Browsing Category

ଟେକ୍

ଫ୍ଲାଇଟ୍‌ରେ ଯାତ୍ରୀଙ୍କୁ ମିଳେ ନାହିଁ ଇଣ୍ଟରନେଟ୍‌, କିନ୍ତୁ କେମିତି କରନ୍ତି କାର୍ଡ ପେମେଣ୍ଟ ?

ବିମାନରେ ଟେଲିଫୋନ, ସ୍ମାର୍ଟଫୋନ୍ କିମ୍ବା ଟ୍ୟାବଲେଟରେ ଇଣ୍ଟରନେଟ୍ ଅନ୍‌ କରିବା ପାଇଁ ଅନୁମତି ନଥାଏ । କିନ୍ତୁ ଆପଣ କ୍ୟାବିନ କ୍ରୁଙ୍କଠାରୁ ଖାଦ୍ୟ କିମ୍ବା ପାନୀୟ ଜିନିଷ କିଣିବା ସମୟରେ ଆଟେନଡାଣ୍ଟମାନେ ଆପଣଙ୍କର କାର୍ଡରୁ ପେମେଣ୍ଟ ଆକ୍ସେପ୍ଟ କରନ୍ତି । କିନ୍ତୁ ଏହା କିପରି ସମ୍ଭବ ଏଭଳି…

ପାଖ ମାଡିବନି ଗରମ, ମାତ୍ର ୧୭୦୦ ଟଙ୍କାରୁ ବି କମରେ କିଣନ୍ତୁ ଏହି ପୋର୍ଟେବଲ ମିନି AC

ଏବେ ଚାରିଆଡେ ଗରମ । ପ୍ରଚଣ୍ଡ ଗ୍ରୀଷ୍ମ ଲହରୀ ପାଇଁ ଲୋକେ ଯେମିତି ଡହଳ ବିକଳ ହେଉଛନ୍ତି । ଯେଉଁଥିପାଇଁ ଲୋକମାନେ ଗରମରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରକାର ଉପାୟକୁ ଆପଣାଉଛନ୍ତି । ଏସି, କୁଲର, ପଙ୍ଖାର ବିକ୍ରି ତ ଏବେ ବଢ଼ିବାରେ ଲାଗିଛି । ଅନଲାଇନ୍‌ ଅଫଲାଇନ୍‌ ଇଲେକଟ୍ରୋନିକ କୁଲିଙ୍ଗ…

ଦମଦାର ଫିଚର୍ସ ସହିତ ଏଣ୍ଟ୍ରି ମାରିବ ଏହି Earbuds, ଦାମ ବି ରହିଛି ବଢ଼ିଆ

Truke ଏହାର Q1 ସିରିଜରେ Q1 Lite ଲଞ୍ଚ କରିଛି । ଏଥିରେ ୱେୟରଲେସ୍‌ ଅଡିଓ ପର୍ଫରମାନ୍ସ, ନୂଆ ଡିଜାଇନ୍ ଏବଂ ଅପଡେଟ୍ ଫିଚର ରହିଛି । ଗେମର୍ସ ଏବଂ ମ୍ୟୁଜିକ୍‌ ଲଭର୍ସଙ୍କୁ ଧ୍ୟାନରେ ରଖି କମ୍ପାନୀ ଏହି ଇୟରବଡ୍ସ ପ୍ରସ୍ତୁତ କରିଛି । ଆପଣ ଏହି ଇୟରବଡ୍ସରେ କଣ ଫିଚର ପାଇବେ ଏବଂ ଏହାର ଦାମ…

ସେକ୍ସଟର୍ସନ କଲରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ, ତୁରନ୍ତ ଅନ୍‌ କରନ୍ତୁ ହ୍ଵାଟ୍ସଆପର ଏହି ଫିଚର

ଟେକ୍ନୋଲୋଜି ଦୁନିଆରେ ସବୁକିଛି ସମ୍ଭବ । ମାତ୍ର ଗୋଟିଏ କ୍ଲିକରେ ଲୋକମାନେ ସବୁ କାମ କରି ପାରୁଛନ୍ତି । ତେବେ ଏହି ଟେକ୍ନୋଲୋଜିରେ ଲୋକଙ୍କୁ ଯେମିତି ସୁବିଧା ମିଳୁଛି ସମାନ ଭାବେ ଏହି ଟେକ୍ନୋଲୋଜି ଲୋକଙ୍କର ଅନେକ କ୍ଷତି ମଧ୍ୟ କରୁଛି । ଏହି ଟେକ୍ନୋଲୋଜିକୁ ବ୍ୟବହାର କରି ହ୍ୟାକର୍ସମାନେ…

