Browsing Category

ଟେକ୍

ଜିଓମିର ନୂଆ Mi Mix 4  ସ୍ମାର୍ଟଫୋନ ଲଞ୍ଚ, ଫିଚର୍ସ ଅଛି ଦମଦାର

ପପୁଲାର ଟେକ୍ନୋଲୋଜି କମ୍ପାନୀ ଜିଓମି ଆଜି ଲଞ୍ଚ କରିଛି ନୂଆ ସ୍ମାର୍ଟଫୋନ । କମ୍ପାନୀ ଫ୍ଲାଗସିପ ସ୍ମାର୍ଟଫୋନ Mi Mix 4 ବ୍ୟତିତ Mi Pad 5 Series ଟାବଲେଟ ସହ ସ୍ମାର୍ଟଟିଭି ମଧ୍ୟ ଲଞ୍ଚ ହେବାର ସମ୍ଭାବନା ରହିଛି । ଏହା ସାମସଙ୍ଗ ଓ ଗାଲେକ୍ସି ଅନପ୍ୟାକଡ ଇଭେଣ୍ଟ ପୂର୍ବରୁ ହେବ । ଏହା…

୧୭ ଅଗଷ୍ଟରେ ଭାରତୀୟ ବଜାରରେ Motorolaର ଏହି ଦୁଇଟି ସ୍ମାର୍ଟଫୋନ୍ ଲଞ୍ଚ ହେବ, ଜାଣନ୍ତୁ କଣ ରହିଛି ଏହାର ଫିଚର୍ସ

ଟେକ୍ କମ୍ପାନୀ ମୋଟରୋଲା ଏହାର ଦୁଇଟି ସ୍ମାର୍ଟଫୋନ୍ Motorola Edge 20 ଏବଂ Motorola Edge 20 Fusion ର ଶୁଭାରମ୍ଭ ତାରିଖ ଘୋଷଣା କରିଛି। କମ୍ପାନୀର କହିବାନୁସାରେ, ଉଭୟ ସ୍ମାର୍ଟଫୋନ୍ ଅଗଷ୍ଟ ୧୭ ତାରିଖ ଦିନ ଦ୍ୱିପ୍ରହରରେ ଭାରତୀୟ ବଜାରରେ ଲଞ୍ଚ ହେବାକୁ ଯାଉଛି । ଏହି ଦୁଇଟି ଉପକରଣ…

UBON POWERMAXX ଲଞ୍ଚ୍‌ କଲା10,000mAh ର ପାଓ୍ଵାର ବ୍ୟାଙ୍କ୍‌, ଜାଣନ୍ତୁ ଦାମ୍‌ ଓ ସ୍ପେସିଫିକେସନ

ନୂଆଦିଲ୍ଲୀ : ଇଲୋକ୍ଟ୍ରୋନିକ୍ସ କଞ୍ଜୁମର ବ୍ରାଣ୍ଡ UBON ଭାରତରେ ଲଞ୍ଚ କଲା 10,000MAh ର ପାଓ୍ଵାର ବ୍ୟାଙ୍କ୍‌ । ଏହାର ଦାମ ରହିଛି ୨,୬୯୯ ଟଙ୍କା । ଏହା ସବୁ ପ୍ରମୁଖ ରିଟେଲ ଷ୍ଟୋର ଏବଂ ଇ-ଫାର୍ମସ ପ୍ଲାଟଫର୍ମରେ ମିଳିବ । ଏହା ଏକ 10,000mAh ଲିଥିଅମ ପଲିମର ବ୍ୟାଟେରୀ । UBON PB X-31…

ଟ୍ଵିଟରରେ ଏମିତି ବଦଳାନ୍ତୁ ନିଜ User Name, ଫଲୋ କରନ୍ତୁ ଏହି ଷ୍ଟେପ୍‌

ଏବେ ସୋସିଆଲ ମିଡିଆର ଯୁଗ। ଏଣୁ ଯାହା ହାତରେ ଦେଖ ଆଉ କିଛି ଥାଉ କି ନଥାଉ ମୋବାଇଲ କିନ୍ତୁ ନିଶ୍ଚିତ ଥିବ। ଏହି ମୋବାଇଲ ଯୋଗୁ ହିଁ ଏବେ ହାତ ମୁଠାରେ ଦୁନିଆ। ପୃଥିବୀର ସବୁ କୋଣ ଅନୁକୋଣର ଖବର ମାତ୍ର କେଇ ସେକେଣ୍ଡରେ ଲୋକଙ୍କ ପାଖରେ ପହଞ୍ଚିଯାଉଛି। ଆଉ ଗୋଟିଏ କ୍ଲିକ୍‌ରେ ଲୋକେ ଖବର…

