Browsing Category

ଟେକ୍

Haier LED TV: Haierର ଦମଦାର Mini LED M70 TV ଲଞ୍ଚ, ମିଳିବ AI ଫିଚର୍ସ

Haier ଭାରତରେ ନିଜର ନୂଆ LED Smart TV ସିରିଜ୍ ଲଞ୍ଚ କରିଛି । ଏହି ସିରିଜରେ କମ୍ପାନୀ Google Gemini ବେସ୍ଡ AI ଫିଚର୍ସ ପ୍ରଦାନ କରିଛି । Haier Indiaର ଏହି ନୂଆ Smart TV ସିରିଜ୍ Intelligent Micro Dimming Technology ଉପରେ ଆଧାରିତ । କମ୍ପାନୀ ଏହି ନୂଆ Mini LED M70…

Smartphone Expire: ଏକ୍ସପାୟରୀ ହୋଇଯିବ ଆପଣଙ୍କ ସ୍ମାର୍ଟଫୋନ୍? ଜାଣନ୍ତୁ କେବେ ବଦଳାଇବେ

ଆଜିର ଦିନରେ ସ୍ମାର୍ଟଫୋନ୍ ଆମ ଜୀବନର ଏକ ଜରୁରୀ ଅଂଶ ପାଲଟିଯାଇଛି। ବ୍ୟାଙ୍କିଙ୍ଗ୍, ଅନଲାଇନ୍ ସପିଂ, କଥାବାର୍ତ୍ତାଠାରୁ ଆରମ୍ଭ କରି ମନୋରଞ୍ଜନ ପର୍ଯ୍ୟନ୍ତ, ପ୍ରାୟ ସବୁ କାମ ପାଇଁ ଆମେ ଫୋନ୍ ବ୍ୟବହାର କରୁଛୁ । ତେବେ ବଜାରକୁ ନୂଆ ଫୋନ୍ ଆସିଲେ ହିଁ ପୁରୁଣା ଫୋନ୍ ବଦଳାଇବା ଜରୁରୀ ନୁହେଁ ।…

ଆଜିଠୁ SIM କାର୍ଡ ନିୟମ କଡ଼ା, ନିର୍ଦ୍ଧାରିତ ସୀମା ପୂରଣ ହୋଇଥିଲେ ଆଉ ମିଳିବନି ନୂଆ କନେକ୍ସନ୍

ଆଜିଠୁ SIM କାର୍ଡ ନିୟମ କଡ଼ା । ନିର୍ଦ୍ଧାରିତ ସୀମା ପୂରଣ ହୋଇଥିଲେ ଆଉ ମିଳିବନି ନୂଆ କନେକ୍ସନ୍ । ଟେଲିକମ୍ କମ୍ପାନୀ କରିବେ ଯାଞ୍ଚ । ଆପଣଙ୍କ ନାଁରେ ଏକାଧିକ SIM କାର୍ଡ ଅଛି କି? ଯଦି ଅଛି, ତେବେ ଆଜିଠାରୁ ଲାଗୁ ହେଉଥିବା ନୂଆ ବ୍ୟବସ୍ଥାରେ କଣ ଅଛି ଜାଣିବା ଜରୁରୀ । ଦେଶରେ ଜଣେ…

ଆଧାର ଆଡ୍ରେସ୍ ଅପଡେଟ୍‌ ଏବେ ସହଜ, ଏମିତି କରନ୍ତୁ ଅନଲାଇନ୍‌ରେ ପରିବର୍ତ୍ତନ

ବ୍ୟାଙ୍କରେ ନୂଆ ଖାତା ଖୋଲିବାଠାରୁ ଆରମ୍ଭ କରି କୌଣସି ସରକାରୀ ଯୋଜନାର ଲାଭ ନେବା, କିମ୍ବା ନୂଆ ମୋବାଇଲ୍ ସିମ୍ କାର୍ଡ କିଣିବା ପ୍ରାୟ ସବୁଠି ପ୍ରଥମେ ଦରକାର ପଡିଥାଏ ଆଧାର କାର୍ଡ । ଏଭଳି ସ୍ଥିତିରେ ଯଦି ଆପଣ ନିକଟରେ ଘର ବଦଳାଇଛନ୍ତି କିମ୍ବା ଚାକିରି ପାଇଁ ଅନ୍ୟ ସହରକୁ ସ୍ଥାନାନ୍ତରିତ…

Vivo Smartphone: ପାୱାରଫୁଲ୍ ବ୍ୟାଟେରୀ ସହ ଆସୁଛି Vivoର ନୂଆ ଫୋନ୍, ଜାଣନ୍ତୁ କ’ଣ ରହିଛି ଖାସ୍?

