Browsing Category

ଟେକ୍

ଜାଣନ୍ତୁ ଶସ୍ତାରେ ମିଳୁଥିବା ଓୟାରଲେସ୍ ଇୟରବଡ୍, ଯେଉଁଥିରେ ଅଛି ଇନ୍-ବିଲ୍ଟ ମାଇକ୍ ଏବଂ ଅନେକ ଭଲ ଫିଚର୍

ଯୁଗ ବଦଳିବା ସହିତ ନିଚ ରୁଚିକୁ ବଦଳାଉଛନ୍ତି ଯୁବପିଢି। ଏମିତିକି ବିଭିନ୍ନ ପ୍ରକାର ଫୋନ୍ ଓ ଗ୍ୟାଜେଟ ଉପରେ ମଧ୍ୟ ସେମାନେ ରୁଚି ରଖୁଛନ୍ତି। ଏହି ସବୁ ଜିନିଷକୁ ଆହୁରି କେମିତି ଭଲ କରାଯାଇ ପାରିବ ତାହା ମଧ୍ୟ ଧ୍ୟାନ ରଖୁଛନ୍ତି। ପୁଣି ଉପଭୋକ୍ତାଙ୍କ ଇଚ୍ଛାକୁ ଦେଖି କମ୍ପାନୀମାନେ ମଧ୍ୟ ନୂଆ…

ଆଜି ଆପଲ୍ ର ମେଗା ଇଭେଣ୍ଟ, ଲଞ୍ଚ ହେବ ସବୁଠାରୁ ଶସ୍ତା ଆଇଫୋନ୍

ନୂଆ ନୂଆ ସ୍ମାର୍ଟ ଫୋନ୍ ବର୍ତ୍ତମାନ ଲଞ୍ଚ ହେଉଛି। କିନ୍ତୁ ଖାସ କରି ଅନେକ ଲୋକ ଆପଲ ଫୋନ୍ କିଣିବାକୁ ଚାହାଁନ୍ତି। ହେଲେ ଏହା ଅଧିକ ମହଙ୍ଗା ହୋଇଥିବାରୁ କିଣି ପାରନ୍ତି ନାହିଁ। କିନ୍ତୁ ଯେଉଁ ଉପଭୋକ୍ତା ଏବେ ଏହି ଆପଲ ଫୋନ୍ କିଣିବାକୁ ଚାହୁଁଛନ୍ତି। ସେମାନେ କିଣି ପାରିବେ। କାରଣ ଆଜି ଲଞ୍ଚ…

ହ୍ଵାଟସଆପ୍‌ ନ ଖୋଲି ବି ଏପରି ପଠାନ୍ତୁ ମେସେଜ, ଜାଣନ୍ତୁ ସହଜ ତରିକା

ଯଦି ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ବିଷୟରେ କଥା ଆସେ ତାହେଲେ ମନକୁ ପ୍ରଥମେ ହ୍ଵାଟସଆପ୍‌ କଥା ଆସେ। ହ୍ଵାଟସଆପ୍‌ ବି ନିଜର ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ଆଣିବାକୁ ଚେଷ୍ଟା ଚଳାଇଛି। ଆଉ ଏହାର ଜବରଦସ୍ତ ଫିଚର୍ସ ପାଇଁ ଏହାର ଲୋକପ୍ରିୟତା ବଢିଚାଲିଛି । କିନ୍ତୁ…

ପ୍ରଥମଥର ବେଷ୍ଟ ଡିଜାଇନ୍ ସହିତ ଭାରତରେ ସେଲ୍ ହେଲା POCO M4, ରହିଛି ଆକର୍ଷଣୀୟ ଫିଚର୍

ଭାରତୀୟ ମାର୍କେଟକୁ ଗତ ସପ୍ତାହରେ ଆସିଥିବା ନୂଆ ସ୍ମାର୍ଟ ଫୋନ୍ POCO M4 ପ୍ରଥମଥର ପାଇଁ ଆଜି ଏହାର ସେଲ କରିଛି ଭାରତୀୟ ମାର୍କେଟରେ। ଏହାର ମୂଲ୍ୟ ରହିଛି ୧୪,୯୯୯ ଟଙ୍କା। ଆଜି ମଧ୍ୟାହ୍ନ ୧୨ ଟାରେ ଫ୍ଲିପକାର୍ଟରୁ ଏହାର ସେଲ ଲାଗିସାରିଛି। ପୋକୋ M4 PRO ଆପଣ ଫ୍ଲିପକାର୍ଟରୁ କିଣିପାରିବେ।…

