ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ, ଗିରଫ ହେଲା ଅଭିଯୁକ୍ତ
ଗଜପତି : ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ଗିରଫ ହେଲା ୫୫ ବର୍ଷୀୟ ଅଭିଯୁକ୍ତ । ଗଜପତି ଜିଲ୍ଲା ମୋହନା ଥାନା ଅଂଚଳରେ ଏହି ଘଟଣା ଘଟିଛି । ଅଭିଯୁକ୍ତ ବଳରାମ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ପୀଡିତାଙ୍କ ପରିବାର ଅଭିଯୋଗ କରିଛନ୍ତି, ଗତକାଲି ସନ୍ଧ୍ୟାରେ ଶିଶୁକନ୍ୟା ଘର ପିଣ୍ଡାରେ ବସିଥିଲା ।
କିଛି ସମୟ ପରେ ତାଙ୍କୁ ପାଇ ନଥିଲେ ମାଆ । ବହୁ ଖୋଜାଖୋଜି ପରେ ଟଟଙ୍ଗପଡା ଗାଁ ନିକଟ ଏକ ଜଙ୍ଗଲ ରାସ୍ତା…
Read More...