Samsung Galaxy: ସେପ୍ଟେମ୍ବରରୁ ମିଳିବ Samsung Galaxy S26 FE ସ୍ମାର୍ଟଫୋନ, ଫିଚର୍ସ ରହିବ ଦମଦାର
Samsung Galaxy S26 FE କୁ S26 ସିରିଜର ଏକ ନୂତନ ଫ୍ୟାନ୍ ଏଡିସନ୍ ମଡେଲ୍ ଭାବରେ ପ୍ରଚଳନ କରାଯାଇଛି । ଦକ୍ଷିଣ କୋରିଆନ୍ କମ୍ପାନୀ ବିଶ୍ୱ ସ୍ତରରେ Samsung Galaxy S26 ସିରିଜର ସବୁଠାରୁ ଶସ୍ତା ଫୋନ୍ ଲଞ୍ଚ କରିଛି। ଏହି ଫ୍ଲାଗସିପ୍ ଫୋନ୍ ଚଳିତ ବର୍ଷ ଆରମ୍ଭରେ ଲଞ୍ଚ ହୋଇଥିବା Galaxy…