୩୦ ହଜାର ତଳେ ସର୍ବୋତ୍ତମ 5G ସ୍ମାର୍ଟଫୋନ୍, ରହିଛି ଫ୍ଲାଗସିପ୍ ଫିଚର୍

ଆଜିକାଲି ଲୋକମାନେ ସ୍ମାର୍ଟଫୋନ୍ ପାଇଁ ଏକ ଲକ୍ଷ ଟଙ୍କା ଖର୍ଚ୍ଚ କରିବାରେ ମଧ୍ୟ ପଛଘୁଞ୍ଚା ଦେଉ ନାହାଁନ୍ତି, କିନ୍ତୁ ସବୁ ଲୋକ ମଧ୍ୟ ଏପରି କରିପାରନ୍ତି ନାହିଁ। ବର୍ତ୍ତମାନ ଖାସ କରି ଫୋନ୍ କମ୍ପାନୀ ଗୁଡ଼ିକ ନୂଆ ନୂଆ ଡିଜାଇନ୍ ଫୋନ୍ ତିଆରି କରୁଛନ୍ତି । ସେଥିପାଇଁ ଫୋନ୍ ର ଭଲ ଫିଚର୍ ଦେଖି…

Whatsappରେ ଡିଲିଟ ହୋଇଯାଇଥିବା ମେସେଜକୁ ପୁଣି ଥରେ ପଢିପାରିବେ, ଜାଣନ୍ତୁ ଏହାର ଉପାୟ

ଦୁନିଆର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ବିଷୟରେ କହିବାକୁ ଗଲେ Whatsapp ନାମ ବୋଧହୁଏ ପ୍ରଥମେ ଆସିବ । ହ୍ୱାଟ୍ସଆପ ଅନେକ ସମୟରେ ନିଜର ଫିଚର୍ ବଦଲାଉଛି। ଯେଉଁଥିପାଇଁ ଲୋକପ୍ରିୟତା ବଢିଚାଲିଛି । ଯଦିଓ ଏହି ଆପରେ ସମସ୍ତ ପ୍ରକାରର ଫିଚର୍ସ ଉପଲବ୍ଧ, କିନ୍ତୁ ବେଳେବେଳେ ଏହା ଘଟେ ଯେ ଆପଣ…

ରୁଷରେ ଆଉ ପ୍ରଡକ୍ଟ ବିକ୍ରି କରିବନି Microsoft, ବାରମ୍ବାର ଆକ୍ରମଣ ପରେ ଲଗାଇଲା ବ୍ୟାନ

ଗୋଟେ ପଟରେ ରୁଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗି ରହିଥିବାବେଳେ ମାଇକ୍ରୋସଫଟ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । କମ୍ପାନୀ ନିଷ୍ପତ୍ତି ନେଇଛିକି ଏଣିକି ରୁଷରେ ଆଉ ନିଜ ପ୍ରସ୍ତୁତ ଜିନିଷ ଗୁଡିକୁ ବିକ୍ରି କରିବ ନାହିଁ । ମାସ୍କୋ ଉପରେ ରୁଷ ଆକ୍ରମଣ କରିବା ପରେ ମାଇକ୍ରୋସଫଟ…

୨୦୨୨ ରେ WhatsApp ରେ ଆସିବ ଦମଦାର ଫିଚର୍, ଦେଖିପାରିବେ ଇନଷ୍ଟାଗ୍ରାମ ରିଲ

ହ୍ୱାଟ୍ସଆପ ଅନେକ ସମୟରେ ନିଜର ଫିଚର୍ ବଦଲାଉଛି। ପୁଣି ହ୍ୱାଟ୍ସଆପ ହେଉଛି ଏମିତି ଏକ ଆପ୍ ଯାହାକୁ ବିଶ୍ୱର ଶତାଧିକ ଲୋକ ବ୍ୟବହାର କରନ୍ତି। ଏହା ସବୁଠାରୁ ଲୋକପ୍ରିୟ ଆପ୍ଲିକେସନ୍ ଭାବେ ଜଣାଯାଇଛି। ତେବେ ୨୦୨୨ ଅର୍ଥାତ୍ ଚଳିତ ବର୍ଷ ମଧ୍ୟ ଏହି ଆପ୍ ନିଜର ଅନେକ ଫିଚର୍ ପରିବର୍ତ୍ତନ କରିବା…

4GB ମେମୋରୀରେ ସେଭ ହେବ ଏବେ 128GB ଡାଟା, କେମିତି ଜାଣନ୍ତୁ..

