ଆମେରିକାରେ ବ୍ୟାନ ହେବ ଟିକଟକ୍ ଆପ୍ : ଡୋନାଲ୍ଡ ଟ୍ରମ୍ପ
କିଛି ଦିନ ତଳେ ଆମେରିକାର ମାଇକ୍ରୋସପ୍ଟ କମ୍ପାନୀ ଟିକଟକ୍ ଆପ୍କୁ କିଣିବା ନେଇ ଖବର ପ୍ରସାରିତ ହୋଇଥିବା ବେଳେ ଏବେ କିନ୍ତୁ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଟିକଟକ୍ ଉପରେ ବ୍ୟାନ ଲଗାଇବାକୁ ଆଦେଶ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦେଶର ଅନ୍ତରୀଣ ସୁରକ୍ଷା…