ରାଜ୍ୟରେ ଗତ ୨୪ ଘଣ୍ଟାରେ ୭ ହଜାର ୪୨୬ ପଜିଟିଭ୍‌ ଚିହ୍ନଟ, ୧୦ ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ୭ ହଜାର ୪୨୬ ପଜିଟିଭ୍‌ ଚିହ୍ନଟ, ୧୦ ମୃତ । ସଂକ୍ରମଣ ହାର ରହିଛି ୧୧.୩୮ ପ୍ରତିଶତ । ୨୪ ଘଣ୍ଟାରେ ୬୫ ହଜାର ୨୫୦ ନମୁନା ପରୀକ୍ଷା ହୋଇଛି । ଆକ୍ଟିଭ୍‌ କେସ୍‌ ରହିଛି ୭୪ ହଜାର ୫୧୨ । ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୨ ଲକ୍ଷ ୨୫ ହଜାର ୨୬୮ କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.