Browsing Category

ଟେକ୍

ନୂଆ କଲରରେ ନଜର ଆସିବ Whatsapp, ମିଳିବ ଏହିସବୁ ପରିବର୍ତ୍ତନ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ବାଟସଆପ୍ ଜଲଦି ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ। କମ୍ପାନୀ ନିଜର ଆଣ୍ଡ୍ରଏଡ ୟୁଜର୍ସଙ୍କ ପାଇଁ ହ୍ବାଟସଆପର ନୂଆ କଲର ଆଣିପାରେ। ଏହି କଲର ଆଗରୁ ଥିବା କଲର ଠାରୁ ଅଳ୍ପ ବ୍ରାଇଟ୍ ରହିଛି। ଏହା କେବଳ ବିଟା ୟୁଜର୍ସଙ୍କ ପାଇଁ ଉପଲବ୍ଧ ରହିଛି। କିଛିଦିନରେ ହ୍ବାଟସଆପର…

ଫୋନ ବ୍ୟାଟେରୀର ଜାଣନ୍ତୁ ଷ୍ଟାମିନା ସେଟିଂ, ଚାର୍ଜିଂ ସମସ୍ୟା ହେବ ଦୂର

ସ୍ମାର୍ଟଫୋନରେ ସମସ୍ତ ଜରୁରୀ ଫିଚର୍ସ ମାନଙ୍କ ମଧ୍ୟରୁ ଗୋଟିଏ ହେଉଛି ବ୍ୟାଟେରୀ କାପାସିଟି । ବ୍ୟାଟେରୀ କାପାସିଟିରୁ ଜଣାପଡେ ଯେ, ସ୍ମାର୍ଟଫୋନ ପୁରାଦିନରେ କେତେ ମାତ୍ରାରେ ଆପଣଙ୍କ ସାଥ୍ ଦେବ । ଯଦି ଆପଣଙ୍କ ବ୍ୟାଟେରୀ କାପାସିଟି କମ ରହିଛି , ଏହି ସମସ୍ୟା ପାଇଁ ଆପଣ ବାରମ୍ବାର ଫୋନ ଚାର୍ଜ…

ସେପ୍ଟେମ୍ବରରେ ଲଞ୍ଚ ହେବାକୁ ଯାଉଛି iphone 13, ଜାଣନ୍ତୁ କଣ ରହିଛି ଏହାର ସ୍ପେସିଫିକେସନ

ଆଇଫୋନ୍ 13 ସିରିଜ୍ ସେପ୍ଟେମ୍ବର ୧୪ ରେ ଲଞ୍ଚ ହେବାକୁ ଯାଉଛି । ଆଇଫୋନ୍ 13 ସିରିଜରେ ୪ ଟି ସ୍ମାର୍ଟଫୋନ୍ ମଡେଲ୍ ଯେପରିକି ଆଇଫୋନ୍ 13, ଆଇଫୋନ୍ 13 ପ୍ରୋ, ଆଇଫୋନ୍ 13 ମ୍ୟାକ୍ସ ଏବଂ ଆଇଫୋନ୍ 13 ମ୍ୟାକ୍ସ ଅଲଟ୍ରା ଲଞ୍ଚ କରାଯିବ ବୋଲି ଖବର ମିଳୁଛି । ଆଇଫୋନ୍ 13 ସିରିଜ୍ ସ୍ମାର୍ଟଫୋନର…

ଏବେ ଘରେ ବସି ଜାଣିପାରିବେ ଆପଣଙ୍କ ଆଧାର କାର୍ଡ ସହିତ କେତୋଟି SIM CARD ଜାରି ହୋଇଛି, ଜାଣନ୍ତୁ ଏହାର ଉପାୟ

ଆପଣ ଜାଣନ୍ତି କି ବର୍ତ୍ତମାନ ଆପଣଙ୍କର ଆଧାର କାର୍ଡରେ ପଞ୍ଜିକୃତ ସମସ୍ତ ମୋବାଇଲ୍ ନମ୍ବର ଯାଞ୍ଚ କରିପାରିବେ? ଆପଣବି ଟେଲିକମ୍ ବିଭାଗର ନୂତନ ୱେବସାଇଟ୍ (DOT) ରୁ ଆପଣ ଏହି ଫୋନ୍ ନମ୍ବର ଗୁଡ଼ିକୁ ଯାଞ୍ଚ କରିପାରିବେ । ଡିଓଟି ନିକଟରେ ଏକ ପୋର୍ଟାଲ୍ ଲଞ୍ଚ କରିଛି । ଯାହାର ନାମ ହେଉଛି…