ଏବେ ଚନ୍ଦ୍ରରେ ଚାଲିବ କାର, ନାସା ଦେଲା ବଡ ସୂଚନା

ବିଶ୍ୱ ଦରବାରରେ ଟେକ୍ନୋଲୋଜିର ଏଭଳି ଅଗ୍ରଗତି ଦେଖିବା ପରେ ଏବେ କୌଣସି ବି କାର୍ଯ୍ୟ ଅସମ୍ଭବ ମନେ ହେଉ ନାହିଁ । ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ ଲଞ୍ଚ ହେଉଛି । ଏବେ ଖୁବ ଶୀଘ୍ର ଚନ୍ଦ୍ରପୃଷ୍ଠରେ ଚାଲିବାକୁ ଯାଉଛି କାର । ଏହା ଶୁଣି ଆପଣଙ୍କୁ ଖୁବ…

ଭୋଡାଫୋନର ବଡ ଧମାକା, ୨୦ ଟଙ୍କାରୁ କମ୍ ଦାମରେ ମିଳିବ ରିଚାର୍ଜ ପ୍ଲାନ

ଭୋଡାଫୋନ୍ ଆଇଡିଆ ହେଉଛି ଭାରତୀୟ ଟେଲିକମ୍ ସେକ୍ଟରର ତୃତୀୟ ବୃହତ୍ତମ ଟେଲିକମ୍ କମ୍ପାନୀ । ଭୋଡାଫୋନର ବର୍ତ୍ତମାନ ପ୍ରାୟ ୨୨ କୋଟିର ୟୁଜର୍ ବେସ୍ ଅଛି । ନିଜ ୟୁଜରମାନଙ୍କ ସୁବିଧା ପାଇଁ, କମ୍ପାନୀ ସମୟ ସମୟରେ ନୂଆ ଅଫର ଏବଂ ନୂଆ ପ୍ଲାନ ଆଣିଥାଏ । ଭୋଡାଫୋନ ଏବେ ନିଜ ୟୁଜର୍ସଙ୍କ ପାଇଁ ଏକ…

ଇନଷ୍ଟାଗ୍ରାମରେ ଆସିଗଲା ଅଟୋ ରିପ୍ଲାଏ ଫିଚର, ଜାଣନ୍ତୁ କେମିତି କରିବେ ବ୍ୟବହାର

ଇନଷ୍ଟାଗ୍ରାମ ମେସେଜ୍ ସେଟିଙ୍ଗରେ ଅଟୋ ରିପ୍ଲାଏ ହେଉଛି ଏକ ବଢ଼ିଆ ଫିଚର, ଯାହା ଆପଣଙ୍କୁ ବାରମ୍ବାର ପଚରାଯାଉଥିବା ପ୍ରଶ୍ନଗୁଡିକରେ ଅଟୋମେଟିକ୍‌ ମେସେଜ୍‌ ସେଣ୍ଡ କରିବା ପାଇଁ ଅପ୍ସନ ଦେଇଥାଏ । ଏହି ଅଟୋ ରିପ୍ଲାଏରେ ଆପଣଙ୍କ ପାଇଁ ଏକ ଅଟୋ ରିପ୍ଲାଏ ସେଟ୍ କରାଯାଇ ପାରିବ ଯାହା ଆପଣଙ୍କ…

Jio ଫ୍ରିରେ ଦେଉଛି ୨ ମାସର ରଚାର୍ଜ ପ୍ଲାନ, ଏହି ୟୁଜର୍ସଙ୍କୁ ମିଳିବ ସୁବିଧା

ରିଲାଏନ୍ସ ଜିଓ ହେଉଛି ଦେଶର ଟେଲିକମ୍ କ୍ଷେତ୍ରର ସବୁଠାରୁ ବଡ କମ୍ପାନୀ । ଜିଓରେ ବର୍ତ୍ତମାନ ସର୍ବାଧିକ ସଂଖ୍ୟକ ୟୁଜର୍ସ ଅଛନ୍ତି । ନିଜ ୟୁଜର୍ସଙ୍କ ସୁବିଧା ପାଇଁ, କମ୍ପାନୀ ସମୟ ସମୟରେ ନୂଆ ନୂଆ ଅଫର ଆଣିଥାଏ । ଜିଓ ବର୍ତ୍ତମାନ ଏହାର ୟୁଜର୍ସଙ୍କ ପାଇଁ ଏକ ଜବରଦସ୍ତ ଅଫର୍ ଆଣିଛି, ଯାହା…

