ପୁଣି ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୭କୁ ବୃଦ୍ଧି

ଯାଜପୁର: ଯାଜପୁରରେ ଆଉ ୨ କୋରୋନା ପଜିଟିଭ ଚିହ୍ନଟ । ଯାଜପୁରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୫୫ ବର୍ଷିୟ ପୁରୁଷ ଯିଏକି ବିରଜାପୁର ଅଞ୍ଚଳର ଏବଂ ଆଉ ଜଣେ ୭୫ ବର୍ଷିୟା ମହିଳା ଯିଏକି କଟିକଟା ଅଞ୍ଚଳର ବୋଲି ଜଣାପଡିଛି । ଉଭୟ କୋଲକତା ଫେରନ୍ତାଙ୍କ ସଂସ୍ପର୍ଶ ଆସିଥିଲେ । ତେବେ ଏମାନଙ୍କୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪୭ରେ ପହଞ୍ଚିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.