ଗଞ୍ଜାମ ଲାଲମେଣ୍ଟା ଗାଁକୁ ସିଲ୍‌ କଲା ପ୍ରଶାସନ, କିଛି ଲୋକ ଭୁବନେଶ୍ୱରରୁ ଏଠାକୁ ଆସିଥିବାରୁ ପ୍ରତିଷେଧକ ଭାବେ ନିଆଯାଇଛି ଏହି ପଦକ୍ଷପ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଲାଲମେଣ୍ଟା ଗାଁକୁ ସିଲ୍‌ କଲା ପ୍ରଶାସନ। କରୋନା ସଂକ୍ରମଣକୁ ରକ୍ଷା କରିବା ପାଇଁ କୁକୁଡଖଣ୍ଡି ବ୍ଲକ ଅନ୍ତର୍ଗତ ମାଟିଆସାହି ଗାଁ ଚିକଟି ବ୍ଲକ ଅନ୍ତର୍ଗତ ଲାଲମେଣ୍ଟା ଗାଁକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍‌ କରାଯାଇଛି। କିଛି ଲୋକ ଭୁବନେଶ୍ୱରରୁ ଏଠାକୁ ଆସିଥିବାରୁ ପ୍ରତିଷେଧକ ବ୍ୟବସ୍ଥା ଭାବେ ଏହି ପଦକ୍ଷେପ ନିଆଯାଇଛି। ଦୁଇଟି ପର୍ଯ୍ୟାରେ ସ୍କ୍ରିନିଂ ପରେ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.