ରେଡ୍‌ ଜୋନରେ ରାଜ୍ୟର ୧୫ ଜିଲ୍ଲା

ଭୁବନେଶ୍ବର: ରାଜ୍ୟର ୧୫ ଜିଲ୍ଲା ରେଡ୍‌ ଜୋନ୍‌ । ପୂର୍ବରୁ ୧୨ ଜିଲ୍ଲା ଥିବାବେଳେ ଆଜି ରେଡ୍‌ ଜୋନ୍‌ ତାଲିକାରେ ଯୋଡି ହୋଇଛି ଆଉ ୩ ଜିଲ୍ଲା । ଗଞ୍ଜାମ, ଅନୁଗୁଳ ଓ ମୟୁରଭଞ୍ଜ ରେଡ୍‌ ଜୋନ୍‌ ଲିଷ୍ଟକୁ ଆସିଛି।

ପୂର୍ବରୁ ରେଡ୍‌ ଜୋନ୍‌ ତାଲିକାରେ ରହିଥିଲା ଯାଜପୁର, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼, ନୂଆପଡ଼ା, କଳାହାଣ୍ଡି, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା, ନବରଙ୍ଗପୁର ପୁରୀ ଓ ବଲାଙ୍ଗିର । ୧୫ରେଡ୍‌ ଜୋନ୍‌ ଜିଲ୍ଲାରେ ଆକ୍‌ଟିଭ୍‌ କେସ୍‌ ୪୦ହଜାର ୨୪୧ ରହିଛି ଯାହାକି ପ୍ରାୟ ୮୧.୯୯% ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.