ପୁରୀରୁ ୧୨ ଜଣ ପଜିଟିଭ ଚିହ୍ନଟ, ଚାଲିଛି କଣ୍ଟାକଟ ଟ୍ରେସିଙ୍ଗ

ପୁରୀ: ଗତ ସପ୍ତାହେ ଧରି ପୁରୀରେ ଚାଲିଛି କୋଭିଡ ଟେଷ୍ଟ। ଏହା ଭିତରେ ପୁରୀରେ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।ସମୁଦାୟ ୫୫୬୯ ଜଣଙ୍କ ମଧ୍ୟରୁ ୧୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଏହି ସମସ୍ତଙ୍କୁ ସଂକ୍ରମିତଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତ୍ତମାନ ପଜିଟିଭ ଚିହ୍ନଟ ହୋଇଥିବା ଅଂଚଳକୁ କଣ୍ଟେନମେଣ୍ଟ ଜୋନ କରାଯାଇ କଣ୍ଟାକଟ ଟ୍ରେସିଙ୍ଗ ଚାଲିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।

puri

Leave A Reply

Your email address will not be published.