Browsing Category

ଟେକ୍

ତାଲିବାନକୁ ବ୍ୟାନ୍‌ କଲା ଫେସ୍‌ବୁକ୍‌, କେହି କିଛି ବି ପୋଷ୍ଟ କଲେ ତୁରନ୍ତ ହେବ ଆକ୍ସନ୍‌

ଆଫଗାନିସ୍ତାନକୁ ନିଜ କବ୍‌ଜାକୁ ନେବା ପରେ ହାତ ଗଣତି କିଛି ଦେଶକୁ ଛାଡ଼ି ଦେଲେ ଏବେ ସବୁ ଦେଶ ତାଲିବାନ୍‌କୁ ବ୍ୟାନ୍‌ କରୁଥିବା ଦେଖାଯାଇଛି। ତେବେ କେବଳ ଦେଶ ନୁହେଁ, ଏବେ ସୋସିଆଲ ମିଡିଆ ସାଇଟ୍‌ ବି ତାଲିବାନ୍‌କୁ ନିଷିଦ୍ଧ କରିଛନ୍ତି। ଲୋକପ୍ରିୟ ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌…

୧୩୦ ଟଙ୍କାରେ ପାଇବେ ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନର ଦମଦାର ପ୍ଲାନ୍, ଜାଣନ୍ତୁ କଣ ରହିଛି ଏହାର ସୁବିଧା

ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କ ପାଇଁ ଗୋଟିଏ ପରେ ଗୋଟେ ଦମଦାର ପ୍ଲାନ୍ ଆଣୁଛନ୍ତି । ଗ୍ରାହକ ନିଜ ଆବଶ୍ୟକତା ଅନୁସାରେ ବଡ ବା ଛୋଟ ରିଚାର୍ଜ କରିଥାନ୍ତି । ରିଲାଏନ୍ସ ଜିଓ, ଏୟାରଟେଲ୍ ଓ ଭୋଡାଫୋନ୍-ଆଇଡିଆ ଭଳି ଟେଲିକମ୍ କମ୍ପାନୀମାନେ ନିଜ ଗ୍ରାହକଙ୍କ ପାଇଁ ଶସ୍ତା ପ୍ଲାନ୍ ଯୋଗାଇ…

ଏବେ ହ୍ଵାଟସଅପ୍‌ ଚାଟକୁ ଆଇଫୋନରୁ ଆଣ୍ଡ୍ରଏଡକୁ ଟ୍ରାନ୍ସଫର କରିବା ହେଲା ସମ୍ଭବ, ଜାଣନ୍ତୁ ପୂରା ପ୍ରୋସେସ୍‌

ଆଇଫୋନରେ ହ୍ଵାଟସଆପ ଡାଟାକୁ ଆଣ୍ଡ୍ରଏଡକୁ ଟ୍ରାନ୍ସଫର କରିବା ସମସ୍ୟା ଲମ୍ବା ସମୟ ଧରି ଥିଲା। କିନ୍ତୁ ଏବେ ଗୁଗଲ ତାର ସମାଧାନ କରିଦେଇଛି। ଗୁଗଲ ଆପଣଙ୍କ ଆବଶ୍ୟକତାକୁ ନଜରରେ ରଖି ଗୁଗଲ ଡାଟା ରି-ଷ୍ଟୋର ଟୁଲ୍‌ ଲଞ୍ଚ୍‌ କରିଛି। ଯଦିଓ ଏହାକୁ ଏବେ ସମସ୍ତଙ୍କ ପାଇଁ ଜାରି କରାଯାଇନାହିଁ। ଗୁଗଲ…

ହ୍ଵାଟସ୍‌ଆପକୁ ଆସିଲା ୩ଟି ନୂଆ ଫିଚର୍ସ ,ଏବେ ଉଭୟ ଆଣ୍ଡ୍ରଏଡ୍-ଆଇଓଏସରେ ବ୍ୟବହାର କରିପାରିବେ

ଇନଷ୍ଟାଣ୍ଟ ମେସେଜିଂ ଆପ୍ ହ୍ଵାଟସ୍‌ଆପ ଏହାର ପ୍ଲାଟଫର୍ମରେ କିଛି ନୂଆ ଫିଚର୍ସ ଯୋଡିବାକୁ ଯୋଡିଛି। ଏହିଫିଚର୍ସ ଗୁଡିକ ମାଧ୍ୟମରେ କେବଳ ଆପଣଙ୍କର ଚାଟିଂ ଷ୍ଟାଇଲ ପରିବର୍ତ୍ତନ ହେବ ନାହିଁ, ବରଂ ଏହା ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ ଏବଂ ସହଜ ହେବ । ବିଶେଷ କଥା ହେଉଛି ଏହି ଫିଚର୍ସ ଗୁଡିକ…