ହ୍ଵାଟ୍ସଆପ୍‌ର ନୂଆ ଭର୍ସନ ଲୋଡ୍‌ କରୁଥିଲେ ସାବଧାନ! ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଯାଉଥିବା ଅଭିଯୋଗ

ବର୍ତ୍ତମାନ ଲୋକଙ୍କ କାମକୁ ଆହୁରି ସହଜ କରି ଦେଇଛି ହ୍ଵାଟ୍ସ ଆପ୍‌। ପୂର୍ବରୁ କାହାକୁ କିଛି କହିବାକୁ ହେଲେ କଲ କରିବାକୁ ପଡ଼ୁଥିଲା କିମ୍ବା ମେସେଜ୍‌ କଲେ ତା’ ପାଇଁ ଅଧିକ ଟଙ୍କା ଦେବାକୁ ପଡ଼ିଥିଲା। କିନ୍ତୁ ହ୍ଵାଟ୍ସ ଆପ୍‌ରେ ମେସେଜ୍‌ ପଠାଇବା ହେଉ କି କଲ କରିବା, ସବୁ କିଛି ମାଗଣାରେ ସମ୍ଭବ…

ଏବେ Google Maps କହିବ ରାସ୍ତାରେ ଯିବା ବେଳେ କେତେ ଦେବାକୁ ହେବ ଟୋଲ୍‌ ଟ୍ୟାକ୍ସ

ଗୁଗଲ ମ୍ୟାପ୍‌ ଏବେ ଏକ ଗରୁତ୍ୱପୂର୍ଣ୍ଣ ଫିଚର ପାଲଟିଯାଇଛି। ଏଣୁ ୟୁଜର୍ସଙ୍କ ମଧ୍ୟରେ ଏହା ଖୁବ୍‌ ଲୋକପ୍ରିୟ। ଗୁଗଲ ମ୍ୟାପ୍‌ ସାହାଯ୍ୟରେ ରାସ୍ତା ଜାଣିବା ସହଜ ହୋଇଥିବା ବେଳେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ କେତେ ସମୟ ଲାଗିବ ତାହା ବି ଆରାମରେ ଜାଣି ହେଉଛି। ତେବେ ୟୁଜର୍ସଙ୍କ ସୁବିଧାକୁ…

ଗୁଗଲ ଆଣୁଛି PiP ଫିଚର, Youtube ରେ ଭିଡିଓ ଚଲାଇବା ବେଳେ ମଧ୍ୟ ବ୍ଯବହାର କରିପାରିବେ ଅନ୍ଯ ଆପ୍

ଗୁଗଲ ପୁଣି ଏକ ନୂଆ ଫିଚରରେ କାମ କରୁଛି, ଯାହା ନାମ PiP “Picture in Picture”। ଆଇଓଏସ ୟୁଜର୍ସ ପାଇଁ ଆସୁଥିବା ଏହି ଫିଚର ସାହାଯ୍ଯରେ ୟୁଟ୍ଯୁବ ଆପ୍ ପ୍ରିମିଅମ ସବସ୍କ୍ରାଇବର୍ସ ମୋବାଇଲରେ ଅନ୍ଯ ଆପ୍ ବ୍ଯବହାର କରିବା ସମୟରେ ମଧ୍ୟ ଭିଡିଓ ଦେଖିପାରିବେ। ଏହି ଫିଚର କେବଳ ୟୁଟ୍ଯୁବ…

୩୧ ଅଗଷ୍ଟରୁ ଭାରତରେ ବିକ୍ରି ହେବ Nothing Ear 1 ଇଅରବଡ୍ସ, ଜାଣନ୍ତୁ କ’ଣ ରହିବ ନୂଆ ଫିଚର୍ସ

Nothing Ear 1 ଟ୍ରୁ ୱେୟାରଲେସ ଷ୍ଟିରିଓ ଇଅରଫୋନକୁ ଭାରତୀୟ ବଜାରରେ ଲଞ୍ଚ କରିଥିଲା। ଏବେ ଏହା ୩୧ ଅଗଷ୍ଟରୁ ଯୁଜର୍ସଙ୍କ ପାଇଁ ବଜାରରେ ବିକ୍ରି ହେବା ଉପଲବ୍ଧ ହେବ। କମ୍ପାନୀ ମୁତାବକ, ଏହା ଇ- କର୍ମସ ସାଇଟ୍ ଫ୍ଲିପକାର୍ଟରେ ସେଲ ହେବ। Nothing କମ୍ପାନୀ ବ୍ରିଟେନ ଷ୍ଟାଟଅପ୍ କମ୍ପାନୀ।…

