Odisha News
Browsing Category

ବିଶ୍ୱକପ ୨୦୧୯

ପରାଜୟ ପରେ ଇସ୍ତଫା ପର୍ବ ଆରମ୍ଭ, ଟିମ୍ ଇଣ୍ଡିଆର ବଡ଼ ସଦସ୍ୟ ନେଲେ ବିଦାୟ

ବିଶ୍ୱକପରୁ ବିଦା ହୋଇଛି ବିରାଟ ବାହିନୀ ।  ନ୍ୟୁଜିଲାଣ୍ଡ ଠାରୁ ୧୮ ରନରେ ପରାସ୍ତ ହୋଇ ଫାଇନାଲ ଆଶାକୁ ଧୂଳିସାତ କରିଛି ଟିମ୍ ଇଣ୍ଡିଆ । ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି…

ବିଶ୍ୱକପ୍‌ରେ ହାରିବା ପରେ କଣ କହିଲେ ଅଧିନାୟକ ବିରାଟ କୋହଲି…

ଆଇସିସି ବିଶ୍ୱକପ୍‌ ସେମିଫାଇନାଲ୍‌ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ଠାରୁ ୧୮ ରନ୍‌ରେ ହାରି ଟୁର୍ଣ୍ଣାମେଣ୍ଟରୁ ବିଦା ହେବା ପରେ ସବୁ ପ୍ରଶଂସକଙ୍କ ଭଳି ଅଧିନାୟକ ବିରାଟ କୋହଲିଙ୍କ ମନଦୁଃଖ । ତେବେ ସେ ସେମିଫାଇନାଲ୍‌ ପରାଜୟର କିଛି କାରଣ କହିଛନ୍ତି । ଆସନ୍ତୁ ନଜର ପକାଇବା ତାଙ୍କ ପ୍ରତିକ୍ରିୟା…

ଭାରତକୁ ୧୮ ରନ୍‌ରେ ହରାଇ ବିଶ୍ୱକପ୍‌ ଫାଇନାଲ୍‌କୁ ଗଲା ନ୍ୟୁଜିଲାଣ୍ଡ

ଲଣ୍ଡନ୍ : ଲକ୍ଷ୍ୟ ବେଶି ବଡ଼ ନଥିଲା । ହେଲେ ଲଢ଼େଇ କରିଥିଲେ ମଧ୍ୟ ପାଖାପାଖି ଯାଇ ମାତ୍ର ୧୮ ରନ୍‌ରେ ହାରିଗଲା ଭାରତ । ଯାହା ଆଦୌ ଆଶା କରାଯାଉ ନଥିଲା ତାହା କରି ଦେଖାଇଲା ଟିମ୍ ଇଣ୍ଡିଆ । ବର୍ଷା ଯୋଗୁଁ ବାଧାପ୍ରାପ୍ତ ଆଇସିସି ବିଶ୍ବକପ୍ ପ୍ରଥମ ସେମିଫାଇନାଲରେ ଏମିତି ଭାବେ ହାରିଲା ଯେ…

ସେମି ଫାଇନାଲରେ ଏମିତି ଖେଳିଲା ଟିମ୍ ଇଣ୍ଡିଆ, ନିଜ ନାଁ ରେ କଲା ଏହି ଲଜ୍ଜାଜନକ ରେକର୍ଡ

ବିଶ୍ୱକପ୍ ମହାସମର । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର । କାଲି ବର୍ଷା ଯୋଗୁଁ ଅଧାରେ ଅଟକିଥିବା ମ୍ୟାଚ୍ ଆଜି ଆରମ୍ଭ ହୋଇଛି । ଅବଶିଷ୍ଟ ଓଭର ଖେଳି ନ୍ୟୁଜିଲାଣ୍ଡ ଭାରତ ଆଗରେ ୨୪୦ ରନର ଲକ୍ଷ୍ୟ ଧାର‌୍ୟ୍ୟ କରିଛି । କିନ୍ତୁ ଏହାର ଜବାବରେ ବ୍ୟାଟିଂ…

