Browsing Category

ଟେକ୍

ଲଞ୍ଚ ହେଲା ASUSର ଦମଦାର ଗେମିଂ ମନିଟର, ଗେମର୍ସଙ୍କ ପାଇଁ ରହିଛି ବଢ଼ିଆ ଫିଚର୍ସ

ASUS ଭାରତରେ ୨୭ ଇଞ୍ଚର ROG ସ୍ୱିଫ୍ଟ OLED ମନିଟର ଲଞ୍ଚ କରିଛି । ASUSର ଏହି ନୂଆ ମନିଟର ଏକ ଏର୍ଗୋନୋମିକ୍ ଡିଜାଇନ୍ ଏବଂ ଟ୍ରାଇପୋଡ୍ ଷ୍ଟାଣ୍ଡ ସହିତ ଆସିଥାଏ । ଏହି ମନିଟର ଦ୍ୱାରା ଗେମର୍ସମାନେ ନୂଆ ଷ୍ଟାଇଲରେ ଗେମ୍‌ ଖେଳିବା ପାଇଁ ନୂଆ ଅପ୍ସନ ପାଇବେ । ASUSର ଏହି ଗେମିଙ୍ଗ୍…

ଏବେ ଘରେ ବସି ଟ୍ରାକ୍ କରିପାରିବେ ହଜିଯାଇଥିବା କିମ୍ବା ଚୋରି ହୋଇଯାଇଥିବା ଫୋନ, ଜାଣନ୍ତୁ କେମିତି

ମୋବାଇଲ୍ ଆଜିକାଲି ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇସାରିଛି, କିନ୍ତୁ ଯେତେବେଳେ ଏହି ମୋବାଇଲ୍ ହଜିଯାଏ କିମ୍ବା ଚୋରି ହୋଇଯାଏ, ଲୋକମାନଙ୍କୁ ଏହା ପାଇବା ପାଇଁ ଅନେକ କଷ୍ଟ କରିବାକୁ ପଡେ । ଆଜି ଆମେ ଆପଣଙ୍କୁ ଏକ ସରକାରୀ ପୋର୍ଟାଲ ବିଷୟରେ କହିବାକୁ ଯାଉଛୁ ଯାହା ମାଧ୍ୟମରେ ଚୋରି…

ମାତ୍ର ୨୯୯ ଟଙ୍କାରେ କିଣନ୍ତୁ Truke Buds Q1 Lite ଇୟରବଡସ୍, ଜାଣନ୍ତୁ କ’ଣ ରହିଛି ଅଫର୍

ଯଦି ଆପଣ କମ ବଜେଟରେ ଲମ୍ବା ବ୍ୟାଟେରୀ ଲାଇଫ ସହିତ ଇୟରବଡସ୍ ଖୋଜୁଛନ୍ତି, ତେବେ Truke Buds Q1 Lite ଆପଣଙ୍କ ପାଇଁ ବେଷ୍ଟ ଅପ୍ସନ । ଏହି ଇୟରବଡସ୍ ବିଷୟରେ କମ୍ପାନୀ ଦାବି କରିଛି ଯେ ଏହା ଦୀର୍ଘ ୪୮ ଘଣ୍ଟା ପର୍ଯ୍ୟନ୍ତ ଚାଲିବ । ଆମେ ଆପଣଙ୍କୁ ଏକ ଏଭଳି ଧମାକାଦାର ଅଫର ବିଷୟରେ କହିବାକୁ…

୫୦୦ ଟଙ୍କାରୁ ବି କମ୍‌ ଦାମରେ କିଣିପାରିବେ ଏହି ମିନି କୁଲର, ମିଳିବ ଥଣ୍ଡା ଥଣ୍ଡା ପବନ

ଧିରେ ଧିରେ ଗରମର ପ୍ରକୋପ ବଢ଼ିଲାଣି । ଏହି ସମୟରେ ଲୋକଙ୍କୁ ଏସି ଏବଂ କୁଲରର ଆବଶ୍ୟକତା ରହିଛି । ଅନେକ ଥର ଆପଣ ଏପରି କିଛି ସ୍ଥାନରେ କାମ କରନ୍ତି ଯେଉଁଠାରେ ଏୟାର କଣ୍ଡିସନର ଏବଂ କୁଲର୍ ଇନଷ୍ଟଲ୍‌ ହୋଇପାରିବ ନାହିଁ । ଏପରି ପରିସ୍ଥିତିରେ ଆପଣ ବାଧ୍ୟ ହୋଇ ଗରମ ସହିଥାନ୍ତି । ଯଦି ଆପଣ ମଧ୍ୟ…