୩୦ ଓ୍ଵାଟ ସାଉଣ୍ଡ ସହ ୧୦ ଘଣ୍ଟା ଚାଲିପାରେ ବ୍ଲୁଟୁଥ ସ୍ପିକର, ଏବେ ଘରେ କରନ୍ତୁ ନନ୍‌ଷ୍ଟପ୍‌ ପାର୍ଟି ।

ନୂଆଦିଲ୍ଲୀ :  ଯଦି ଆପଣ ଭଲ ମ୍ୟୁଜିକ୍‌ ଶୁଣିବାକୁ ଚାହୁଁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ହାତ ପାଆନ୍ତାରେ ପାଇବେ ନନ୍‌ ଷ୍ଟପ ୧୦ ଘଣ୍ଟା ଧରି ଚାଲୁଥିବା ବ୍ଲୁଟୁଥ ସ୍ପିକର । ଏହାର ସାଉଣ୍ଡ ବହୁତ ସପ୍ଟ ଓ ମ୍ୟୁଜିକ୍‌ କ୍ୱାଲିଟି ବହୁତ ବଢ଼ିଆ । ଏହାକୁ ସହଜରେ ସବୁ ଯାଗାକୁ ନେଇ…

ଆପଣ 5G ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି କି ? ତେବେ ଏହି ସବୁ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ

ଯଦି ଆପଣ ଏକ ନୂତନ 5G ସ୍ମାର୍ଟଫୋନ୍ କିଣିବାକୁ ଚିନ୍ତା କରୁଛନ୍ତି, ତେବେ କିଛି ବିଶେଷ କଥା ଉପରେ ଧ୍ୟାନ ନେବା ଉଚିତ୍, ଯାହା କେବଳ ଭଲ 5G ସ୍ମାର୍ଟଫୋନ୍ କିଣିବାରେ ଆପଣଙ୍କୁ ସାହାଯ୍ୟ କରିବ । ବର୍ତ୍ତମାନ 5G ଟେକ୍ନୋଲୋଜି ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି । ତେଣୁ, ଏକ ନୂତନ 5G…

ଆସୁଛି ଜିଓମିର ସବୁଠୁ ଶସ୍ତା ଫୋନ, ଫିଚର୍ସ ରହିଛି ଜବରଦସ୍ତ, ଜାଣନ୍ତୁ

ଗ୍ରାହକଙ୍କ ବ୍ୟବହାରକୁ ଦୃଷ୍ଟିରେ ରଖିବା ସହିତ କରୋନା ସମୟକୁ ଧ୍ୟାନରେ ରଖି ବଜାରରେ ନୂଆ ସ୍ମାର୍ଟଫୋନ ଲଞ୍ଚ ହେଉଛି । ତାହା ବି ପୁଣି ଖୁବ ଶସ୍ତାରେ । ୫ରୁ ୧୦ ହଜାର ମଧ୍ୟରେ ଆପଣ ଏବେ ବେଷ୍ଟ ସ୍ମାର୍ଟଫୋନ କିିଣିପାରିବେ । ଜିଓମି ପକ୍ଷରୁ ଏହି ଦମଦାର ଅଫର ଆରମ୍ଭ ହୋଇଛି । ଏହାସହ…

ଆଣ୍ଡ୍ରଏଡ୍, ଆଇଓଏସ୍ ଏବଂ ୱିଣ୍ଡୋଜରେ ମାଗଣାରେ ଫେସବୁକ୍ ଭିଡିଓ ଡାଉନଲୋଡ୍ କରିପାରିବେ, ଜାଣନ୍ତୁ ଏହାର ସହଜ ଉପାୟ

ଫେସବୁକ୍ ଆପଣଙ୍କୁ ଆପ୍ ଭିତରୁ ସିଧାସଳଖ ଭିଡିଓ ସେୟାର କରିବାକୁ ଦେଇଥାଏ । କିନ୍ତୁ ସୋସିଆଲ୍ ନେଟୱାର୍କଗୁଡିକ ଆପଣ ଭଲ ପାଉଥିବା ଭିଡିଓ ଗୁଡିକୁ ସେୟାର କରିବାକୁ ଅଧିକ ସହଜ କରିଦେଇଛି । ଏଥି ପାଇଁ କୌଣସି ଅଫଲାଇନ୍-ଭ୍ୟୁ ମୋଡ୍ ଉପଲବ୍ଧ ନାହିଁ । ତେଣୁ, ଯଦି ଆପଣ ଫେସବୁକରେ ସେହି ପ୍ରିୟ…

