ଭଦ୍ରକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି, ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍‌ କରି ଦିଆଗଲା ସୂଚନା

ଭଦ୍ରକ: ଭଦ୍ରକରେ ୧୨ ଘଣ୍ଟିଆ କର୍ଫ୍ୟୁ। ଜିଲ୍ଲା ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ଏହି ସମୟରେ ଲୋକଙ୍କ ରାତିରେ ଯିବା ଆସିବା ମନା କରାଯାଇଛି।

Leave A Reply

Your email address will not be published.