Browsing Category

ଟେକ୍

ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ Samsung Galaxy A03, ରହିଛି ଖୁବ୍ କମ୍ ଦାମ୍

ସାମସଙ୍ଗ ସାକମ୍ପାନୀ ଏହାର ଏକ ନୂଆ ସ୍ମାର୍ଟ୍ ଫୋନ୍ ଭାରତୀୟ ମାର୍କେଟରେ ଖୁବ୍ ଶୀଘ୍ର ଲଞ୍ଚ କରିବାକୁ ଯାଉଛି। ସବୁଠୁ ବଡ଼ କଥା ହେଲା ଏହାର ବ୍ୟାଟେରୀ ପାୱାର ଭଲ ରହିଛି ଓ ଏହା ଅତି କମ୍ ଦାମରେ ଭାରତୀୟ ମାର୍କେଟରେ ଉପଲବ୍ଧ ହେବ। ତେବେ ସାମସଙ୍ଗ ଫୋନ୍ କିଣିବାକୁ ଚାହୁଁଥିବା ୟୁଜରମାନେ ଏହି…

ବସି ବସି ହିଁ କମାଇପାରିବେ ଲକ୍ଷ ଲକ୍ଷ ଟଙ୍କା, ବାସ୍‌ ତରିକା ଜାଣନ୍ତୁ

କିଛି ହିଁ ଦିନରେ ଇନଷ୍ଟାଗ୍ରାମ ବହୁତ ପପୁଲାର ହୋଇଗଲାଣି। ଫେସବୁକ ପରେ ଫଟୋ ସେୟାରିଙ୍ଗ ଆପ୍‌ କହିଲେ ଲୋକେ ଇନଷ୍ଟାଗ୍ରାମକୁ ବେଶି ଉପଯୋଗ କରୁଛନ୍ତି। କିନ୍ତୁ ଏବେ ଏହି ଆପ୍‌ କେବଳ ଫଟୋ ସେୟାରିଙ୍ଗ ହୋଇରହିନାହିଁ। ଲୋକମାନେ ଏହା ଜରିଆରେ ରୋଜଗାର ମଧ୍ୟ କରୁଛନ୍ତି। ଫ୍ୟାମିଲୀ ଏବଂ…

ଭୁଲ ଖୋଜିବା ପାଇଁ ଗୁଗଲ ଦେଲା ୬୫.୭୯କୋଟି, ଇନ୍ଦୋରର ଅମନ ପାଣ୍ଡେ ଆଗରେ….

ବର୍ଷ ୨୦୨୧ରେ ଗୁଗୁଲ ରିସଚର୍ସଙ୍କୁ ୮୭ଲକ୍ଷ ଡଲାର ପୁରସ୍କାର ଦେଇଚି । ଗୁଗଲ ବଗ୍ସ ଖୋଜିବା ଓ ରିପୋର୍ଟ କରିବାକୁ ନେଇ ରିସର୍ଚର୍ସଙ୍କୁ ପୁରସ୍କାର ଦେଇଛି । ଯଦିଓ ଏଥିରେ ଗୁଗଲ ଇନ୍ଦୋରର ଅମନ ପାଣ୍ଡେଙ୍କୁ ଖାସ କରି ମେନସନ କରିଛି । ଅମନ ପାଣ୍ଡେ ହେଉଛନ୍ତି ବଗ୍ସ ମିରରର ଫାଉଣ୍ଡର ଓ ସିଇଓ ।…

ଏମିତି କାର୍‌ ଚଲାଇ କମ୍‌ କରନ୍ତୁ ପେଟ୍ରୋଲ-ଡିଜେଲ ଖର୍ଚ୍ଚ, କାରର ମାଇଲେଜ୍‌ ବି ବଢ଼ାନ୍ତୁ

ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ ଆକାଶଛୁଆଁ। ଏମିତିରେ ଗାଡି ଚଲାଇବା ବହୁତ ମହଙ୍ଗା ହୋଇଯାଇଛି। ଲୋକେ ଏଣିକି ଗ୍ୟାରେଜରୁ ଗାଡି କାଢ଼ିବା ପୂର୍ବରୁ ଶହେ ଥର ଚିନ୍ତା କରୁଛନ୍ତି। କାହିଁକିନା ଏବେର ପେଟ୍ରୋଲ ଡିଜେଲ ଦର ଲୋକଙ୍କର ମୁଣ୍ଡବ୍ୟଥାର କାରଣ ସାଜିଛି। ଗାଡି ଚାଳକଙ୍କୁ ସବୁଠାରୁ ବେଶି…

