ସଲମାନଙ୍କ ଘରେ ବାହାରେ ଗୁଡିମାଡ ମାମଲା: ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ସଫଳତା, ମିଳିଲା ୨ଟି ବନ୍ଧୁକ
ସଲମାନ ଖାନଙ୍କ ଘରେ ବାହାରେ ହୋଇଥିବା ଗୁଳିମାଡ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରୁଛି । ଏହି ମାମଲାରେ କ୍ରାଇମବ୍ରାଞ୍ଚକୁ ବଡ ସଫଳତା ମିଳିଛି । ଗୁଜରାଟ ସୁରଟର ତାପି ନଦୀରୁ ବ୍ୟବହାର ହୋଇଥିବା ବନ୍ଧୁକକୁ ଜବତ କରାଯାଇଛି । ପୋଲିସକୁ ବନ୍ଧୁକ ସହିତ ମାଗାଜିନ ମଧ୍ୟ ମିଳିଛି । ଏହି ମାମଲାରେ ଗତକାଲି କ୍ରାଇମବ୍ରାଞ୍ଚକୁ ଗୋଟିଏ ବନ୍ଧୁକ ମିଳିଥିଲା । ଆଉ ଦ୍ୱିତୀୟ ବନ୍ଧୁକକୁ ଖୋଜୁଥିଲା କ୍ରାଇମବ୍ରାଞ୍ଚ । ତେବେ…
Read More...