ସ୍ମାର୍ଟଫୋନ୍ ବଜାରରେ ଖୁବଶୀଘ୍ର ଧମାକା କରିବାକୁ ଯାଉଛି Vivo । ୧୦ ହଜାର mAhର ବଡ଼ ପାୱାରଫୁଲ୍ ବ୍ୟାଟେରୀ ସହ ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି କମ୍ପାନୀ । ଚୀନର ଏହି କମ୍ପାନୀ ଫୋନଟିକୁ ପ୍ରଥମେ କିଛି ଚୟନିତ ଗ୍ଲୋବାଲ ମାର୍କେଟରେ ଲଞ୍ଚ କରିପାରେ । Vivo V80 Lite ନାମରେ…

Sim Card Rule: ନୂଆ ସିମ୍ କାର୍ଡ କିଣିବା ହେବ କଷ୍ଟକର, ବଦଳିବାକୁ ଯାଉଛି ନିୟମ

କିଛି ଦିନ ପୂର୍ବରୁ ସିମ୍ କାର୍ଡ କିଣିବା ଖୁବ୍ ସହଜ ଥିଲା । କିନ୍ତୁ ଏବେ ଏହା କଷ୍ଟକର ହୋଇଯାଇଛି । ଭାରତ ସିମ୍ କାର୍ଡ ନିୟମରେ ପରିବର୍ତ୍ତନ ହେବାକୁ ଯାଉଛି । ଯଦି ଆପଣଙ୍କ ନାମରେ ପୂର୍ବରୁ ଏକାଧିକ ମୋବାଇଲ୍ ନମ୍ବର ଜାରି ହୋଇଛି, ତେବେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । କେନ୍ଦ୍ର…

BSNL Plan: BSNLର ସବୁଠାରୁ ଶସ୍ତା ପ୍ଲାନ୍, କମ୍ ମୂଲ୍ୟରେ ପାଇବେ ଅଧିକ

BSNLର ୭୨ ଦିନିଆ ସବୁଠାରୁ ଶସ୍ତା ପ୍ଲାନ୍ ରହିଛି । ଘରୋଇ କମ୍ପାନୀଗୁଡ଼ିକ ସେମାନଙ୍କର ଅନେକ ଶସ୍ତା ପ୍ରିପେଡ୍ ପ୍ଲାନ୍ ବନ୍ଦ କରୁଥିବାବେଳେ ସରକାରୀ ଟେଲିକମ୍ ଅପରେଟର୍ କମ୍ ଖର୍ଚ୍ଚରେ ଅଧିକ ଦିନର ଭାଲିଡିଟି ସହିତ ପ୍ଲାନ୍ ପ୍ରଳଚନ କରିଛି । BSNLର ଏହି ଶସ୍ତା ରିଚାର୍ଜ ପ୍ଲାନ୍‌ର ମୂଲ୍ୟ…

Poco M8x: କମ୍ ଦାମରେ Pocoର ଦମଦାର ଫୋନ୍, ଜାଣନ୍ତୁ ଦାମ ଓ ଫିଚର୍ସ

Poco M8 ସିରିଜରେ କମ୍ପାନୀ ଏକ କମ୍ ଦାମର ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଚୀନ୍ କମ୍ପାନୀର ଏହି ଫୋନ୍ ଅଗଷ୍ଟ ୨୧ ତାରିଖ ଅର୍ଥାତ୍ ଆଜି ଭାରତୀୟ ବଜାରରେ ଲଞ୍ଚ ହୋଇଛି । ଏହି ଫୋନକୁ ଇ-କମର୍ସ ୱେବସାଇଟ୍ ଫ୍ଲିପକାର୍ଟ ସହ କମ୍ପାନୀର ଅଫିସିଆଲ୍ ୱେବସାଇଟରେ ମଧ୍ୟ ଲିଷ୍ଟ କରାଯାଇଛି । ଫୋନର ଅନେକ…

