Browsing Category

ଟେକ୍

Google ର ବଡ଼ ଘୋଷଣା: ଆଗକୁ ବଦଳିଯିବ Gmail, ଏମିତି ଆସିବ ନଜର

Gmailର ଏକ ନୂଆ ଡିଜାଇନ୍‌କୁ ମାର୍କେଟକୁ ଆଣିବାକୁ ଯାଉଛି Google। Gmail ର ଏହି ନୂଆ ଡିଜାଇନ୍‌ Google Workspace ଯୋଜନାର ଏକ ଅଂଶ। ନୂଆ ଡିଜାଇନ୍‌ ଆସିବା ପରେ Gmail ବ୍ୟବହାରକାରୀଙ୍କୁ Google chat, Meet ଓ space ଗୋଟେ ଜାଗାରେ ମିଳିବ। ନୂଆ Gmail ଆକାଉଣ୍ଟରେ…

ଖୁସି ଖବର! ହ୍ଵାଟ୍ସ ଆପ୍‌ରେ ଏବେ ୨ ଦିନ ପରେ ବି ଡିଲିଟ୍‌ କରିପାରିବେ ପଠାଇଥିବା ମେସେଜ୍‌

ବର୍ତ୍ତମାନ ହ୍ଵାଟ୍ସଆପ୍‌ ଏକ ଲୋକପ୍ରିୟ ଆପ୍‌ ଭାବେ ଲୋକଙ୍କ ମଧ୍ୟରେ ବେଶ୍‌ ଆଦୃତି ଲାଭ କରିଛି। ଏବେ ପାଖାପାଖି ୯୦ ପ୍ରତିଶତ ଲୋକ ହ୍ଵାଟ୍ସ ଆପ୍‌ ବ୍ୟବହାର କରୁଛନ୍ତି। ୟୁଜର୍ସଙ୍କୁ ଆକର୍ଷିତ କରିବା ପାଇଁ ହ୍ଵାଟ୍ସଆପ୍‌ ସବୁବେଳେ ନୂଆ ନୂଆ ଅପ୍‌ଡେଟ୍‌ ନେଇ ଆସୁଛି। ତେବେ ୟୁଜର୍ସଙ୍କ ପାଇଁ…

ହାର୍ଟ ରେଟ୍ ସେନ୍ସର ସହିତ ଆସୁଛି ନୂଆ ଫୋନ୍ Realme 9 Pro+! ମିଳିବ ୫୦ ମେଗାପିକ୍ସଲ କ୍ୟାମେରା ଓ 6GB ର‍୍ୟାମ୍;…

Realme 9 Pro+ ହାର୍ଟ ରେଟ୍ ସେନ୍ସର ସହିତ ଆସୁଥିବା କମ୍ପାନୀର ପ୍ରଥମ ସ୍ମାର୍ଟଫୋନ୍ ହେବ। ରିୟଲ୍‌ମି ଇଣ୍ଡିଆର ସିଇଓ ମାଧବ ଶେଠ ଟ୍ୱିଟରରେ ଘୋଷଣା କରିଛନ୍ତି କି, ଆଗାମୀ Realme 9 Pro ସିରିଜ୍ ଫୋନର ସ୍କ୍ରିନରେ ଅପ୍ଟିକାଲ୍ ସେନ୍ସର ମିଳିବ, ଯାହା ହାର୍ଟ ରେଟ୍ ପ୍ୟାଟର୍ନକୁ ମାପିବ। ମାଧବ…

boAt ଲଞ୍ଚ କଲା ଗେମିଂ ହେଡଫୋନ Immortal 700, ଜାଣନ୍ତୁ କ’ଣ ରହିଛି ଦାମ୍‌ ଏବଂ ଫିଚର୍ସ

ଭାରତୀୟ ବଜାରର ଦିନକୁ ଦିନ ନୂଆ ନୂଆ ହେଡଫୋନ ଲଞ୍ଚ ହେଉଛି। ଆଉ ଆଜିର ଯୁବପିଢିଙ୍କ ମଧ୍ୟରେ ଏହାର ଚାହିଦା ମଧ୍ୟ ବଢିବାକୁ ଲାଗିଛି। ଜଣାଶୁଣା କମ୍ପାନୀ ବୋଟ୍‌ ଏକ ନୂଆ ଗେମିଂ ହେଡଫୋନ ଲଞ୍ଚ କରିଛି। boAt ପକ୍ଷରୁ Immortal ଗେମିଂ ସଡିଓ ସିରିଜରେ ଏକ ନୂଆ ଗେମିଂ ହେଡଫୋନ ଲଞ୍ଚ କରିଛି। ଯାହାର…