Redmi ବ୍ୟବହାରକାରୀଙ୍କ ପାଇଁ ଝଟକା! Xiaomi ଭାରତରେ ବନ୍ଦ କଲା Redmi Note 10ର ଦୁଇଟି ମଡେଲ

ଭାରତରେ ରେଡମି ନୋଟ୍ 10 ପ୍ରୋ, ରେଡମି ନୋଟ୍ 10 ପ୍ରୋ ମ୍ୟାକ୍ସ 6 ଜିବି ଏବଂ 64 ଜିବି ରାମ୍ ଭାରିଆଣ୍ଟ ବିକ୍ରୟ ବନ୍ଦ ହୋଇଯାଇଛି । କାରଣ ସେମାନେ ଆଉ କମ୍ପାନୀର ୱେବସାଇଟ୍ କିମ୍ବା ଆମାଜନରେ ତାଲିକାଭୁକ୍ତ ନୁହଁନ୍ତି । ରେଡମି ନୋଟ୍ 10 ପ୍ରୋ ଏବଂ ରେଡମି ନୋଟ୍ 10 ପ୍ରୋ ମ୍ୟାକ୍ସ ଏହି ସବୁ…

ନୂଆ ଅପ୍‌ଡେଟ୍‌ ଜାରି କଲା ଗୁଗଲ, ଏବେ ପିକ୍ସେଲ ୟୁଜର୍ସଙ୍କୁ ମିଳିବ କଲ୍‌ ରେକର୍ଡିଂ ଫିଚର

ୟୁଜର୍ସଙ୍କ ପାଇଁ ଗୁଗଲ ଜାରି କଲା ନୂଆ ଫିଚର। ଏହି ଫିଚର ଆସିବା ପରେ ୟୁଜର୍ସଙ୍କୁ କଲ ରେକର୍ଡିଂ ପାଇଁ ଆଉ ଥାର୍ଡ ପାର୍ଟି ଆପ୍‌ର ଆବଶ୍ୟକତା ପଡ଼ିବ ନାହିଁ। ଆପେ ଆପେ କଲ୍‌ ଗୁଡ଼ିକ ରେକର୍ଡିଂ ହୋଇଯିବ। ଏନେଇ ଗୁଗଲ ତରଫରୁ ସୂଚନା ଦିଆଯାଇଛି। ଭାରତୀୟ ୟୁଜର୍ସଙ୍କ ପାଇଁ ଗୁଗଲ ନିଜ ଫୋନ୍‌…

ସେପ୍ଟେମ୍ବରରେ ଲଞ୍ଚ ହେବ Apple iOS 15 ସ୍ମାର୍ଟଫୋନ, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ଆପଲ୍ ଚଳିତ ବର୍ଷ ଶେଷରେ ବ୍ୟବହାରକାରୀଙ୍କ ପାଇଁ iOS 15 ଲଞ୍ଚ କରିବ । ସେପ୍ଟେମ୍ବରରେ iOS ୧୫ ଲଞ୍ଚ ହେବ ବୋଲି ଆଶା କରାଯାଉଛି । ଜୁନ୍ ମାସରେ କମ୍ପାନୀର ଭର୍ଚୁଆଲ୍ Worldwide Developers Conference (WWDC) ୨୦୨୧ ରେ ଆପଲର ସର୍ବଶ୍ରେଷ୍ଠ ଅପରେଟିଂ ସିଷ୍ଟମ୍ ବିଷୟରେ ଘୋଷଣା…

Google ଆଣୁଛି ଏକ ନୂଆ ଫିଚର୍, ହଜିଥିବା Android ସ୍ମାର୍ଟଫୋନ୍ ଓ କାରକୁ ଖୋଜି ପାରିବେ

ଗୁଗଲ ଖୁବଶୀଘ୍ର ଆଣିବାକୁ ଯାଉଛି ଏକ ନୂଆ ଫିଚର । ଏହି ନୂଆ ଫିଚର ଦ୍ୱାରା ୟୁଜର୍ସ ଅନ୍ୟ ସ୍ମାର୍ଟଫୋନ ଦ୍ୱାରା ହଜିଥିବା ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ଓ କାର୍ ଖୋଜି ପାରିବେ । ଗୁଗଲ ‘ଫାଇଣ୍ଡ୍ ମାଇ ଡିଭାଇସ୍’ ଇକୋସିଷ୍ଟମରେ ଏକ ନୂଆ ଫିଚର ଯୋଡ଼ିବାକୁ ପ୍ଲାନିଂ କରୁଛି । ଅନ୍ୟ ସ୍ମାର୍ଟଫୋନ୍…

