ମୃତ୍ୟୁ ପରେ ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ ସଂଯୁକ୍ତା
କଟକ(କେନ୍ୟୁଜ): ମୃତ୍ୟୁ ପରେ ଅଙ୍ଗଦାନ କରି ଜୀବନ ବଞ୍ଚାଇଲେ । ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସଂଯୁକ୍ତା ପାତ୍ର । ଯାହାଙ୍କ ମସ୍ତିଷ୍କ ଆଘାତ ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହା ପରେ ତାଙ୍କର ଦୁଇଟି କିଡନୀ ଓ ଲିଭର କଢାଯାଇଥିଲା । ଗୋଟିଏ କଟକ ଏସସିବି ମେଡିକାଲ ଓ ଅନ୍ୟ କିଡନୀ ଟି ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ପ୍ରତିରୋପଣ କରାଯିବା ପାଇଁ ସ୍ଥିର ହୋଇଥିଲା ।
ସେହିପରି ଲିଭରକୁ…
Read More...