ମାଲୱେର୍ ଏବଂ ଭାଇରସ୍‌ ମଧ୍ୟରେ କଣ ରହିଛି ତଫାତ୍‌ ? ଜାଣନ୍ତୁ କିଏ ଅଧିକ କ୍ଷତି କରାଏ

ମାଲୱେର୍ ଏବଂ ଭାଇରସକୁ ନେଇ ଲୋକମାନେ ବହୁତ ଚିନ୍ତା କରନ୍ତି । ଅନେକ ଲୋକ ଅଛନ୍ତି ଯେଉଁମାନେ ଏ ଦୁଇଟି ଜିନିଷକୁ ସମାନ ବୋଲି ଭାବନ୍ତି କିନ୍ତୁ ମାଲୱେର୍ ଏବଂ ଭାଇରସ ସମାନ ନୁହେଁ । ମାଲୱେର୍ ଏବଂ ଭାଇରସ୍ ପରସ୍ପରଠାରୁ ସମ୍ପୂର୍ଣ୍ଣ ଭିନ୍ନ । ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଉଭୟଙ୍କ ମଧ୍ୟରେ…

ମହିଳାଙ୍କ ସୁରକ୍ଷା ପାଇଁ Uber ଆଣୁଛି ନୂଆ ଫିଚର, ଜାଣନ୍ତୁ କେବେ ମିଳିବ ଏହି ସୁବିଧା

Uber ହେଉଛି ଏକ ରାଇଡ୍ ସେୟାରିଂ ପ୍ଲାଟଫର୍ମ, ଯାହା ବିଶ୍ୱର ଲକ୍ଷ ଲକ୍ଷ ଲୋକ ବ୍ୟବହାର କରୁଛନ୍ତି । ଯେତେବେଳେ ଲୋକମାନେ କୌଣସି ସ୍ଥାନକୁ ଯିବା ପାଇଁ ବାହାରନ୍ତି ସେତେବେଳେ ଏହି ପ୍ଲାଟଫର୍ମ କଥା ମନେ ପଡ଼େ । ଆପ୍ ମାଧ୍ୟମରେ ରାଇଡ୍ ବୁକ୍ କରିବା ପରେ କମ୍ପାନୀ ଦ୍ୱାରା ନିଯୁକ୍ତ ଡ୍ରାଇଭର…

ଭୂମିକମ୍ପରୁ ବଞ୍ଚାଇବ ଏହି ବେଡ୍, ଜାଣନ୍ତୁ Earthquake-Proof Bed କ’ଣ

ନିକଟରେ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ହୋଇଥିବା ଭୟଙ୍କର କ୍ଷତି ଦେଖି ଅନ୍ୟ ଦେଶର ଲୋକମାନେ ମଧ୍ୟ ଖୁବ ଭୟଭୀତ ଅଛନ୍ତି । ଭାରତ, ଯେଉଁଠାରେ ଦିଲ୍ଲୀ-ଏନସିଆର କିମ୍ବା ଅନ୍ୟାନ୍ୟ ଅଞ୍ଚଳରେ ପ୍ରତିଦିନ ଭୂକମ୍ପ ଖବର ଆସୁଛି, ସେଠାକାର ଲୋକମାନେ ଆହୁରି ଚିନ୍ତିତ ଅଛନ୍ତି ଯେ…

ଗୁଗୁଲର ବଡ ଅପଡେଟ୍ : ସ୍କାମ ମେସେଜ୍ ଉପରେ କ୍ଲିକ୍ କରିବା ପୂର୍ବରୁ ଆପଣଙ୍କୁ ମିଳିବ ୱାର୍ଣ୍ଣିଙ୍ଗ

ଗୁଗୁଲ ନିଜର ଲକ୍ଷ ଲକ୍ଷ ଆଣ୍ଡ୍ରଏଡ୍ ୟୁଜର୍ସଙ୍କୁ ଅନଲାଇନ୍ ସ୍କାମର ଶିକାର ହେବାରୁ ରକ୍ଷା କରିବା ପାଇଁ ଏକ ନୂଆ ଅପ୍‌ଡେଟ୍‌ ଜାରି କରିବାକୁ ଯାଉଛି । ଏହି ଅପଡେଟ୍ ରିଲିଜ୍ ହେବା ପରେ ୟୁଜର୍ସଙ୍କ ଫୋନକୁ ଆସୁଥିବା ନକଲି ଲିଙ୍କ ଭଳି ମେସେଜ୍‌ର ୱାର୍ଣ୍ଣିଙ୍ଗ ଦିଆଯିବ । ତେବେ ଆପଣ କିପରି ସେହି…