ଗଞ୍ଜାମ: ବାହାଘର ଭୋଜିରେ ଖାଦ୍ୟ ପୁଡିଆ। କୋଭିଡ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ବିବାହରେ ସର୍ବାଧିକ ୧୦୦ ଲୋକଙ୍କୁ ସାମିଲ ପାଇଁ ଅନୁମତି ଦିଆଯାଇଛି।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଣିକି ବିବାହ ଉତ୍ସବରେ କେବଳ ୧୦୦ ଜଣ ଅତିଥି ଯୋଗ ଦେଇପାରିବେ ।
ସମସ୍ତ ଅତିଥିଙ୍କୁ ପ୍ୟାକେଟ ଖାଦ୍ୟ ହିଁ ଦିଆଯିବ
ଏହି ନିଷ୍ପତ୍ତିକୁ କଡାକଡି ପାଳନ କରାଯିବ @CMO_Odisha @HFWOdisha
— Collector & District Magistrate, Ganjam (@Ganjam_Admin) April 5, 2021
ବାହାଘର ଭୋଜିରେ ଖାଦ୍ୟ ପୁଡ଼ିଆ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତି।