୧୩ ହଜାର ଟଙ୍କାରୁ କମ୍ ଦାମ୍ ରେ ମାର୍କେଟରେ ଲଞ୍ଚ ହେଲା Vivo Y21e, ଜାଣନ୍ତୁ ରହିଛି ଦମଦାର ଫିଚର୍
ଏବେ ଫୋନ୍ କମ୍ପାନୀ ସବୁ, ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ବିଭିନ୍ନ ଉପାୟ କରୁଛନ୍ତି । ସବୁବେଳେ ଅପଡେଟ୍ ଭର୍ସନ ବାହାର କରିବା ସହ ଡିଜାଇନ୍ରୁ ଆରମ୍ଭ କରି ଫିଚର୍ସ ଉପରେ ଗୁରୁତ୍ୱ ଦେଉଛନ୍ତି । ତେଣୁ କହିବାକୁ ଗଲେ ମୋବାଇଲ ନିର୍ମାତାମାନେ ନିଜ ଭିତରେ ପ୍ରତିଯୋଗିତା ଚଳାଇଛନ୍ତି…