କରୋନା ଭାଇରସ

ବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ

ବ୍ରହ୍ମପୁର : ରାଜ୍ୟର ବିଭିନ୍ନ ଜେଲ୍‌ରେ ବ୍ୟାପୁଛି କରୋନା। ବ୍ରହ୍ମପୁର ମଣ୍ଡଳ କାରାଗାରର ୪୬ କଏଦୀ ସଂକ୍ରମିତ। ସଂକ୍ରମିତଙ୍କ ମଧ୍ୟରେ ୫ଜଣ ମହିଳା ଅଛନ୍ତି। ମୋଟ ୮୪ଜଣଙ୍କ ପରୀକ୍ଷା କରାଯାଇଥିଲା।

ସମସ୍ତ ସଂକ୍ରମିତଙ୍କୁ କାରାଗାର ଭିତରେ ଥିବା କୋଭିଡ୍‌ କେୟାର ସେଣ୍ଟରରରେ ରଖାଯାଇଛି। ସେଠାରେ ସେମାନଙ୍କର ଚିକିତ୍ସା କରାଯାଉଥିବା ଜେଲ୍‌ କର୍ତ୍ତୁପକ୍ଷ ସୂଚନା ଦେଇଛନ୍ତି। ସେପଟେ ସପ୍ତାହାନ୍ତ ଲକ୍‌ଡାଉନ୍‌ରେ ଆଜି ଶେଷ ଦିନ। ଶନି ଓ ରବି ପୁଣି ଦୁଇ ଦିନିଆ ସଂପୂର୍ଣ୍ଣ ସଟ୍‌ଡାଉନ୍‌। ତେଣୁ ଅତ୍ୟାବଶ୍ୟକ ଜିନିଷ କିଣିବାକୁ ଆଜି ମାର୍କେଟରେ ଲୋକଙ୍କ ଭିଡ ଜମିଛି। ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ୟମ ଚାଲିଛି।

Sonalisa

Recent Posts

ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ, ଗ୍ରୀଷ୍ମଲହରୀ ପାଇଁ ଆଗକୁ ବଢ଼ିପାରୁନି

ଭୁବନେଶ୍ୱର : ଆଗଉନି ମୌସୁମୀ । ମାଲକାନଗିରି ଜିଲ୍ଲାରେ ଅଟକିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଥର ସଅଳ ମୌସୁମୀ…

10 mins ago

ଶୁଆକୁ ନେଇ ରିଲ୍ସ କରିବା ପଡ଼ିଲା ମହଙ୍ଗା, ବନବିଭାଗ ଘରେ ଚଢ଼ାଉ କରି ନେଇଗଲେ

କଟକ: ଖୁଆଇ ନଦେଲେ ଖାଉ ନଥିଲେ । ପିଆଇ ନ ଦେଲେ ପିଉ ନଥିଲେ । ଏ ଘରେ ମୋ…

22 mins ago

Xରେ ବଡ ପରିବର୍ତ୍ତନ, ଏବେ ପୋଷ୍ଟରେ ଆସୁଥିବା ଲାଇକ୍ ରହିବ ପ୍ରାଇଭେଟ୍

ଟେସଲା ଏବଂ ସ୍ପେସ୍ ଏକ୍ସ ସିଇଓ ଏଲୋନ୍ ମସ୍କ X କିଣିବା ଦିନରୁ ସେଥିରେ ଅନେକ ପରିବର୍ତ୍ତନ କରିଛନ୍ତି ।…

24 mins ago

ପୁଣି ବିବାଦରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା, ଠକେଇ ମାମଲାରେ କୋର୍ଟରୁ ମିଳିଛି ନୋଟିସ୍‌

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ କୁନ୍ଦ୍ରା ଏବଂ ସ୍ୱାମୀ ରାଜ କୁନ୍ଦ୍ରା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ଶିଳ୍ପା…

33 mins ago

ବିଜେଡି ସୁପ୍ରିମୋଙ୍କୁ ସାକ୍ଷାତ କଲେ ବରିଷ୍ଠ ନେତା

ବିଜେଡି ସୁପ୍ରିମୋଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ବରିଷ୍ଠ ନେତା । ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦଳର…

34 mins ago

ବିଳମ୍ବିତ ରାତିରେ ଲୁଟ, ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ ଟିମର ତଦନ୍ତ ଜାରି

କେନ୍ଦୁଝର(କେନ୍ୟୁଜ): ଲୁଟ୍‌ କରିବା ପାଇଁ ଲୁଟେରାଙ୍କ ଚାଲାକି ବଢ଼ିଚାଲିଛି । ଦିନ ବେଳେ ଚୋରି କରିବା ସ୍ଥାନକୁ ଟାର୍ଗେଟ କରୁୁଛନ୍ତି…

53 mins ago