ବିଏମ୍‌ସିର ଆଉ ଏକ ମାଇଲଖୁଣ୍ଟ: ଭୁବନେଶ୍ୱରରେ ପୂରଣ ହେଲା ୨୦ଲକ୍ଷ ଟିକାକାରଣର ଟାର୍ଗେଟ

ଭୁବନେଶ୍ୱର(କେନ୍ଯୁଜ୍): ଟିକାକରଣରେ ବିଏମ୍‌ସିର ଆଉ ଏକ ମାଇଲଖୁଣ୍ଟ। ଭୁବନେଶ୍ୱରରେ ୨୦ଲକ୍ଷ ଟିକାକାରଣ ଟାର୍ଗେଟ ପୂରଣ ହୋଇଛି। ଗତକାଲି ସୁଦ୍ଧା ମୋଟ ୨୦ଲକ୍ଷ ୪ହଜାର ୬୨୮ ଡୋଜ୍‌ ଟିକା ଦିଆଯାଇଛି।

ସେଥିମଧ୍ୟରୁ ୧୧ଲକ୍ଷ ୧୯ହଜାର ୬୨୮ ଜଣ ପ୍ରଥମ ଡୋଜ୍‌ ଓ ୮ଲକ୍ଷ ୮୪ହଜାର ୯୬୪ଜଣ ବିଭିନ୍ନ ବର୍ଗ ଓ ବୟସର ବ୍ୟକ୍ତି ଉଭୟ ଡୋଜ୍‌ ଟିକା ନେଇସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.