Google ଆପଣଙ୍କ ବିଷୟରେ କ’ଣ କ’ଣ ଜାଣିଛି? ଏହା ଜାଣିବା ପାଇଁ ଆପଣ ଏହି ଟିପ୍ସ ଫଲୋ କରି ପାରିବେ…

ଆଜିକା ସମୟରେ ଗୁଗଲ୍‌ର ଆବଶ୍ୟକତା ଏତେ ବଢ଼ି ଯାଇଛି ଯେ ଏହା ବିନା କୌଣସି କାର୍ଯ୍ୟ କଳ୍ପନା ସୁଦ୍ଧା କରାଯାଇ ପାରିବ ନାହିଁ। ସେ ବ୍ୟକ୍ତିଗତ କାର୍ଯ୍ୟ ହେଉ କି ଅଫିସ୍ କାର୍ଯ୍ୟ, ସବୁ ଜାଗାରେ ଗୁଗଲ ଦରକାର ପଡ଼ିଥାଏ। ଏହା ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇ ଗଲାଣି। ଏହା ଆମକୁ ବିଭିନ୍ନ…

Airtel ଆଣିଲା ଶସ୍ତା ପ୍ଲାନ! ମାତ୍ର ୫୮ ଟଙ୍କାରେ ପାଆନ୍ତୁ ୩ ଜିବି ଡାଟା ସହିତ କଲ୍ ର ସୁବିଧା

ଯଦି ଆପଣ ଏୟାରଟେଲର ଗ୍ରାହକ ଅଟନ୍ତି ଏବଂ କମ୍ପାନୀର ଶସ୍ତା ରିଚାର୍ଜ ପ୍ଲାନ ଖୋଜୁଛନ୍ତି, ତେବେ ଆପଣଙ୍କ ପାଇଁ ଖୁସି ଖବର । ଆଜି ଆମେ ଆପଣଙ୍କୁ ୨୦୨୨ବର୍ଷ ପାଇଁ ଏୟାରଟେଲର ଶସ୍ତା ରିଚାର୍ଜ ପ୍ଲାନ ବିଷୟରେ କହିବାକୁ ଯାଉଛୁ । ଏୟାରଟେଲର ସବୁଠାରୁ ଶସ୍ତା ପ୍ଲାନ ୫୮ ଟଙ୍କା ମୂଲ୍ୟର ଡାଟା ଭାଉଚର…

କ୍ୟୁଆର କୋଡରେ ପେମେଣ୍ଟ କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ୍‌ !

ଆଜିର ଡିଜିଟାଲ ଦୁନିଆରେ ଆମର ସବୁ କିଛି କାମ ଅନଲାଇନରେ ହେଇଯାଉଛି। ଆଜିର ସମୟରେ ଲୋକ ନିଜ ପକେଟରେ ଆଉ କ୍ୟାସ୍‌ ରଖିବାକୁ ପସନ୍ଦ କରୁନାହାଁନ୍ତି। ଆମେ ତ କହିବା ପକେଟରେ ଟଙ୍କା ରଖିବା ଏକଦମ୍‌ ବନ୍ଦ ହିଁ କରିଦେଲେଣି। କାହିଁକିନା ଏବେ ସପିଙ୍ଗ୍‌ ଠାରୁ ନେଇ ଖାଇବା ପିଇବା ସେଲୋନରେ ଚୁଟି…

ମାର୍କେଟରେ ଖୁବ୍ ଶୀଘ୍ର ଲଞ୍ଚ ହେବ Jio ର ପ୍ରଥମ ସ୍ମାର୍ଟଫୋନ୍, ୯ ହଜାର ଟଙ୍କା ଫୋନରେ ରହିଛି ଦମଦାର ଫିଚର୍

