ଭୁବନେଶ୍ବର ଲୋକସଭା ଆସନରେ ହେବ ବିଗ ଫାଇଟ୍, ମୁହାଁମୁହିଁ ହେବେ ଅପରାଜିତା ଓ ମନ୍ମଥ
ଭୁବନେଶ୍ବର (କେନ୍ୟୁଜ): ଏଥର ଭୁବନେଶ୍ବର ଲୋକସଭା ଆସନରେ ହେବ ଅପରାଜିତା ବନାମ ମନ୍ମଥ ରାଉତରାୟ ବିଗ ଫାଇଟ । ବିଜେଡିରୁ ମନ୍ମଥ ରାଉତରାୟ ଭୁବନେଶ୍ବର ଲୋକସଭା ଆସନ ପାଇଁ ପ୍ରାର୍ଥୀ ହେବା ପରେ ଏହାର କଣ ରହିବ ପ୍ରଭାବ ତା ଉପରେ ଚର୍ଚ୍ଚା ଆରମ୍ଭ ହୋଇଛି । ଭୁବନେଶ୍ବର ଲୋକସଭା ନିର୍ବାଚନରେ କଣ ରହିବ ମନ୍ମଥଙ୍କ ଇମ୍ପାକ୍ଟ ?
ଗତ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ୪ଲକ୍ଷ ୮୬ ହଜାର ୯୯୧ ଖଣ୍ଡ…
Read More...