ଭାରତୀୟ ମାର୍କେଟରେ ଲଞ୍ଚ ହେବ iQoo 9 ସିରିଜ୍, ମିଳିବ 120W ର ଫାଷ୍ଟ ଚାର୍ଜିଙ୍ଗ

ବର୍ତ୍ତମାନ ଭାରତୀୟ ମାର୍କେଟରେ ବିଭିନ୍ନ ପ୍ରକାରର ଫୋନ୍ ଲଞ୍ଚ ହେଉଛି। ଉପଭୋକ୍ତାଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଦମଦାର ଫିଚର୍ ଥିବା ଫୋନ୍ ସବୁ ମାର୍କେଟକୁ ଆଣୁଛି କମ୍ପାନୀ। ଏବେ ମଧ୍ୟ ଭଲ ଫିଚର୍ ଥିବା ଏକ ନୂଆ ଫୋନ iQoo 9 ସିରିଜ୍ ଭାରତୀୟ ମାର୍କେଟରେ ଲଞ୍ଚ ହେବାକୁ ଯାଉଛି। ଏହାର…

ଇନଫିନିକ୍ସ ଜିରୋ 5G ହେଲା ଲଞ୍ଚ, OnePlus Nord CE 2 5G ଭଳି ରହିଛି ଭଲ ଫିଚର

ଆଜି ଭାରତୀୟ ମାର୍କେଟରେ ଲଞ୍ଚ ହୋଇଛି ଦମଦାର ଫିଚର୍ ଥିବା ଆଉ ଏକ ନୂଆ ସ୍ମାର୍ଟଫୋନ୍ । ଇନଫିନିକ୍ସ ଜିରୋ 5G ସ୍ମାର୍ଟଫୋନ୍ ଆଜି ଭାରତରେ ଲଞ୍ଚ ହୋଇଛି। ତେବେ ଏହି ଫୋନ୍ ଯେହେତୁ ଆଜି ଲଞ୍ଚ ହୋଇଛି ଆପଣ ଯଦି ଫୋନ୍ କିଣିବାକୁ ଚାହୁଛନ୍ତି ଇନଫିନିକ୍ସ ଜିରୋ 5G କିଣିପାରିବେ। ଏହି ଫୋନର…

୨୦୨୨ର ପ୍ରଥମ ଡିଜିଟାଲ ଷ୍ଟ୍ରାଇକ୍‌, ବ୍ୟାନ୍‌ ହେଲା ୫୪ଟି ଚାଇନିଜ ଆପ୍‌

ଭାରତ ସରକାର ଆଉ ୫୪ଟି ଚାଇନିଜ ଆପ୍‌କୁ ବ୍ୟାନ କରିଛନ୍ତି। ତେବେ ବ୍ୟାନ୍ ହୋଇଥିବା ଆପ୍ ଗୁଡ଼ିକର ଅଫିସିଆଲ୍ ଲିଷ୍ଟ୍ ଜାରି ହୋଇନାହିଁ । କିନ୍ତୁ ବିଶେଷ ସୁତ୍ରରୁ ଏହି ଖବର ପ୍ରକାଶ ପାଇଛି । ୨୦୨୦ରେ ମୋଟ ୨୭୦ଟି ଚାଇନା ଆପ୍‌କୁ ବ୍ୟାନ୍ କରାଯାଇଥିଲା । ଆଉ ୨୦୨୨ରେ ଏହା ହେଉଛି ପ୍ରଥମ ଡିଜିଟାଲ୍…

ହଜିଯାଇଥିବା ପାନକାର୍ଡକୁ ଏବେ ଡାଉନଲୋଡ କରିବା ଖୁବ ସହଜ, ଜାଣନ୍ତୁ ଷ୍ଟେପ

ଆଧାରକାର୍ଡ ଭଳି ପାନକାର୍ଡ ମଧ୍ୟ ଜରୁରୀ ଡକ୍ୟୁମେଣ୍ଟ । ଏହାକୁ ଅନେକ ଜରୁରୀ କାମରେ ବ୍ୟବହାର କରାଯାଏ। ଯେତେବେଳେ ଆମେ ଚାକିରି ପାଇଁ କୌଣସି ବଡ଼ ଇନଷ୍ଟିୁଚ୍ୟୁଟକ ୁ ଯାଉଛୁ ସେତେବେଳେ ପାନକାର୍ଡର ଆବଶ୍ୟକ ପଡ଼ିଥାଏ। ଏହାସହ ଆକାଉଣ୍ଟ କ୍ରିଏଟ କରିବା ସମୟରେ ମଧ୍ୟ ଦରକାର ପଡ଼ିଥାଏ । ଏମିତିରେ…

