କ୍ଷୀର ପ୍ରତ୍ୟେକ ଦିନ ପିଇବା ପାଇଁ ପୁଷ୍ଟିକର ଅଟେ କି ?
ଆମେ ସମସ୍ତେ ଜାଣୁ ଯେ, ଶିଶୁର ବିକାଶ କେବଳ କ୍ଷୀର ପିଇବା ଦ୍ୱାରା ହୋଇଥାଏ । ଯଦିଓ ମଣିଷ ପାଇଁ କ୍ଷୀର ପୁଷ୍ଟିକର ତେବେ କିଛି ପଶୁଙ୍କ କ୍ଷୀର ପିଇବା ସୁସ୍ଥକର ବୋଲି କୁହାଯାଏ । ଦୀର୍ଘ ଶତାବ୍ଦୀ ଧରି ମଣିଷ ଗାଈ,ଛେଳି, ମଇଁଷି ପରି ଶାକାହାରୀ ପ୍ରାଣୀମାନଙ୍କର କ୍ଷୀର ପିଉଥିଲେ । କ୍ଷୀର ପିଇବାର ହଜାର ହଜାର ଲାଭ ବିଜ୍ଞାପନରେ ଗଣନା କରାଯାଇଛି । ଶିଶୁର ବିକାଶ ହେଉ କିମ୍ବା ଦୁର୍ବଳ ହାଡର ପୁନର୍ଜୀବନ ହେଉ, କ୍ଷୀରକୁ ସର୍ବୋତ୍ତମ…
Read More...