ଆଜିକାଲି ଅନେକ ଲୋକ ନିଜ ସ୍ମାର୍ଟଫୋନର ମେମୋରିକୁ ନେଇ ବେଶି ଚିନ୍ତାରେ ରହୁଛନ୍ତି। ଯଦି ଆପଣ ବି ନିଜ ଫୋନ ମେମୋରୀକୁ ନେଇ ଚିନ୍ତାରେ ଅଛନ୍ତି ତେବେ ଆଉ ବେଶି କିଛି ଭାବନ୍ତୁ ନାହିଁ। ଆଜି ଆମେ ଆପଣଙ୍କ ପାଖକୁ ଏମିତି ଏକ ଟ୍ରିକ ନେଇ ଆସିଛୁ ଯାହାଦ୍ୱାରା ଆପଣ ନିଜ ଫୋନ ଷ୍ଟୋରେଜ ମାତ୍ରାକୁ…

ମାର୍କେଟରେ ଲଞ୍ଚ ହେଲା ମର୍ସିଡିଜର ନୂଆ କାର: ଜାଣନ୍ତୁ ମୂଲ୍ୟ ଓ ଦମଦାର ଫିଚର୍

ଭାରତରେ ବର୍ତ୍ତମାନ ଅଟୋମୋବାଇଲ ର କ୍ରେଜ୍ ବଢ଼ିଛି। ମର୍ସିଡିଜ୍ ବେଞ୍ଜ୍ ଇଣ୍ଡିଆରେ ଗୁରୁବାର ଦିନ ଏହାର ରୟାଲ ବ୍ରାଣ୍ଡ୍ ମର୍ସିଡିଜ୍ ମେବ୍ୟାକ S- କ୍ଲାସ୍ ଲଞ୍ଚ କରିଛି। ଏହି ଗାଡ଼ିର ଭଲ ଫିଚର୍ ଥିବା କମ୍ପାନୀ କହିଛି। ତେବେ ଏହାର ଭାରତରେ ପ୍ରାରମ୍ଭିକ ଏକ୍ସ୍ ଶୋରୁମ ମୂଲ୍ୟ ରହିଛି 2.5…

ଆପଣ ଭୁଲରେ ବି କାହାରିକୁ ନିଜର ପ୍ୟାନ କାର୍ଡ ଓ ଆଧାର କାର୍ଡ ଡିଟେଲସ କରନ୍ତୁ ନାହିଁ ସେୟାର, ହୋଇପାରେ ଜିଏସଟି ଚୋରି

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ପ୍ୟାନ କାର୍ଡ ଓ ଆଧାର କାର୍ଡର ବ୍ୟବହାର କରି କେତେକ ନକଲି କମ୍ପାନୀମାନଙ୍କ ଦ୍ୱାରା ଜିଏସଟି ଚୋରି କରାଯାଉଛି | ଏହା ସହିତ ଆଧାର ମାଧ୍ୟମରେ ଟ୍ରାଞ୍ଜାକ୍ସନରୁ ବି କିଛି ଉପଭୋକ୍ତାଙ୍କୁ ଠକିଛନ୍ତି ସାଇବର ଠକ | ଆଜିକାଲି ସମୟରେ ପ୍ୟାନ ଏବଂ ଆଧାର କାର୍ଡ ବିନା…

ୟୁଟ୍ୟୁବରୁ ଲକ୍ଷାଧିକ ଟଙ୍କା ରୋଜଗାର କରିବା ପାଇଁ ଫଲୋ କରନ୍ତୁ ଏହି ଷ୍ଟେପ, ଘରେ ବସି ପାଇବେ ଟଙ୍କା

ଯଦି ଆପଣ ଘରେ ବସି ଟଙ୍କା କମାଇବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଦେବ ଆପଣଙ୍କୁ ଜବରଦସ୍ତ ଫାଇଦା। ମାତ୍ର କେଇ ମିନିଟ୍‌ ରେ ଆପଣ ଲକ୍ଷାଧିକ ଟଙ୍କାରୁ ଅଧିକ ଟଙ୍କା ରୋଜଗାର କରିପାରିବେ। ସ୍ମାଟ ଭାବେ ଟଙ୍କା କମାଇବାକୁ ଏବେ ସମସ୍ତେ ଚାହୁଁଛନ୍ତି । ତେବେ ଏଥିପାଇଁ ଏବେ ଯେଉଁ ଉପାୟ ବାହାରିଛି…