ଦ୍ରୁତ ଗତିରେ ମାଡି ଚାଲିଛି ଡେଲ୍‌ଟା ଭାରିଆଣ୍ଟ, ଆସନ୍ତା ୨ ସପ୍ତାହରେ ୨୦ ଲକ୍ଷ ନୂଆ କେସ୍ ଆସିବାର ସମ୍ଭାବନା

ନୂଆଦିଲ୍ଲୀ: ବିଶ୍ୱରେ ଦ୍ରୁତ ଗତିରେ ମାଡି ଚାଲିଛି ଡେଲ୍‌ଟା ଭାରିଆଣ୍ଟ । ଆସନ୍ତା ୨ ସପ୍ତାହରେ ବିଶ୍ୱରେ କରୋନା ସଂକ୍ରମଣ ୨୦ କୋଟି ଛୁଇଁବ । ଏ ନେଇ WHO ଡିଜି ଟେଡ୍ରସ୍‌ ଆଧାନୋମ ଘେବ୍ରିୟେସସ ସୂଚନା ଦେଇଛନ୍ତି । ବିଶ୍ୱରେ ଏବେ ଡେଲ୍‌ଟା ଭାରିଆଣ୍ଟର ପ୍ରଭାବ ଦେଖିବାକୁ ମିଳିଛି ।

ଫଳରେ ଆସନ୍ତା ୨ସପ୍ତାହରେ ୨୦ ଲକ୍ଷ ନୂଆ କେସ୍ ଆସିବାର ସମ୍ଭାବନା ରହିଛି । ଏବେ ବିଶ୍ୱରେ ୧୯ କୋଟି ୮୦ ଲକ୍ଷ କେସ ଅଛି । ସେହିିପରି ୪୨ ଲକ୍ଷ ୨୪ ହଜାର ଜଣଙ୍କ ଜୀବନ ନେଇଛି କିଲର ଭାଇରସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.