ରାଜ୍ୟରେ ଆଜି ୮ ଜଣଙ୍କ ଜୀବନ ନେଲା କରୋନା, ମୋଟ୍ ମୃତ୍ୟୁସଂଖ୍ୟା ୩୮୦ରେ ପହଁଚିଲା

ଭୁବନେଶ୍ବର: ରାଜ୍ୟରେ ଆଜି ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୩୮୦ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୪ଜଣଙ୍କର ମୃତ୍ଯୁ ହୋଇଛି । ଏହାସହିତ ଭୁବନେଶ୍ବର,କଟକ,ଢେଙ୍କାନାଳ ଓ ପୁରୀରୁ ଜଣେ ଲେଖାଁଏ କରୋନା ଆକ୍ରାନ୍ତଙ୍କର ମୃତ୍ଯୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.