ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୪ ଜଣ କରୋନା ଆକ୍ରାନ୍ତ, ଗଲା ଜଣଙ୍କର ଜୀବନ

ଭୁବନେଶ୍ବର: ଆଜି ରାଜ୍ୟରେ ଚିହ୍ନଟ ହେଲେ ୭୪ ଜଣ କରୋନା ଆକ୍ରାନ୍ତ । ସଂଗରୋଧ କେନ୍ଦ୍ରରୁ ୪୫ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ହଜାର ୩୫୧କୁ ବୃଦ୍ଧି ପାଇଛି। ସେହିପରି ସୁସ୍ଥ ହେଲେଣି ପାଖାପାଖି ୩ ଲକ୍ଷ ୩୪ହଜାର ୬୪୭। ଆକ୍ଟିଭ କେସ୍‌ ରହିଛି ୭୩୪।

  ଏହାସହିତ ଆଜି ଜଣଙ୍କର ଜୀବନ ନେଇଛି ମାରାତ୍ମକ ଭାଇରସ୍ । ଭୁବନେଶ୍ବରର ଜଣେ ୫୪ବର୍ଷର ପୁରୁଷ କରୋନାରେ ମୃତ୍ୟୁବରଣ କରିଛନ୍ତି ।

Leave A Reply

Your email address will not be published.