କରୋନା ଭାଇରସ

ଭାରତରେ ବର୍ତ୍ତମାନ 3,000 ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 75 ହୋଇଛି

1- ବିଶ୍ୱର ସବୁଠାରୁ ବଡ ବସ୍ତି ଅଂଚଳ ମୁମ୍ବାଇର ଧରାଭିରେ ଆଉ ଦୁଇ ଜଣ କରୋନା ପୋଜେଟୀଭ ବାହାରିଲେ । ପୂର୍ବରୁ ଜଣକର ମୃତ୍ୟୁ ହୋଇ ସାରିଛି ।
2-ଆଜି ଗୋଟିଏ ଦିନରେ କରୋନାରେ ସାରା ବିଶ୍ୱରେ ମୃତ୍ୟୁ ଘଟିଛି 2,900 ଜଣଙ୍କର ।
3-କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଲେ, ତାଳି ବଜାଇଲେ କିମ୍ବା ଟର୍ଚ୍ଚ ଜଳାଇଲେ କରୋନା ପଳାଇବା ନାହିଁ । ପ୍ରଧାନମନ୍ତ୍ରୀଙ୍କର କରୋନାକୁ ନେଇ ପ୍ରକୃତରେ କିଛି ଚିନ୍ତା ନାହିଁ
4-ଦିଲୀ ତବଲିଗି ଜାମତ ଯାଇଥିବା ଲୋକଙ୍କ ଯୋଗୁ 1023 ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ଦେଶରେ ଏମାନଙ୍କ ସଂଖ୍ୟା 30 ପ୍ରତିଶତ।
5-ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଏପର୍ଯ୍ୟନ୍ତ ମହାରାଷ୍ଟ୍ରରେ ସର୍ବାଧିକ 19 ଜଣ ମାରିଛନ୍ତି । ଗୁଜରାଟରେ 9, ଦିଲୀରେ 6, ପଂଜାବରେ 5 ଜଣଙ୍କର ମୃତ୍ୟୁ ହୋଇଛି ।
6-ସ୍ପେନରେ କରୋନାରେ ମୃତ୍ୟୁ ସଂଖ୍ୟା 12,000 ହେଲା ।
7-ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ସହ କଥା ହେଲେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ଭାରତ ଓ ଆମେରିକା କୋଭିଡ 19 ବିରୋଧରେ ଏକାଠି ଲଢ଼ିବେ ।
8-ଆଜି ସୁଦ୍ଧା ଭାରତରେ 2902 ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ 68 ଜଣଙ୍କର ମୃତ୍ୟୁ ଘଟିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଦେଇଛି ।
9-ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସୂଚନା, ଦିଲୀରେ ମାରିଥିବା 6 ଜଣଙ୍କ ମଧ୍ୟରୁ 5 ଜଣଙ୍କର ବୟସ 60ରୁ ଅଧିକ ।
10-ସର୍ବଶେଷ ଖବର ଅନୁସାରେ ଭାରତରେ ବର୍ତ୍ତମାନ 3,000 ଆକ୍ରାନ୍ତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 75 ହୋଇଛି ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

2 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

3 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

4 hours ago