ଛିଡିଲାନି ବନ୍ଧୁତାର ଡୋରି, ଏକାସାଥିରେ ଗୋଟିଏ ସମୟରେ ଚାଲିଗଲେ ଦୁଇ ବନ୍ଧୁ
ସୁବର୍ଣ୍ଣପୁର (କେନ୍ୟୁଜ) : ଏକା ସାଥିରେ ରହୁଥିଲେ,ଏକାଠି ଖାଉଥିଲେ ଆଉ ଏକାଠି ପାଠ ବି ପଢୁଥିଲେ । ଖାଲି ସେତିକି ନୁହେଁ ଦୁଇବନ୍ଧୁ ଏକା ସାଙ୍ଗରେ ବେଦାନ୍ତ କମ୍ପାନୀରେ ଚାକିରୀ ବି ପାଇଥିଲେ । ହେଲେ କିଏ ଜାଣିଥିଲା ଦୁଇବନ୍ଧୁ ଦିନେ ସାଥି ହୋଇ ଆରପାରିକୁ ଚାଲିଯିବେ ବୋଲି । ବନ୍ଧୁର ବନ୍ଧୁତା ଏତେ ଗଭୀର ଥିଲା ଯେ ସାଥି ହୋଇ ଚାଲିଗଲେ ଅଫେରା ରାଇଜକୁ ।
ବୁଧବାର ସକାଳୁ ସକାଳୁ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାର ଗୌରାଙ୍ଗ…
Read More...