Browsing Category

ଟେକ୍

ଲଞ୍ଚ୍‌ ହେଲା Motorola ର ସବୁଠାରୁ ଶସ୍ତା ସ୍ମାର୍ଟଟିଭି, ଜାଣନ୍ତୁ ଏହାର ଅତ୍ୟାଧୁନିକ ଫିଚର ସମ୍ପର୍କରେ

ସ୍ମାର୍ଟଫୋନ୍‌ ନିର୍ମାଣ କମ୍ପାନୀ Motorola ଭାରତରେ ଲଞ୍ଚ୍‌ କରିଛି ମୋଟୋରୋଲା ଟିଭି। ସୋମବାର କମ୍ପାନୀ ସବୁଠାରୁ କମ୍‌ ଦାମ୍‌ରେ ମୋଟୋ ଇ୬ଏସ୍‌ର ବଜାର ପ୍ରବେଶ କରାଇଛି। ଗ୍ରାହକଙ୍କ ଲାଗି କମ୍ପାନୀ ତରଫରୁ ମୋଟୋରୋଲା ଟିଭିର ୩୨ ଇଞ୍ଚ, ୪୩ ଇଞ୍ଚ ଏଫ୍‌ଏଚ୍‌ଡି, ୪୩ ଇଞ୍ଚ ୟୁଏଚ୍‌ଡି, ୫୦ ଇଞ୍ଚ…

ବାଲାକୋଟ ଆକ୍ରମଣରେ ବିନାଶ ରଚିଥିବା ବମର ଆଡ଼ଭାନ୍ସ ଭର୍ସନ ପାଇଲା ବାୟୁସେନା, ଜାଣନ୍ତୁ କଣ ରହିଛି ଏହାର ସ୍ୱତନ୍ତ୍ରତା

ଭାରତୀୟ ବାୟୁସେନାକୁ ବାଲାକୋଟ ଏୟାର ଷ୍ଟ୍ରାଇକରେ ନିଜ କ୍ଷମତାର ଉଦାହରଣ ଦେଇଥିବା ସ୍ପାଇସ 2000 ବମର ଆଡ଼ଭାନ୍ସ ଭର୍ସନ ମିଳିବା ଆରମ୍ଭ ହୋଇଯାଇଛି । ଏହି ବମ ଯେକୌଣସି ପ୍ରକାର ବିଲଡିଂ ଏବଂ ବଙ୍କରକୁ ଧ୍ୱଂସ କରିବା ପାଇଁ ସକ୍ଷମ ଅଟେ । ନିଜର ତୀକ୍ଷ୍ଣ ଲକ୍ଷ୍ୟ ସଠିକ ଭାବେ ଭେଦ କରୁଥିବା ଏହି…

୨୨ ବର୍ଷ ତଳୁ ହଜି ଯାଇଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କଲା ଗୁଗଲ

ଆମେରିକାରେ ଜଣେ ବ୍ୟକ୍ତି ଗୁଗଲ ସାହାଯ୍ୟରେ ନିଜ ଅଂଚଳର ୨୨ ବର୍ଷରୁ ହଜିଯାଇଥିବା ଜଣେ ବ୍ୟକ୍ତିଙ୍କୁ ଖୋଜି ବାହାର କରିଛନ୍ତି । ସେ ପ୍ରଥମେ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ ଏବଂ ତାଙ୍କ ପଡ଼ୋଶୀରେ ଥିବା ଏକ ପୋଖରୀ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରାଯାଇଛି ଯିଏକି ୨୨ ବର୍ଷ…

Lenovo K10 Note ସ୍ମାର୍ଟଫୋନର ପ୍ରଥମ ସେଲ୍‌, ଜାଣନ୍ତୁ କ’ଣ ରହିଛି ଅଫର

ନୂଆଦିଲ୍ଲୀ : Lenovo K10 note ସ୍ମାର୍ଟଫୋନ ଆଜି ପ୍ରଥମ ଥର ଫ୍ଲିପକାର୍ଟରେ ବିକ୍ରି ପାଇଁ ଉପଲବ୍ଧ । ଏହି ଫୋନର ୪ ଜିବି ରାମର ମୂଲ୍ୟ ୧୩,୯୯୯ ଟଙ୍କା ରହିଛି। ୬ ଜିବି ରାମର ଫୋନର ମୂଲ୍ୟ ୧୫,୯୯୯ ଟଙ୍କା ରହିଛି। ଏହା ଏବେ ଫ୍ଲିପକାର୍ଟରେ ଉପଲବ୍ଧ ହେଉଛି। ଫୋନରେ ୩୦୦୦ ହଜାର ଟଙ୍କାର…

