ଥମିବାର ନା ନେଉନି କରୋନା: ଆଜି ପୁଣି ରାଜ୍ଯରେ ଆଉ ୫୭୦ ନୂଆ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ଆଜି ରାଜ୍ଯରେ ଆଉ ୫୭୦ ନୂଆ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୩୮୪ ଏବଂ ଲୋକାଲ କେସରୁ ୧୮୬ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ୍ ସଂକ୍ରମିତଙ୍କ ସଂଖ୍ଯା ୧୨୫୨୬ରେ ପହଁଚିଛି । ତେବେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୧୮ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 10th July
New Positive Cases: 570
In Quarantine: 384
Local Contacts: 186(Details of local contacts will be shared by concerned Dist Administration)
District Wise Cases
1. Angul: 11
2. Balasore: 3
3. Bhadrak: 2
4. Boudh: 3
5. Cuttack: 46
6. Gajapati: 25— I & PR Department, Odisha (@IPR_Odisha) July 11, 2020
7. Ganjam: 218
8. Jagatsinghpur: 16
9. Jajpur: 40
10. Jharsuguda : 31
11. Kendrapada: 6
12. Keonjhar: 14
13. Khorda: 37
14. Koraput: 11
15. Mayurbhanj: 10
16. Nayagarh: 37
17. Puri: 15
18. Sambalpur: 1
19. Sundargarh: 44— I & PR Department, Odisha (@IPR_Odisha) July 11, 2020
ଏହାସହ ସୁନ୍ଦରଗଡରୁ ୪୪, ସମ୍ବଲପୁରରୁ ୧, ପୁରୀରୁ ୧୫, ନୟାଗଡରୁ ୩୭,ମୟୁରଭଞ୍ଜରୁ ୧୦, କୋରାପୁଟରୁ ୧୧, ଖୋର୍ଦ୍ଧାରୁ ୩୭, କେନ୍ଦୁଝରରୁ ୧୪, କେନ୍ଦ୍ରାପଡାରୁ ୬, ଝାରସୁଗୁଡାରୁ ୩୧, ଯାଜପୁରରୁ ୪୦, ଜଗତସିଂହପୁରରୁ ୧୬ , ଅନୁଗୁଳରୁ ୧୧ , ବାଲେଶ୍ବରରୁ ୩, ଭଦ୍ରକରୁ ୨, ବୌଦ୍ଧରୁ ୩, କଟକରୁ ୪୬ ଏବଂ ଗଜପତିରୁ ୨୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।