ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ବର: ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ ବାର୍ତ୍ତା । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ।

ଜାଣନ୍ତୁ କଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ :

-କରୋନା ଚିକିତ୍ସା ବେଳେ ଜୀବନ ଗଲେ ପରିବାରକୁ ମିଳିବ ମିଳିବ ୫୦ ଲକ୍ଷ ଟଙ୍କାର ସହାୟତା

-ସେମାନଙ୍କୁ ରାଜ୍ୟ ସମ୍ମାନରେ ସମ୍ମାନିତ କରାଯିବ

-ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପେନ୍‌ସନ୍‌ ମଧ୍ୟ ଦିଆଯିବ

-ଡାକ୍ତରଙ୍କ କାର୍ଯ୍ୟରେ ବାଧା ଦେଲେ ହେବ କାର୍ଯ୍ୟାନୁଷ୍ଠାନ

-ଯେଉଁମାନେ ବାଧା ଦେବେ ସେମାନଙ୍କ ବିରୋଧରେ NSA ଲାଗିବ

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.