ରାଜ୍ୟରେ ପୁଣି ବଢିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ଯା, ଆଜି ଆଉ ୧୪୬ କରୋନା ପଜିଟିଭ୍ ଚିହ୍ନଟ‌

ଭୁବନେଶ୍ବର: ରାଜ୍ୟକୁ ପୁଣି ଘାରିଲା କରୋନା ଭୟ। ପୁଣି ୧୦୦ ଉପରେ ସଂକ୍ରମଣ। ଆଉ ୧୪୬ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍‌ରୁ ୮୭, ଲୋକାଲ କେସ୍‌ ରହିଛି ୫୯ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୩ଲକ୍ଷ ୩୮ହଜାର୯୬୩ରେ ପହଞ୍ଚିଛି। ୩ଲକ୍ଷ ୩୬ହଜାର ୧୨୪, ଆକ୍ଟିଭ୍‌ କେସ୍‌ ଥିବାବେଳେ ସୁସ୍ଥ ହୋଇଛନ୍ତି ୮୬୭ ଜଣ।

Leave A Reply

Your email address will not be published.