାରୁ ଶସ୍ତା 5G IPhone, ଜାଣନ୍ତୁ କ’ଣ ରହିଛି ଫିଚର୍ସ ଓ ଦାମ୍

ଆପଲ କମ୍ପାନୀ ସବୁଠାରୁ ଶସ୍ତା ୫ଜି ଆଇଫୋନ୍ ଏସଇ ୨୦୨୨ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଆଇଫୋନ୍ 13 ପରି, ଏହା A15 ବାୟୋନିକ୍ ଚିପ୍ ଉପରେ କାମ କରିବ। ଆପଣ ଏହାକୁ ତିନୋଟି ରଙ୍ଗରେ କିଣି ପାରିବେ। ଜବରଦସ୍ତ ବ୍ୟାଟେରୀ ଓ ୪.୭-ଇଞ୍ଚ ଡିସପ୍ଲେ ସହିତ ଆସିଥାଏ, ଆପଣଙ୍କୁ ଏଥିରେ ସମସ୍ତ ନୂଆ ଫିଚର…

ନିଜ ଫୋନରେ ନିଶ୍ଚୟ ରଖନ୍ତୁ ଏହି ସରକାରୀ ଆପ୍‌, ଗୋଟିଏ ଆପରୁ ହିଁ ହୋଇଯିବ ସବୁ କାମ

ଭାରତରେ ଗତ କିଛି ବର୍ଷରେ ଘରୋଇ ଆପର ଟ୍ରେଣ୍ଡ ବଢ଼ିଛି। କୁ ଭଳି ସୋସିଆଲ ମିଡିଆ ଆପ୍ସ ଆସିଛି ତ ଟିକଟକ୍‌ ମୁକାବିଲାରେ ଅନେକ ପ୍ରକାର ସର୍ଟ ଭିଡିଓ ଆପ୍ସ ମଧ୍ୟ ଲଞ୍ଚ୍‌ ହୋଇଛି। ଆପଣ ମାନଙ୍କ ମଧ୍ୟରୁ ବହୁତ କମ୍‌ ଲୋକ ଅଛନ୍ତି ଯେଉଁମାନେ ଜାଣିଛନ୍ତି ଯେ ଭାରତ ସରକାରଙ୍କ ପାଖରେ ନିଜର ବି ଆପ୍‌…

ଏହି ୮ଟି ଉପାୟରେ ଆପଣ ନିଜ ସ୍ମାର୍ଟଫୋନର Wi-Fi ସ୍ପିଡ ବଢ଼ାନ୍ତୁ

ଅଧିକାଂଶ ସମୟରେ ଦେଖାଯାଏ, ଆମେ ବ୍ୟବହାର କରୁଥିବା ସ୍ମାର୍ଟଫୋନ ଗୁଡିକରେ ୱାଇ-ଫାଇ ସିଗ୍ନାଲ ଦୁର୍ବଳ ହୋଇଯାଉଛି । ଆଉ ଏଥିପାଇଁ ଆମେ କରୁଥିବା କାମ ବାରମ୍ବାର ବ୍ୟାଘାତ ଘଟୁଛି । ଆଉ ଇଣ୍ଟରନେଟ ପାଇଁ ୱାଇ-ଫାଇ ରାଉଟର ବ୍ୟବହାର କରିବା ବେଳେ ମଧ୍ୟ ହଠାତ ଇଣ୍ଟରନେଟ କନେକ୍ସନ କଟିଯାଉଛି । ଆଉ…