ଲଞ୍ଚ ହେବାକୁ ଯାଉଛି Realme P1 Pro, କମ ଦାମରେ ମିଳିବ ପାୱାରଫୁଲ ଚିପ୍

ଖୁବ ଶୀଘ୍ର Realme ଭାରତରେ ଏକ ନୂଆ ସ୍ମାର୍ଟଫୋନ୍ ସିରିଜ୍ ଲଞ୍ଚ କରିବାକୁ ଯାଉଛି । ବାସ୍ତବରେ, ଏହା ହେଉଛି ରିୟଲମି ସ୍ମାର୍ଟଫୋନର ଏକ ନୂଆ ଲାଇନ୍ଅପ୍, ଯାହାର ପ୍ରଥମ ସ୍ମାର୍ଟଫୋନ୍ ସିରିଜ୍ ଏପ୍ରିଲ୍ ୧୫ ରେ ଲଞ୍ଚ ହେବ । ଏହି ଫୋନ୍ ସିରିଜର ନାମ ହେଉଛି Realme P1 Series । ଏହି ସିରିଜ୍…

ଲଞ୍ଚ ହେଲା DigiYatra Appର ନୂଆ ଭର୍ସନ, ଜାଣନ୍ତୁ କେମିତି କରିବେ ବ୍ୟବହାର

ଯଦି ଆପଣ ବିମାନରେ ଯାତ୍ରା କରୁଛନ୍ତି ତେବେ ଆପଣଙ୍କ ପାଇଁ ଆସିଛି ଏକ ଖୁସି ଖବର । DigiYatra Appର ନୂଆ ଭର୍ସନ ଆସିଛି । ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ଆପଣ ଏହି ନୂଆ ଭର୍ସନ ଡାଉନଲୋଡ୍ କରିପାରିବେ । ତେବେ DigiYatra ହେଉଛି ଏପରି ଏକ ଆପ୍‌ ଯାହା ଆପଣଙ୍କୁ ବିମାନ ଯାତ୍ରାରେ…

ଘରକୁ ଚକାଚକ୍‌ କରିବ ଏହି କ୍ଲିନିଂ ରୋବୋଟ୍‌, ଜାଣନ୍ତୁ କେତେ ରହିଛି ଦାମ୍‌

ଯଦି ଆପଣ ସବୁବେଳେ ଘରୁ ବାହାରେ ରହୁଛନ୍ତି ଏବଂ ଘର ସଫା କରିବାକୁ ଚାହୁଁ ନାହାନ୍ତି । ତେବେ ଆମେ ଆପଣଙ୍କ ପାଇଁ ଆଣିଛୁ ଏକ ଖୁସି ଖବର । ଘରର ମଇଳାକୁ ସଫା କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । କିନ୍ତୁ ବର୍ତ୍ତମାନ ଆପଣଙ୍କୁ ଏହି ମଇଳା ସଫା କରିବାକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ…

ଗୁଗଲ୍ ପେ ରୁ କେମିତି ଡିଲିଟ୍‌ କରିବେ ଟ୍ରାନଜାକ୍ସନ ହିଷ୍ଟ୍ରି ? ଜାଣନ୍ତୁ ଷ୍ଟେପ୍‌ ବାଏ ଷ୍ଟେପ୍‌ ପ୍ରୋସେସ୍‌

ଭାରତର ଲକ୍ଷ ଲକ୍ଷ ଲୋକ ଗୁଗଲ୍ ପେ ବ୍ୟବହାର କରୁଛନ୍ତି । ଗୁଗଲ୍ ପେ ହେଉଛି ଏକ UPI ବେସଡ୍‌ ଡିଜିଟାଲ୍ ପେମେଣ୍ଟ ଆପ୍ । ଯାହା ଦ୍ୱାରା ଆପଣ UPI ID, ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ଆପଣ ଗୁଗଲ୍ ପେ ମାଧ୍ୟମରେ ଗ୍ୟାସ୍ ବିଲ୍, ଇଲେକ୍ଟ୍ରିକ୍‌ ବିଲ୍ ଏବଂ…