ପୁଣି ଆରମ୍ଭ ହେଲା ଅଧାରେ ଅଟକିଥିବା ସେମିଫାଇନାଲ ମ୍ୟାଚ୍, ୨୪୦ରନର ମିଳିଲା ଟାର୍ଗେଟ

ବିଶ୍ୱକପ୍ ମହାସମର । ମାଞ୍ଚେଷ୍ଟର ଓଲ୍ଡ ଟ୍ରାଫର୍ଡରେ ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ଟକ୍କର । କାଲି ବର୍ଷା ଯୋଗୁଁ ଅଧାରେ ଅଟକିଥିବା ମ୍ୟାଚ୍ ଆଜି ଆରମ୍ଭ ହୋଇଛି । ରିଜର୍ଭ ଡେରେ ନ୍ୟୁଜିଲାଣ୍ଡ ଇନିଂସ୍ର ୪୬.୧ ଓଭରରୁ ଖେଳ ଆରମ୍ଭ ହେବ । ନ୍ୟୁଜିଲାଣ୍ଡ ୫ ୱିକେଟ୍ ହରାଇ ୨୧୧ ରନ୍ ସଂଗ୍ରହ…

ଆଜି ପୁଣି ଖେଳାଯିବ ଅଧାରେ ଅଟକିଥିବା ମ୍ୟାଚ୍‌, ୫ ଓ୍ଵିକେଟ୍‌ ୨୧୧ ରନ୍‌ରୁ ଖେଳ ଆରମ୍ଭ କରିବ ନ୍ୟୁଜିଲାଣ୍ଡ

ମଞ୍ଚେଷ୍ଟର: ବର୍ଷା ପାଇଁ ଅଧାରେ ଅଟକିଥିବା ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍‌ ଆଜି ପୁଣି ଖେଳାଯିବ । ମଞ୍ଚେଷ୍ଟରର ଓଲ୍‌ଡ ଟ୍ରାଫର୍ଡରେ ଅପରାହ୍ନ ୩ଟାରୁ ଖେଳାଯିବ ମ୍ୟାଚ୍‌ । ଗତକାଲି ନ୍ୟୁଜିଲାଣ୍ଡ ଇନିଂସ୍‌ର ୪୬.୧ ଓଭରରେ ବର୍ଷା ହେବା କାରଣରୁ ମ୍ୟାଚ୍‌କୁ ଅଧାରୁ ଅଟକା ଯାଇଥିଲା ।…

ବିଶ୍ୱକପ୍‌ ପ୍ରଥମ ସେମିଫାଇନାଲ୍‌ : ବର୍ଷା ଓଗାଳିଲା ବାଟ, ନ୍ୟୁଜିଲାଣ୍ଡର ସ୍କୋର ୫ ଓ୍ଵିକେଟ୍‌ରେ ୨୧୧ ରନ୍‌; ଜାଣନ୍ତୁ…

ଲଣ୍ଡନ୍‌ : ମାଞ୍ଚେଷ୍ଟର ଓଲଡ୍‌ ଟ୍ରାଫର୍ଡ଼ରେ ଚାଲିଥିବା ଆଇିସିସି ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ବର୍ଷା ଯୋଗୁଁ ବାଧାପ୍ରାପ୍ତ ହୋଇଛି । ବର୍ଷା ଯୋଗୁଁ । ୪୭ତମ ଓଭରର ପ୍ରଥମ ବଲ୍‌ ପରେ ଦୁଇ ଅମ୍ପାୟାର ଆଲୋଚନା କରି ଖେଳକୁ ବନ୍ଦ ରଖିଛନ୍ତି । ଏହି ସମୟରେ ନ୍ୟୁଜିଲାଣ୍ଡର ସ୍କୋର…

ପ୍ରଭୁ ଗଣେଶଙ୍କୁ କଣ ମାଗିଛନ୍ତି ରୋହିତ ଶର୍ମା ? ଜାଣନ୍ତୁ

ମୁମ୍ବାଇ : ଏବେ ଚାଲିଛି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ୍‌ ମ୍ୟାଚ୍‌ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ପ୍ରବଳ ଆଶ ରହିଛି ଯେ ଦଳ ଆଜି ବିଜୟୀ ହୋଇ ଫାଇନାଲ୍‌କୁ ଯିବ । ଏପଟେ ଦଳର ଓପ୍ନର ତଥା ପୂରା ଫର୍ମରେ ଥିବା ରୋହିତ ଶର୍ମା ମଧ୍ୟ ଆଶା କରିଛନ୍ତି ପୁଣି…

