ରାଜ୍ୟରେ ଆଜି ୪ ହଜାର ୨୦୮ କରୋନା ପଜିଟିଭ୍ ଚିହ୍ନଟ, ଗଲା ୧୫ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଉ ୪ ହଜାର ୨୦୮ କରୋନା ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୨୪୬୨ ଓ ଲୋକାଲ କେସ୍ ରହିଛି ୧୭୪୬ । ପୁଣି ଖୋର୍ଦ୍ଧାରୁ ସର୍ବାଧିକ ୭୨୫ ଆକ୍ରାନ୍ତ ଚିହ୍ନଟ । ଦ୍ୱିତୀୟରେ ରହିଛି କଟକ । ଦିନକରେ କଟକ ଜିଲ୍ଲାରୁ ୪୬୫ ନୂଆ କେସ୍ ସାମ୍ନାକୁ ଆସିଛି ।ଯାଯପୁରରେ ୨୩୭ ଏବଂ ପୁରୀରେ ୧୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦୧୦୯୬କୁ ବୃଦ୍ଧି ପାଇଛି । ୩୯ ହଜାର ୨୩୨ ଚିକିତ୍ସିତ ହେଉଛନ୍ତି ।
Covid-19 Report For 24th September
New Positive Cases: 4208
In quarantine: 2462
Local contacts: 1746(Details of local contacts will be shared by concerned Dist Administration)
District Wise Cases
1. Angul: 194
2. Balasore: 118
3. Bargarh: 114
4. Bhadrak: 48
5. Balangir: 76— I & PR Department, Odisha (@IPR_Odisha) September 25, 2020
6. Boudh: 29
7. Cuttack: 465
8. Deogarh: 20
9. Dhenkanal: 68
10. Gajapati: 13
11. Ganjam: 63
12. Jagatsinghpur: 181
13. Jajpur: 237
14. Jharsuguda: 81
15. Kalahandi: 116
16. Kandhamal: 102
17. Kendrapada: 110
18. Keonjhar: 82
19. Khurda: 725
20. Koraput: 72
21. Malkangiri: 61— I & PR Department, Odisha (@IPR_Odisha) September 25, 2020
22. Mayurbhanj: 154
23. Nawrangpur: 131
24. Nayagarh: 52
25. Nuapada: 175
26. Puri: 199
27. Rayagada: 61
28. Sambalpur: 131
29. Sonepur: 26
30. Sundargarh: 80
31. State Pool: 224New Recovery: 3779
Cumulative Tested: 3009183
Positive: 201096
Recovered: quote
Active Cases: 39232— I & PR Department, Odisha (@IPR_Odisha) September 25, 2020
ରାଜ୍ୟରେ ଆଉ ୧୫ ଜୀବନ ନେଲା ମାରାତ୍ମକ କରୋନା ଭାଇରସ୍। ନୂଆ ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ୭୬୭ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ପୁରୀରୁ ୩ ଜଣଙ୍କ ମୁଣ୍ଡ ନେଇଛି ମାରାତ୍ମକ ଭାଇରସ୍ । ମୟୁରଭଞ୍ଜରୁ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କଟକରୁ ୧, ରାୟଗଡ଼ାରୁ ୧, କେନ୍ଦ୍ରାପଡ଼ାରୁ ୧ , କନ୍ଧମାଳରୁ ୧, ଅନୁଗୁଳରୁ ୧, ଓ ବଲାଙ୍ଗିରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ନେଇଛି ପ୍ରାଣଘାତୀ ଭାଇରସ୍ କରୋନା ।