ଏହି ସରକାରୀ ୱେବସାଇଟରେ ବ୍ଲକ୍ କରିପାରିବେ ନିଜର Sim Card, ମାତ୍ର ଗୋଟେ ମିନିଟରେ କରିପାରିବେ ଆପ୍ଲାଏ

ଆଜିକାଲିର ଡିଜିଟାଲ ଯୁଗରେ ଦିନକୁ ଦିନ ଅନଲାଇନ୍ ଠକେଇ ବୃଦ୍ଧି ପାଇବାରେ ଲାଗିଛି । ଏହା ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଏଥିମଧ୍ୟରେ ସରକାର ଭାରତୀୟଙ୍କ ପାଇଁ ଏକ ୱେବସାଇଟ୍ ଜାରି କରିଛନ୍ତି ଯାହାର ନାମ ହେଉଛି TAFCOP (Telecom Analytics for Fraud…

ଫ୍ଲାଇଟ୍‌ରେ ଯାତ୍ରୀଙ୍କୁ ମିଳେ ନାହିଁ ଇଣ୍ଟରନେଟ୍‌, କିନ୍ତୁ କେମିତି କରନ୍ତି କାର୍ଡ ପେମେଣ୍ଟ ?

ବିମାନରେ ଟେଲିଫୋନ, ସ୍ମାର୍ଟଫୋନ୍ କିମ୍ବା ଟ୍ୟାବଲେଟରେ ଇଣ୍ଟରନେଟ୍ ଅନ୍‌ କରିବା ପାଇଁ ଅନୁମତି ନଥାଏ । କିନ୍ତୁ ଆପଣ କ୍ୟାବିନ କ୍ରୁଙ୍କଠାରୁ ଖାଦ୍ୟ କିମ୍ବା ପାନୀୟ ଜିନିଷ କିଣିବା ସମୟରେ ଆଟେନଡାଣ୍ଟମାନେ ଆପଣଙ୍କର କାର୍ଡରୁ ପେମେଣ୍ଟ ଆକ୍ସେପ୍ଟ କରନ୍ତି । କିନ୍ତୁ ଏହା କିପରି ସମ୍ଭବ ଏଭଳି…

ପାଖ ମାଡିବନି ଗରମ, ମାତ୍ର ୧୭୦୦ ଟଙ୍କାରୁ ବି କମରେ କିଣନ୍ତୁ ଏହି ପୋର୍ଟେବଲ ମିନି AC

ଏବେ ଚାରିଆଡେ ଗରମ । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ପାଇଁ ଲୋକେ ଯେମିତି ଡହଳ ବିକଳ ହେଉଛନ୍ତି । ଯେଉଁଥିପାଇଁ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟକୁ ଆପଣାଉଛନ୍ତି । ଏସି, କୁଲର, ପଙ୍ଖାର ବିକ୍ରି ତ ଏବେ ବଢ଼ିବାରେ ଲାଗିଛି । ଅନଲାଇନ୍‌ ଅଫଲାଇନ୍‌ ଇଲେକଟ୍ରୋନିକ କୁଲିଙ୍ଗ…

ଦମଦାର ଫିଚର୍ସ ସହିତ ଏଣ୍ଟ୍ରି ମାରିବ ଏହି Earbuds, ଦାମ ବି ରହିଛି ବଢ଼ିଆ

Truke ଏହାର Q1 ସିରିଜରେ Q1 Lite ଲଞ୍ଚ କରିଛି । ଏଥିରେ ୱେୟରଲେସ୍‌ ଅଡିଓ ପର୍ଫରମାନ୍ସ, ନୂଆ ଡିଜାଇନ୍ ଏବଂ ଅପଡେଟ୍ ଫିଚର ରହିଛି । ଗେମର୍ସ ଏବଂ ମ୍ୟୁଜିକ୍‌ ଲଭର୍ସଙ୍କୁ ଧ୍ୟାନରେ ରଖି କମ୍ପାନୀ ଏହି ଇୟରବଡ୍ସ ପ୍ରସ୍ତୁତ କରିଛି । ଆପଣ ଏହି ଇୟରବଡ୍ସରେ କଣ ଫିଚର ପାଇବେ ଏବଂ ଏହାର ଦାମ…