ଆଜି ସେମିଫାଇନାଲରେ କୁଲଦୀପଙ୍କ ସ୍ଥାନରେ ଖେଳୁଛନ୍ତି ଚହଲ, ମାତ୍ର ୧ ରନରେ ନ୍ୟୁଜିଲାଣ୍ଡର ଯାଇଛି ଗୋଟିଏ ଓ୍ୱିକେଟ

ବିଶ୍ୱକପର ପ୍ରଥମ ସେମିଫାଇନାଲରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି ଲଢେଇ । ମଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡରେ ଟସ ଜିତି ବ୍ୟାଟିଂ କରୁଛି କିୱି ଟିମ୍ । ଟିମ ଇଣ୍ଡିଆ ପ୍ଲେଇଂ ଲେଭେନରେ ଗୋଟିଏ ପରିବର୍ତ୍ତନ ହୋଇଛି । କୁଲଦୀପ ଯାଦବଙ୍କ ସ୍ଥାନରେ ଚହଳ ସାମିଲ କରାଯାଇଛି । ୧୫ ପଏଣ୍ଟ ସହ ଟେବୁଲ…

ଇଂଲଣ୍ଡର ମାଞ୍ଚେଷ୍ଟର ସେମିଫାଇନାଲ ମୁକାବିଲା : ଟସ୍‌ ଜିତି ନ୍ୟୁଜିଲାଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଇଂଲଣ୍ଡର ମାଞ୍ଚେଷ୍ଟରରେ ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହେଉଛି ମୁକାବିଲା। ଚଳିତ ଆଇସିସି ବିଶ୍ୱକପ୍‌ରେ କିଏ ପ୍ରଥମ ଦଳ ଭାବେ ଫାଇନାଲ୍‌କୁ ଯିବ ସେକଥା ଆଜି ସ୍ପଷ୍ଟ ହୋଇଯିବ । ତେବେ ନ୍ୟୁଜିଲାଣ୍ଡ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାର ନିର୍ଣ୍ଣୟ ନେଇଛି। ଅର୍ଥାତ୍‌ ମ୍ୟାଚରେ ପ୍ରଥମେ…

ଆଉ କେଇ ଘଣ୍ଟା ପରେ ବିଶ୍ୱକପ୍‌ ପ୍ରଥମ ସେମିଫାଇନାଲ୍‌ : ଦୁଇ ଦଳ ପ୍ରସ୍ତୁତ, ବର୍ଷା ହେଲେ କାହାର ଲାଭ? ଜାଣନ୍ତୁ

ଆଉ କେଇ ଘଣ୍ଟାର ଅପେକ୍ଷା । ଇଂଲଣ୍ଡର ମାଞ୍ଚେଷ୍ଟରରେ ମୁକାବିଲା ହେବ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ । ଚଳିତ ଆଇସିସି ବିଶ୍ୱକପ୍‌ରେ କିଏ ପ୍ରଥମ ଦଳ ଭାବେ ଫାଇନାଲ୍‌କୁ ଯିବ ସେକଥା ସ୍ପଷ୍ଟ ହୋଇଯିବ । ଲିଗ୍‌ ପର୍ଯ୍ୟାୟ ଶେଷରେ ଭାରତ ରହିଛି ପଏଣ୍ଟ ତାଲିକା ଶୀର୍ଷରେ ଏବଂ ନ୍ୟୁଜିଲାଣ୍ଡ ଶେଷ…

ଆସନ୍ତାକାଲି ବିଶ୍ୱକପ୍‌ରେ ପ୍ରଥମ ସେମିଫାନାଲ, ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ

କେନ୍ୟୁଜ୍ : ଆସନ୍ତାକାଲି ବିଶ୍ୱକପ୍‌ରେ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାନାଲ । ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଟିମ୍‌କୁ ଭେଟିବ । ମାଞ୍ଚେଷ୍ଟରରେ ୪୪ ବର୍ଷ ପରେ ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ । ଚଳିତ ବିଶ୍ୱକପ୍‌ରେ ଏହି ଦୁଇ…