ଭୋଟର କାର୍ଡ ହଜି ଯାଇଛି କି ? ଏହି ଉପାୟରେ ଦେଇପାରିବେ ଭୋଟ୍
ଏଥର ନିର୍ବାଚନରେ ଅନେକ ଲୋକ ଭୋଟ ଦେବେ । କିନ୍ତୁ ଯଦି ଆପଣଙ୍କର ଭୋଟର କାର୍ଡ ହଜିଯାଇଛି, ତେବେ ଏହି ଖବର ଆପଣଙ୍କ ପାଇଁ । ଆଜି ଆମେ ଆପଣଙ୍କୁ ଭୋଟର କାର୍ଡର ଡିଜିଟାଲ ଭର୍ସନ ଡାଉନଲୋଡ କରିବା ପାଇଁ ଏକ ଟେକନିକ୍ ଜଣାଇବୁ । ଯାହା ଦ୍ୱାରା ଆପଣ ସହଜରେ ନିଜର ଭୋଟର କାର୍ଡ ପାଇପାରିବେ ।
ଆପଣ ଘରେ ବସି ନିଜ ଭୋଟର ଆଇଡି କାର୍ଡ ଡାଉନଲୋଡ କରିବାକୁ ଚାହୁଁଥିଲେ https //electoral search.eci.gov.in େଓ୍ଵବସାଇଟରେ ଭିଜିଟ୍…
Read More...