ୟୁଜର୍ସଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବଜାରକୁ ଆସିଛି  Amazefit Bip U Pro, ଶସ୍ତା ଦାମ ସହ ରହିଛି ଦମଦାର ଫିଚର୍ସ

ଡିଜିଟାଲ ଯୁଗରେ ସ୍ମାର୍ଟୱାଚର କ୍ରେଜ ବଢ଼ିବାରେ ଲାଗିଛି । ଏବେ ଫୋନଠୁ ଆରମ୍ଭ କରି ସବୁକିଛି  କାମ ଡିଜିଟାଲ ହେଉଛି । ଅଫିସ କାମଠୁ ଆରମ୍ଭ କରି ଘର କାମ ପର୍ଯ୍ୟନ୍ତ ଡିଜିଟାଲି ସମ୍ଭବ ହୋଇପାରୁଛି । ତେବେ ଫୋନ ପରେ ଏବେ ସ୍ମାର୍ଟୱାଚ ସମସ୍ତଙ୍କୁ ଏବେ ପାଗଳ କରିଛି । ଉଚିତ ଦାମରେ ଏବେ…

ସ୍ମାର୍ଟ ଫୋନରେ ଏସବୁ ଭୁଲ କରୁଥିଲେ ଏବେଠୁ ହୁଅନ୍ତୁ ସାବଧାନ! ନଚେତ୍ ଖରାପ ହୋଇପାରେ ଫୋନ୍

ବର୍ତ୍ତମାନ ସମୟରେ ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଯାଇଛି। ଆମର ଅଧିକାଂଶ କାମ ଏବେ ଫୋନ ହିଁ କରୁଛି। ଏଣୁ ଲୋକେ ସ୍ମାର୍ଟଫୋନର ଅଧିକ ଯତ୍ନ ନେଇଥାନ୍ତି। କିନ୍ତୁ ବେଳେବେଳେ ଆମେ ଅଜାଣତରେ କିଛି ଏମିତି ଭୁଲ କରିବସୁ ଯାହା ଫୋନକୁ ଖରାପ କରିଦିଏ। ଆସନ୍ତୁ ଜାଣିବା ସେଭଳି…

Zoom ରେ ଏମିତି ରେକର୍ଡିଂ କରିପାରିବେ ଭିଡିଓ କଲ୍, ଫଲୋ କରନ୍ତୁ ଏହି ଷ୍ଟେପ୍

କରୋନା ଭାଇରସ ଆସିବା ଦିନଠୁ ଲୋକଙ୍କ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି। ଖାସ କରି ଲୋକମାନେ ପରସ୍ପରକୁ ଭେଟିବା କମ୍ କରିଦେଇଛନ୍ତି ଓ ସବୁ କାମ ଏବେ ଭର୍ଚୁଆଲି ହେଉଛି। ଅଫିସ ମିଟିଂଠାରୁ ଆରମ୍ଭ କରି ସ୍କୁଲର କ୍ଳାସ ପର୍ଯ୍ୟନ୍ତ ଲୋକେ ଏବେ ସବୁ ଭର୍ଚୁଆଲରେ କରୁଛନ୍ତି। ଅନଲାଇନ ମିଟିଂ…

ଫିଚର ଫୋନ୍ ଦୁନିଆରେ ଧମାକା କରିବା ପାଇଁ ଆସିଲା Philips ର ନୂଆ ଫିଚର ଫୋନ, ଦାମ୍ ମାତ୍ର ୧,୩୯୯ ଟଙ୍କା

ଫିଲପ୍ସ ବ୍ରାଣ୍ଡ ଟିପିବି ଟେକ୍ନୋଲୋଜି ଏବଂ ମ୍ଯାନୁଫ୍ଯାକ୍ଚରିଂ ପାର୍ଟନର ପିଜେଟ ସହିତ ମିଲି ଇ-ସିରିଜ ଫିଚର ଫୋନ୍ ଲଞ୍ଚ କରିଛି। ୧,୩୯୯ ଏବଂ ୨,୯୯୯ ଟଙ୍କା ମୂଲ୍ଯରେ ମିଳୁଥିବା ଏହି ସିରିଜର ୩ଟି ହ୍ଯାଣ୍ଡସେଟର ଦମଦାର ଫିଚର୍ସ ରହିଛି। Philips E102 A : ୧,୩୯୯ ଟଙ୍କାର ଏହି ଫୋନରେ…