Robotic Horse: ହାଇଡ୍ରୋଜେନରେ ଚାଲିବ ରୋବୋଟିକ୍ ଘୋଡ଼ା, ଜାଣନ୍ତୁ କ’ଣ ରହିଛି ଖାସ୍

ଆଜିର ଦିନରେ ଆମ ଚାରିପାଖରେ ଅନେକ ଆଧୁନିକ ମେସିନ୍ ଦେଖିବାକୁ ମିଳୁଛି । ଏବେ ଏହି ମେସିନଗୁଡ଼ିକ ଧୀରେ ଧୀରେ ପଶୁପକ୍ଷୀଙ୍କ ଭଳି ଆକାର ନେବାକୁ ଲାଗିଲେଣି । ପ୍ରଥମେ ରୋବୋଟିକ୍ କୁକୁର ଦେଖିବାକୁ ମିଳିଥିଲା । ଏବେ ରୋବୋଟିକ୍ ଘୋଡ଼ା ତିଆରି କରିବାକୁ ଯାଉଛି କାୱାସାକି । କାୱାସାକି ନିଜର ନୂଆ…

Smart Projector: କମ୍ ଦାମରେ ଦମଦାର ପ୍ରୋଜେକ୍ଟର, ମିଳିବ ଅନେକ ସ୍ମାର୍ଟ ଫିଚର

ଦେଶୀ ବ୍ରାଣ୍ଡ XElectron ଆଉ ଏକ କମ୍ ଦାମର ସ୍ମାର୍ଟ ପ୍ରୋଜେକ୍ଟର ଲଞ୍ଚ କରିଛି । ଏହି ସ୍ମାର୍ଟ ପ୍ରୋଜେକ୍ଟର Android ଅପରେଟିଂ ସିଷ୍ଟମରେ ଚାଲେ । ଏହାର ବିଶେଷତା ହେଉଛି, ଏଥିରେ ୨୦୦ ଇଞ୍ଚ ପର୍ଯ୍ୟନ୍ତ ବଡ଼ ସ୍କ୍ରିନ୍ ପ୍ରୋଜେକ୍ଟ କରିହେବ । ଅର୍ଥାତ୍ ଘରର କାନ୍ଥକୁ ଏକ ବଡ଼ ଥିଏଟର…

iQOO Z11 Launch: iQOOର ବଡ଼ ଧମାକା, ଦମଦାର ଫିଚର୍ସ ସହିତ ମିଳିବ କର୍ଭଡ୍ ଡିସପ୍ଲେ

କମ୍ପାନୀ ଭାରତରେ iQOO Z11 ସିରିଜର ଏକ ଦମଦାର ଗେମିଂ ସ୍ମାର୍ଟଫୋନ୍ ଲଞ୍ଚ କରିଛି । ଏହି Vivo ସବ-ବ୍ରାଣ୍ଡ ଫୋନ୍ ୭୦୫୦mAh ବ୍ୟାଟେରୀ ଏବଂ 3D କର୍ଭଡ୍ AMOLED ଡିସପ୍ଲେ ସହିତ ଆସିଛି । କିଛି ଦିନ ପୂର୍ବରୁ କମ୍ପାନୀ ଏହି ସିରିଜରେ iQOO Z11 Liteକୁ ଭାରତୀୟ ବଜାରରେ ପ୍ରଚଳନ କରାଯାଇଛି ।…

BSNL Plan: BSNLର ଧମାକା ଅଫର! ୨୯୯ ଟଙ୍କାରେ ମିଳୁଛି ଅନେକ ବଡ଼ ବେନିଫିଟ୍

BSNL ଏବେ ଶସ୍ତା ରିଚାର୍ଜ ପ୍ଲାନ୍ ପ୍ରଚଳନ କରିଛି । ଯେଉଁଥିରେ ଅନଲିମିଟେଡ୍ କଲିଂ, ଡାଟା ସମେତ ଅନେକ ବେନିଫିଟ୍ସ ପାଇବେ ୟୁଜର୍ସ । ଭାରତ ସଂଚାର ନିଗମ ଲିମିଟେଡ୍ ତାର ନେଟୱାର୍କ ସେବାକୁ ଉନ୍ନତ କରିବା ପାଇଁ ଲଗାତାର ମୋବାଇଲ ଟାୱାର ଲଗାଇ ଚାଲିଛି । BSNL ଖୁବ୍ ଶୀଘ୍ର ୨ ଲକ୍ଷ ନୂଆ…