ଜୋମାଟୋ ଆରମ୍ଭ କରୁଛି ଷ୍ଟ୍ରିମିଙ୍ଗ ସର୍ଭିସ, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମକୁ ଦେବ ଟକ୍କର

ଖାଦ୍ୟ ବିତରଣ କରୁଥିବା କମ୍ପାନୀ ଜୋମାଟୋ, ନେଟଫ୍ଲିକ୍ସ ଏବଂ ଆମାଜନ ପ୍ରାଇମକୁ ଟକ୍କର ଦେବା ପାଇଁ ଭିଡିଓ ଷ୍ଟ୍ରିମିଙ୍ଗ ସର୍ଭିସର ଘୋଷଣା କରିଛି । ଜୋମାଟୋ ଆସନ୍ତା ତିନି ମାସ ମଧ୍ୟରେ ୧୮ଟି ଅରିଜିନାଲ ଶୋ ଲଞ୍ଚ କରିବାକୁ ଯାଉଛି । ସୂଚନା ଅନୁଯାୟୀ ଭିଡିଓ ଷ୍ଟ୍ରିମିଙ୍ଗ ସେବାର ଆରମ୍ଭ…

ହ୍ଵାଟସଆପ୍‌ ଆଣିଲା ନୂଆ ଫିଚର, ଫିଙ୍ଗରପ୍ରିଣ୍ଟ ସାହାଯ୍ୟରେ କରିପାରିବେ ଲକ୍‌-ଅନଲକ୍‌

ୟୁଜରର୍ସମାନଙ୍କ ସିକ୍ୟୁରିଟିକୁ ନେଇ ହ୍ଵାଟସଆପ୍‌ ବାରମ୍ବାର ଚେଷ୍ଟା କରିଚାଲିଛି। ଠିକ ସେହିପରି ହ୍ଵାଟସଆପ୍‌ ବର୍ତ୍ତମାନ ଫିଙ୍ଗରପ୍ରିଣ୍ଟ ଲକ୍‌ର ଏକ ନୂଆ ଫିଚର ନେଇ ଆସିଛି। ଏହାମାଧ୍ୟମରେ ଫିଙ୍ଗରପ୍ରିଣ୍ଟ ସ୍କାନର ଦ୍ୱାରା ଲକ୍‌ କରାଯାଇପାରିବ। କିନ୍ତୁ ଆଇଫୋନ ବ୍ୟବହାର କରୁଥିବା…

ଗୁଗଲରେ ସର୍ଚ୍ଚ କରୁଛନ୍ତି କି କଷ୍ଟମର କେୟାର ନମ୍ବର, ତେବେ ସାବଧାନ ! ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ

କଣ ଆପଣ ମଧ୍ୟ କୌଣସି କମ୍ପାନୀର କଷ୍ଟମର କେୟାର ନମ୍ବର ଖୋଜିବା ପାଇଁ ଗୁଗଲ ସର୍ଚ୍ଚ ପ୍ରୟୋଗ କରୁଛନ୍ତି କି ତେବେ ଏହା ଆପଣଙ୍କ ପାଇଁ ସମସ୍ୟା ହୋଇ ଛିଡା ହୋଇପାରେ। ଇଣ୍ଟରନେଟ ଜରିଆରେ ହେଉଥିବା ଫ୍ରଡ ବିଷୟରେ ଆମେ ସବୁଦିନ ଶୁଣିଆସିଛନ୍ତି କିନ୍ତୁ ଏହା ବିଲକୁଲ ନୂଆ ଉପାୟ। ନିକଟରେ ଏକ ଘଟଣାରେ…

ମୋବାଇଲ ରିଚାର୍ଜ ପାଇଁ ବ୍ୟବହାର କରନ୍ତୁ ପ୍ଲାଷ୍ଟିକ ବୋତଲ, ଜାଣନ୍ତୁ କିପରି

ଦେଶରେ ପ୍ଲାଷ୍ଟିକର ବ୍ୟବହାର ଦିନକୁ ଦିନ ବଢ଼ିବାରେ ଲାଗିଛି I ଯାହାର ପ୍ରଭାବରେ ଆମ ପରିବେଶ ଦୂଷିତ ହେବାରେ ଲାଗିଛି I ଏଥିମଧ୍ୟରେ ସବୁଠାରୁ ଅଧିକ ପ୍ଲାଷ୍ଟିକ ବୋତଲ ରହିଛି ଯାହାର ବ୍ୟବହାର ଅଧିକାଂଶ ଘରେ କିମ୍ବା ଅଫିସରେ କରାଯାଇଥାଏ I ଭାରତ ସରକାର ପ୍ଲାଷ୍ଟିକର ବ୍ୟବହାର ଉପରେ ରୋକ…