୧୪ ହଜାରରୁ କମ୍ ଟଙ୍କାରେ କିଣନ୍ତୁ ନୂଆ iPhone, ଫ୍ଲିପକାର୍ଟ ଅଫର

iPhone, ସେ ପୁଣି ମାତ୍ର ୧୪,୦୦୦ରୁ କମ୍ ଟଙ୍କାରେ। ହୁଏତ ଆପଣ ବିଶ୍ୱାସ କରିବେନି ଯେପର୍ଯ୍ୟନ୍ତ ଆପଣ ଏହାକୁ ନ କିଣିଛନ୍ତି। ଫୋନ କମ୍ପାନୀ ଏବେ ଅଫର ଉପରେ ଅଫର ଦେଉଛନ୍ତି । ସେହିପରି ବର୍ତ୍ତମାନ ଫ୍ଲିପକାର୍ଟ, ଭିଭୋ ପରେ ଏବେ ଆଇଫୋନର ଆଣିଛି ଦମଦାର ଅଫର୍। iPhone ଲଭର୍ସଙ୍କ ପାଇଁ ଏହା ଏକ…

ଜବରଦସ୍ତ ଅଫର : iphone12 ଓ iphone 12 mini କିଣିବାର ଆଜି ହିଁ ରହିଛି ସୁବର୍ଣ୍ଣ ସୁଯୋଗ

ଯଦି ଆପଣ ଏକ ଶସ୍ତା ଆଇଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ ଆପଣଙ୍କ ପାଇଁ ପୁଣି ଥରେ ଏକ ସୁଯୋଗ ଆସିଛି । ଅନଲାଇନ୍ ସପିଂ ୱେବସାଇଟ୍ Flipkart Mobile Bonanzaରେ ବିକ୍ରି ଆରମ୍ଭ ହୋଇଛି । ଏହି ସେଲରେ ଅନେକ ପ୍ରିମିୟମ ସ୍ମାର୍ଟଫୋନ୍‌ର ଦାମ କମିଯାଇଛି। ଆଇଫୋନ୍‌ର ବି ଦାମ କମିଛି।…

ଗୁଗଲ କ୍ରୋମ ଦେଲା ୮ ଟି ନୂଆ ଫିଚର୍ସ , ୟୁଜରର୍ସମାନେ ୨୦୨୨ ରେ ଏହି ନୂଆ ଫିଚର ବ୍ୟବହାର କରିପାରିବେ

ଗୁଗୁଲ୍ କ୍ରୋମ୍ ସମଗ୍ର ବିଶ୍ୱରେ ସବୁଠାରୁ ଲୋକପ୍ରିୟ ୱେବ୍ ବ୍ରାଉଜର୍ ମଧ୍ୟରୁ ଅନ୍ୟତମ । ଏହା ନିୟମିତ ଭାବରେ ନୂତନ features ବା ବଶିଷ୍ଟ୍ୟ ଏବଂ ବଗ୍ ଫିକ୍ସ ବାହାର କରିଥାଏ । ଏହି ବ features ବା ବଶିଷ୍ଟ୍ୟଗୁଡିକ ମଧ୍ୟରୁ ଅଳ୍ପ କିଛି ଜନସାଧାରଣଙ୍କ ପାଇଁ ଉପଲବ୍ଧ ହୋଇଥିଲେ ହେଁ ଅନେକ…

ଆଧାର ନିୟମ ଭଙ୍ଗକୁ ନେଇ ଲାଗୁ ହେଲା ନୂଆ ନିୟମ, କୋଟିଏ ଟଙ୍କାର ଫାଇନ ସହ ଭୋଗିବେ ୩ବର୍ଷ ଜେଲ ଦଣ୍ଡ

ଆଧାରକାର୍ଡ ହେଉଛି ଦେଶର ସବୁଠୁ ପ୍ରମୁଖ ଦସ୍ତାବିଜ। ଯାହା ଏବେ ସବୁ ଲୋକଙ୍କର ପରିଚୟ ପତ୍ର ରୂପେ ବ୍ୟବହାର ହେଉଛି। ତେବେ ଏଥିରେ ଲୋକଙ୍କର ସମସ୍ତ ଜରୁରୀ ସୂଚନା ରହିଥାଏ। ଦିଆଯାଇଥିବା ମୋବାଇଲ ନମ୍ବର ଦ୍ୱାରା ଏହି ସମସ୍ତ ସୂଚନାକୁ ଲିଙ୍କ କରାଯାଇଥାଏ। ତେବେ ଏସବୁ ଡକ୍ୟୁମେଣ୍ଟ ଯେତେ ଦରକାରୀ…