୩୦ ଅଗଷ୍ଟରୁ ବନ୍ଦ ହୋଇଯିବ ଇନଷ୍ଟାଗ୍ରାମର ସ୍ୱାଇପ୍ ଅପ୍ ଫିଚର, ବଦଳରେ ମିଳିବ ନୂଆ ସୁବିଧା

ଇନଷ୍ଟାଗ୍ରାମ ଖୁବ୍ ଶୀଘ୍ର ଏକ ନୂଆ ଫିଚର ଆଣିବାକୁ ଯାଉଛି । ଯଦି ଆପଣ ଇନଷ୍ଟାଗ୍ରାମ ୟୁଜ୍ କରନ୍ତି ତେବେ ଆପଣ ସ୍ୱାଇପ୍ ଅପ୍ ଫିଚର୍ ବ୍ୟବହାର କରୁଥିଲେ । ଏହି ଫିଚର ଇନଷ୍ଟାଗ୍ରାମ ଷ୍ଟୋରିଜରେ ଦେଖିବାକୁ ମିଳିଥାଏ ଯେଉଁଠି ଆପଣ ସ୍ୱାଇପ୍ ଅପ୍ କରି ଷ୍ଟୋରୀରେ ଦିଆଯାଇଥିବା ଲିଙ୍କକୁ ଯାଇଥାନ୍ତି…

Samsung ଲଞ୍ଚ୍‌ କରିବାକୁ ଯାଉଛି Monster 5G ସ୍ମାର୍ଟଫୋନ, କମ୍‌ ଦାମ୍‌ରେ ମିଳିବ ଦମଦାର ବ୍ୟାଟେରୀ ଓ ଧାଂସୁ…

Samsung ସେପ୍ଟେମ୍ବରରେ Galaxy M52 5G ଏବଂ Galaxy F42 5Gକୁ ଭାରତରେ ଲଞ୍ଚ୍‌ କରିବାକୁ ଯାଉଛି। କିନ୍ତୁ ଏହା ପୂର୍ବରୁ କମ୍ପାନୀ Galaxy M32 5G ସ୍ମାର୍ଟଫୋନ ଲଞ୍ଚ୍‌ କରିବ। କମ୍ପାନୀ ଏହି ହ୍ୟାଣ୍ଡସେଟ୍‌ର ସମସ୍ତ ପ୍ରମୁଖ ଫିଚର୍ସର ଖୁଲାସା Amazon Indiaରେ ପୂର୍ବରୁ ହିଁ କରି…

ସେପ୍ଟେମ୍ବର ୧୦ରେ ବଜାରକୁ ଆସିବ JioPhone Next ଫୋନ, ଦାମ୍ ମାତ୍ର ୩,୪୯୯ !

JioPhone Nextର ଲଞ୍ଚକୁ ନେଇ ବହୁ ଦିନର ଅପେକ୍ଷା କରିଥିଲେ ୟୁଜର୍ସ। ଏବେ ୟୁଜର୍ସଙ୍କ ପ୍ରତୀକ୍ଷାର ଅନ୍ତ ଘଟିଛି। JioPhone Next ଫୋନ ଆସନ୍ତା ସେପ୍ଟେମ୍ବର ୧୦ ତାରିଖରେ ଲଞ୍ଚ ହେବାକୁ ଯାଉଛି। ଯାହାର ଘୋଷଣା ଜୁନ୍ ମାସରେ ୪୪ତମ ରିଲାଏନ୍ସ AGMରେ କରାଯାଇଥିଲା । AGMରେ କମ୍ପାନୀ ଫୋନର…

କୋଭିଡ଼ ଟିକା ନେବା ହେଲା ଆହୁରି ସହଜ: ମାତ୍ର କେଇ ମିନିଟରେ ହ୍ଵାଟସଆପ୍‌ରେ ଏମିତି କରନ୍ତୁ ସ୍ଲଟ ବୁକିଂ

ନୂଆଦିଲ୍ଲୀ(କେନ୍ଯୁଜ୍): କୋଭିଡ଼ ଟିକା ନେବା ପାଇଁ ଆହୁରି ସହଜ ହେଲା ସ୍ଲଟ୍‌ ବୁକିଂ। କେଇ ମିନିଟରେ ନିଜ ମୋବାଇଲ ହ୍ଵାଟସଆପ୍‌ରେ ସ୍ଲଟ ବୁକିଂ କରିହେବ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ। ଏଥିପାଇଁ ପ୍ରଥମେ ଆପଣଙ୍କ ମୋବାଇଲରେ ସେଭ୍‌ କରନ୍ତୁ…