ଭାରତରେ ଖୁବ୍‌ଶୀଘ୍ର ଲଞ୍ଚ ହେବାକୁ ଯାଉଛି Motorola E6 Plus, ଜାଣନ୍ତୁ କ’ଣ ରହିଛି ଫିଚର

ଭାରତରେ ପୂର୍ବରୁ ମୋଟୋରୋଲା କମ୍ପାନୀର Motorola One Action ସ୍ମାର୍ଟଫୋନ୍‌ ଲଞ୍ଚ ହୋଇଛି। ଏହାର ଦାମ୍‌ ୧୩୯୯୯ଟଙ୍କା ଥିଲା। ମୋଟୋରୋଲା କମ୍ପାନୀର ୧୦ହଜାର ଟଙ୍କା ତଳେ କୌଣସି ଫୋନ୍‌ ନଥିବାରୁ କମ୍‌ ବଜେଟ୍‌ରେ ଫୋନ୍‌ କିଣିବାକୁ ଚାହୁଁଥିବା ୟୁଜର୍ସଙ୍କ ଲାଗି କମ୍ପାନୀ Motorola E6 Plus…

ଦିବ୍ୟାଙ୍ଗଙ୍କ ଲାଗି ନୂଆ ଆପ୍‌ ଲଞ୍ଚ କଲା ସାମସଙ୍ଗ୍‌, ଜାଣନ୍ତୁ କ’ଣ ରହିଛି ଫିଚର

ଦିବ୍ୟାଙ୍ଗଙ୍କ ଲାଗି ସ୍ମାର୍ଟଫୋନ୍‌ ନିର୍ମାଣକାରୀ କମ୍ପାନୀ ସାମସଙ୍ଗ୍‌ ଲଞ୍ଚ କରିଛି ଏକ ନୂଆ ଆପ୍‌। ଅନ୍ଧ ଓ ବଧିରଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ କମ୍ପାନୀ ତରଫରୁ ଗୁଡ଼୍‍ ଭାଇବସ୍‌ (Good Vibes) ନାମକ ଆପ୍‌ ପ୍ରସ୍ତୁତ କରାଯାଇଛି। ବର୍ତ୍ତମାନ ଏହି ଆପ୍‌ କେବଳ ସାମସଙ୍ଗ୍‌ ଷ୍ଟୋର୍‌ର…

ଜାଣନ୍ତୁ ହ୍ଵାଟସଆପ୍‌ର ଏହି ୫ଟି ଟ୍ରିକ୍‌, ଯାହାପରେ ନିଜକୁ କହିପାରିବେ ଏକ୍ସପର୍ଟ

ଆଜିକାଲି ସମସ୍ତେ ହ୍ଵାଟସଆପ୍‌ ବ୍ୟବହାର କରୁଛନ୍ତି। ହ୍ଵାଟସଆପ୍‌ ସମସ୍ତ ପପୁଲାର ଆପ୍‌ ମଧ୍ୟରୁ ସ୍ୱତନ୍ତ୍ର, ଯାହାକୁ ସବୁ ଫୋନରେ ସର୍ବ ପ୍ରଥମେ ଡାଉନଲୋଡ୍‌ କରାଯାଇଥାଏ। ହ୍ଵାଟସଆପ୍‌ ଆମେ ବହୁତ ଦିନରୁ ବ୍ୟବହାର କରୁଥିଲେ ମଧ୍ୟ ଏହାର ସମସ୍ତ ଟ୍ରାକ୍‌ ବିଷୟରେ ଜାଣିନାହୁଁ। ତେବେ ଭାବନ୍ତୁତ…

ଆସନ୍ତା କାଲି ହେବାକୁ ଯାଉଛି iPhone 11 ସିରିଜର ଲଂଞ୍ଚିଙ୍ଗ ଇଭେଣ୍ଟ, ଜାଣନ୍ତୁ କଣ ରହିଛି ଫିଚର୍ସ ଓ ଏପରି ଦେଖନ୍ତୁ…

ଦୁନିଆର ପ୍ରମୁଖ ଟେକ କମ୍ପାନୀ ଆପଲ(Apple) ସେପ୍ଟେମ୍ବର ୧୦ ତାରିଖରେ ଆଇଫୋନ 11 (Apple Iphone 11)ଲଞ୍ଚ କରିବାକୁ ଯାଉଛି । Apple Iphone 11ର ଲଂଚିଙ୍ଗ ସ୍ଟିବ ଜବ୍ସ ଥିଏଟରରେ କରାଯିବ । ଲଂଚିଙ୍ଗ ଇଭେଣ୍ଟକୁ ଆପଣ ଏହାର ଅଫିସିଆଲ ୟୁଟୁବ ଚ୍ୟାନେଲରେ ମଧ୍ୟ ଦେଖିପାରିବେ । ସୂଚନା…