ରାଜ୍ୟରେ ଆଜି ସର୍ବାଧିକ ୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ଯୁ, ଚିହ୍ନଟ ହେଲେ ୪୩୪୦ ଆକ୍ରାନ୍ତ

ଭୁବନେଶ୍ବର: ରାଜ୍ୟରେ ଆଉ ୪ ହଜାର ୩୪୦କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୨୫୧୭ ଓ ଲୋକାଲ କେସ୍ ରହିଛି ୧୮୨୩ । ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୬୫୩ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୫୬୭ ନୂଆ କେସ୍ ସାମ୍ନାକୁ ଆସିଛି । ପୁରୀରେ ୨୦୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୯୬ହଜାର ୮୮୮କୁ ବୃଦ୍ଧି ପାଇଛି । ୩୮ ହଜାର ୮୧୮ ଚିକିତ୍ସିତ ଥିବାବେଳେ ସୁସ୍ଥ ହେଲେଣି ୧ଲକ୍ଷ ୫୭ ହଜାର ୨୬୫ ।
Covid-19 Report For 23rd September
New Positive Cases: 4340
In quarantine: 2517
Local contacts: 1823(Details of local contacts will be shared by concerned Dist Administration)
District Wise Cases
1. Angul: 155
2. Balasore: 162
3. Bargarh: 108
4. Bhadrak: 105
5. Balangir: 53— I & PR Department, Odisha (@IPR_Odisha) September 24, 2020todaytoday
6. Boudh: 67
7. Cuttack: 567
8. Deogarh: 22
9. Dhenkanal: 56
10. Gajapati: 19
11. Ganjam: 90
12. Jagatsinghpur: 193
13. Jajpur: 151
14. Jharsuguda: 174
15. Kalahandi: 58
16. Kandhamal: 143
17. Kendrapada: 109
18. Keonjhar: 90
19. Khurda: 653
20. Koraput: 77
21. Malkangiri: 34— I & PR Department, Odisha (@IPR_Odisha) September 24, 2020
22. Mayurbhanj: 127
23. Nawrangpur: 143
24. Nayagarh: 84
25. Nuapada: 74
26. Puri: 203
27. Rayagada: 62
28. Sambalpur: 130
29. Sonepur: 129
30. Sundargarh: 138
31. State Pool: 164New Recovery: 4052
Cumulative Tested: 2956301
Positive: 196888
Recovered: 157265
Active Case: 38818— I & PR Department, Odisha (@IPR_Odisha) September 24, 2020
ରାଜ୍ୟରେ ଆଜି ସର୍ବାଧିକ ୧୬ଜଣ କରୋନା ଆକ୍ରାନ୍ତଙ୍କ ମୃତ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାପଛରୁ ପୁରୀରୁ ୪ ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭାଇରସ୍ । କେନ୍ଦ୍ରାପଡାରୁ ୨ ଜଣ କରୋନା ରୋଗୀଙ୍କ ପ୍ରାଣ ନେଇଛି ଭୂତାଣୁ । ବଲାଙ୍ଗିର, ମୟୂରଭଞ୍ଜ, ନୟାଗଡ଼, ରାୟଗଡ଼ା ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ ଭାଇରସ୍ କରୋନା । ରାଜ୍ୟରେ କରୋନାଜନିତ ମୃତ୍ୟୁ ୭୫୨କୁ ବୃଦ୍ଧି ହୋଇଛି ।