ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା
ଭୁବନେଶ୍ୱର : ଆଜି ଆସିବ ବିଜେଡିର ଅଷ୍ଟମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା। ବଳକା ୬ ଆସନରେ ପ୍ରାର୍ଥୀ ଘୋଷଣା ବାକି ରହିଛି। ଖୋର୍ଦ୍ଧା, ବେଗୁନିଆ, ଖଣ୍ଡପଡ଼ା, କୋରେଇ, ଭୋଗରାଇ ଓ ନୀଳଗିରି ଆସନରେ ପ୍ରାର୍ଥୀଙ୍କ ତାଲିକା ବାକି ରହିଛି।
ଖଣ୍ଡପଡ଼ା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇନଥିବା ବେଳେ ସୌମ୍ୟରଞ୍ଜନଙ୍କୁ ନେଇ ସସପେନ୍ସ ଜାରି ରହିଛି। ଆଜି ଏହା ଉପରୁ ପରଦା ଉଠିବ। ଏଯାଏ ବିଜେଡି ୧୪୧ ବିଧାୟକ ପ୍ରାର୍ଥୀଙ୍କ ନାଁ…
Read More...