ପାଗଳ କାମୁଡ଼ା କୁକୁର କାମୁଡ଼ାରେ ୧୧ ଆହତ: ମେଡିକାଲରେ ଭର୍ତ୍ତି
ବଣାଇ (କେନ୍ୟୁଜ): ବଣାଇରେ ଘାରିଛି ପାଗଳ କାମୁଡ଼ା କୁକୁର ଭୟ । ପିଲାଠୁ ନେଇ ବୟସ୍କ, ରାସ୍ତାରେ ଯା’ ଆସ କଲାବେଳେ କୁକୁର କାମୁଡ଼ା ଓ ଆକ୍ରମଣର ଶିକାର ହେଉଛନ୍ତି । ରଥଚକ ବଜାର ଦାଣ୍ଡରେ ପାଗଳ କୁକୁରର ଆତଙ୍କ ଦେଖିବାକୁ ମିଳିଛି । ଏଠାରେ ପ୍ରାୟ ସବୁ ଅଞ୍ଚଳରେ ଲୋକେ ବୁଲା କୁକୁରକୁ ନେଇ ଅତିଷ୍ଠ ହୋଇପଡିଛନ୍ତି । ରାତି କଥା ତ ଛାଡ଼ନ୍ତୁ, ଦିନରେ ବି କୁକୁର କାମୁଡୁଥିବା ଅଭିଯୋଗ ହେଉଛି । ବିଶେଷ ଭାବେ ଗାଡ଼ିରେ ଯିବା ଆସିବା କଲା…
Read More...