ମାର୍କେଟରେ ଭଲ ଫିଚର୍ ସହିତ ଲଞ୍ଚ ହେବାକୁ ଯାଉଛି ଜିଓର 5G ଆଣ୍ଡ୍ରଏଡ ସ୍ମାର୍ଟ ଫୋନ୍। ଯାହାର ମୂଲ୍ୟ ରହିଛି ୯୦୦୦ ଟଙ୍କା। ତେବେ ଆପଣ ଯଦି ଜିଓ ଫୋନ୍ ବ୍ୟବହାର କରିବାକୁ ପସନ୍ଦ କରୁଛନ୍ତି ତେବେ ଆପଣ ଏହି ଫୋନ୍ କିଣିପାରିବେ କାରଣ ଏହାର ଦମଦାର ଫିଚର୍ ରହିଛି। ଏହା ମାର୍କେଟରେ 5G କଷ୍ଟମ୍…

ହ୍ୱାଟ୍ସଆପ୍‌ ୟୁଜର୍ସଙ୍କ ଚିନ୍ତା ବଢ଼ାଇପାରେ ଗୁଗୁଲ୍‌, କରିବାକୁ ଯାଉଛି ବଡ଼ ପରିବର୍ତ୍ତନ

ହ୍ୱାଟ୍ସଆପ ୟୁଜର୍ସଙ୍କର ଟେନସନ୍‌ ବଢ଼ାଇବାକୁ ଯାଉଛି ଗୁଗୁଲ୍‌ । ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗୁଗଲ ଆଗାମୀ ଦିନରେ ହ୍ୱାଟ୍ସଆପ ଚାଟ୍ ବ୍ୟାକଅପ୍ ପାଇଁ ଉପଲବ୍ଧ ଫ୍ରୀ ଷ୍ଟୋରେଜକୁ ବନ୍ଦ କରିପାରେ। WABetaInfo ଅନୁଯାୟୀ, ହ୍ୱାଟ୍ସଆପ ଚାଟ୍ ଷ୍ଟୋର କରିବା ପାଇଁ ଉପଲବ୍ଧ ମାଗଣା ଅସୀମିତ…

ପ୍ରତୀକ୍ଷାର ଅନ୍ତ! ଚଳିତ ବର୍ଷରୁ ଆରମ୍ଭ ହେବ 5G ସେବା ଓ ସ୍ପେକ୍ଟ୍ରମ ନିଲାମୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚଳିତ ବର୍ଷର କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଛନ୍ତି। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଆଯାଇଛି। ଟେଲିକମ୍ ଏବଂ ଡିଜିଟାଲ୍ ଦୁନିଆ ସହ ଜଡିତ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହାକି ଦେଶରେ 5G ସେବା ସମ୍ବନ୍ଧୀୟ ରହିଛି।…

ସାଧାରଣ ଜନତାଙ୍କୁ ବଡ଼ ଉପହାର: ୮୦ ଲକ୍ଷ ପରିବାକୁ ମିଳିବ ଶସ୍ତା ଘର

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ ଲୋକସଭାରେ ଉପସ୍ଥାପନ କରିଛନ୍ତି। ୨୦୨୨-୨୩ରେ ୮୦ ଲକ୍ଷ ପରିବାରଙ୍କୁ ଶସ୍ତା ଘର ମିଳିବ। ସରକାର Affordable Household Scheme ପାଇଁ ହିତାଧିକାରୀମାନଙ୍କୁ ଚିହ୍ନଟ କରିବେ ବୋଲି ଅର୍ଥମନ୍ତ୍ରୀ ଘୋଷଣା…

ଇ-ଯାନ କିଣିଲେ ଗାଡ଼ି ପଞ୍ଜିକରଣ ଫି ଓ ଟିକସ ଛାଡ଼ କଲେ ରାଜ୍ୟ ସରକାର, ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ…

ଭୁବନେଶ୍ବର(କେନ୍ଯୁଜ୍): ଇ-ଯାନ କିଣିଲେ ଗାଡ଼ି ପଞ୍ଜିକରଣ ଫି ଓ ଟିକସ ଛାଡ଼। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଦୁଇ ଚକିଆ ଇ-ଯାନ କିଣିଲେ ୧୫% ରିହାତି ଅବା ସର୍ବାଧିକ ୫ହଜାର ଟଙ୍କା ମିଳିବ। ତିନି ଚକିଆ ଗାଡ଼ି କିଣିଲେ ମିଳିବ ୧୫% ଅବା ସର୍ବାଧିକ…