କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ ୩୪୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରେ ସର୍ବାର୍ଗେ ରହିଛି ଖୋର୍ଦ୍ଧା ଜିଲ୍ଲା। ତେବେ ନଜର ପକାନ୍ତୁ ଆଜି କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି।
Another 3443 #COVID19 patients have recovered and are being discharged on 05.09.2020
951 from Khordha
251 from Cuttack
213 from Mayurbhanj
164 from Bhadrak
161 from Dhenkanal
154 from Rayagada
148 from Ganjam
144 from Jajapur
137 from Baleswar
117 from Nayagarh
110 from Koraput— H & FW Dept Odisha (@HFWOdisha) September 5, 2020
12 from Kalahandi
11 from Boudh
8 from Deogarh
5 from AnugulThe total recovered cases of Odisha now stand at 93774
— H & FW Dept Odisha (@HFWOdisha) September 5, 2020
ଖୋର୍ଦ୍ଧାର ୯୫୧, କଟକର ୨୫୧,ମୟୂରଭଞ୍ଜର ୨୧୩,ଭଦ୍ରକର ୧୬୪,ଢେଙ୍କାନାଳର ୧୬୧,ରାୟଗଡାର ୧୫୪,ଗଞ୍ଜାମର ୧୪୮,ଯାଜପୁରର ୧୪୪,ବାଲେଶ୍ବରର ୧୩୭,ନୟାଗଡର ୧୧୭,କୋରାପୁଟର ୧୧୦,ଜଗତସିଂହପୁରର ୧୦୭,ପୁରୀ ୧୦୫,ସମ୍ବଲପୁରର ୧୦୦, ଝାରସୁଗୁଡାର ୬୭,ମାଲକାନଗିରିର ୬୪, ବଲାଙ୍ଗିରର ୬୧,କେନ୍ଦ୍ରାପଡାର ୬୧,ବରଗଡର ୫୬,କେନ୍ଦୁଝରର ୫୪,ସୋନୁପରର ୪୧,ସୁନ୍ଦରଗଡର ୩୮,ନବରଙ୍ଗପୁରର ୩୩,କନ୍ଧମାଳର ୨୪,ଗଜପତିର ୨୩, ନୂଆପଡାର ୨୩,କଳାହାଣ୍ଡିର ୧୨,ବୌଦ୍ଧର ୧୧,ଦେବଗଡର ୮, ଅନୁଗୁଳର ୫ କରୋନା ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଥିବାରୁ ସ୍ବାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଟ୍ବିଟ ଯୋଗେ ସୂଚନା ଦେଇଛି। ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା ୯୩୭୭୪ରେ ପହଞ୍ଚିଛି।