Vultur ଆପ Android ୟୁଜର୍ସଙ୍କ ସ୍କ୍ରିନ ରେକର୍ଡ କରି ସମସ୍ତ ଡାଟାକୁ କରୁଛି ଲିକ୍‌

ଯଦି ଆପଣ ମଧ୍ୟ ଆଣ୍ଡ୍ରଏଡ ୟୁଜର ହୋଇଥାନ୍ତି ତେବେ ହୋଇଯାନ୍ତୁ ସାବଧାନ । ସିକ୍ୟୁରିଟି ଏକ୍ସପର୍ଟଙ୍କ ପକ୍ଷରୁ ଏକ ନୂଆ ସୂଚନା ଜାରୀ କରାଯାଇଛି । ଏକ ସାଂଘାତିକ ମାଲୱେୟାର ଆପଣଙ୍କ ଡିଭାଇସକୁ ହ୍ୟାକ କରିବାର ସମ୍ଭବନା ରହିଛି । ଏହାର ନାମ Vultur । ଏହା ଡିଭାଇସର ସ୍କ୍ରିନରେ ଆସୁଥିବା ସମସ୍ତ…

WhatsApp ରେ ବି ଡାଉନ୍‌ଲୋଡ୍‌ କରିପାରିବେ କରୋନା ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌, ଫଲୋ କରନ୍ତୁ ଏହି ଷ୍ଟେପ୍‌

ଏବେ ହ୍ଵାଟ୍ସଆପ୍‌(WhatsApp)ରେ ବି ଡାଉନ୍‌ଲୋଡ୍‌ କରିପାରିବେ କରୋନା ଭ୍ୟାକ୍‌ସିନ୍‌ ସାର୍ଟିଫିକେଟ୍‌। ପୂର୍ବରୁ ଭ୍ୟାକ୍ସିନେସନ୍‌ ସାର୍ଟିଫିକେଟ୍‌ କେବଳ କୋ-ଓ୍ଵିନ୍‌ ପୋର୍ଟାଲ ଓ ଆରୋଗ୍ୟ ସେତୁ ଆପ୍‌ରୁ ଡାଉନ୍‌ଲୋଡ୍‌ କରିହେଉଥିଲା। କିନ୍ତୁ ଏବେ ଏହି ସୁବିଧା ହ୍ଵାଟ୍ସ ଆପ୍‌ରେ ବି ଉପଲବ୍ଧ…

ହ୍ଵାଟ୍ସଆପ୍‌ ଟିପ୍ସ : କିଛି ଖାସ ମେସେଜକୁ ଅଲଗା ସେଭ କରିବାକୁ ଚାହୁଁଥିଲେ, ଜାଣନ୍ତୁ ଏହାର ସହଜ ତରିକା

ଯଦି ଆପଣ କିଛି ଖାସ ଲୋକଙ୍କ ଖାସ ମେସେଜକୁ ଅଲଗା ରଖିବାକୁ ଚାହୁଁଛନ୍ତି । ତେବେ ହ୍ଵାଟ୍ସଆପ୍‌ ଆପଣଙ୍କୁ ଏହି ସୁବିଧା ମଧ୍ୟ ଦେଉଛି । ଇଷ୍ଟାଣ୍ଟ ମେସେଜ ଆପ୍‌ରେ ହ୍ଵାଟ୍ସଆପ ଏମିତି କିଛି ଫିଚର୍ସ ଦେଉଛି । ତେବେ ଆମର ନଜର ଏଥିରେ ପଡ଼ୁନଥିବାରୁ ଆମେ ଏହା ସମ୍ପର୍କରେ ଜାଣି ପାରୁନାହାଁନ୍ତି ।…

Flipkart ବିଗ ସେଭିଙ୍ଗ ଡେ ସେଲ ୨୦୨୧, ଏହି ସବୁ ଫୋନ ଉପରେ ମିଳୁଛି ୧୨ ହଜାର ଯାଏଁ ରିହାତି

ଆରମ୍ଭ ହୋଇଛି ଫ୍ଲିପକାର୍ଟ ବିଗ ସେଭିଙ୍ଗ ଡେଜ ସେଲ ୨୦୨୧ । ଏହି ସେଲ ୫ ଅଗଷ୍ଟଠାରୁ ସମସ୍ତଙ୍କ ପାଇଁ ଆରମ୍ଭ ହୋଇସାରିଛି । ଏହି ସେଲ ୯ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ । ସେଲ ସମୟରେ ମୋବାଇଲ ଫୋନ, ଟିଭି ଉପରେ ବଡ଼ ରିହାତି ଦେଖିବାକୁ ମିଳିଛି । ତେବେ ଜାଣନ୍ତୁ କିଛି ବେଷ୍ଟ ଡିଲ ବିଷୟରେ ।…