ରାଜ୍ୟରେ ଗତ ୨୪ ଘଣ୍ଟାରେ ୩ ହଜାର ୪୫୦ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୭୧୪ ସଂକ୍ରମିତ

ଭୁବନେଶ୍ବର(କେନ୍ଯୁଜ୍):ରାଜ୍ୟରେ ଲଗାତର ୩ ଦିନ ଧରି ୪ ହଜାର ତଳେ ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ୩ ହଜାର ୪୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୭୧୪ ସଂକ୍ରମିତ ହୋଇଛନ୍ତି ।

ସୁନ୍ଦରଗଡରୁ ୨୮୭ ଓ କଟକରୁ ୨୦୨ ନୂଆ କେସ୍‌ ଆସିଛି । ଆକ୍ଟିଭ୍‌ କେସ୍‌ ରହିଛି ୩୭ ହଜାର ୭୬୨ । ୨୪ ଘଣ୍ଟାରେ ୫୯ ହଜାର ୪୦ ଜଣଙ୍କ ଟେଷ୍ଟିଂ କରାଯାଇଛି। ସଂକ୍ରମଣ ହାର ରହିଛି ୫.୮୪ପ୍ରତିଶତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.