ସନ୍ଦେହ ଘେରରେ ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବାସ ଭବନ ଉପରେ ଡ୍ରୋନ
ଝାରସୁଗୁଡା : ଆଜି ଅପରାହ୍ନ ୨ଟା ସମୟରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଆମଦରହ ଠାରେ ସାଂସଦ ତଥା ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ବାସ ଭବନ ଉପରେ ଏକ ବଡ଼ ଆକାରର ଡ୍ରୋନ କ୍ୟାମେରା କେମେରା ଘୁରୁଥିବା ଦେଖିବାକୁ ମିଳିଛି ।
ଡ୍ରୋନଟି ଏକ ଇଲେକ୍ଟ୍ରି ଟାୱାରରେ ପିଟି ହୋଇ ତଳେ ପଡିବା ପରେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ନେଇ ସାଂସଦ ପୂଜାରୀ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଲା ପରେ…
Read More...