ଦେଶରେ ୪୩ ହଜାର ୭୩୩ ହଜାର ପଜିଟିଭ୍‌ ଚିହ୍ନଟ, ୯୩୦ ମୃତ

ନୂଆଦିଲ୍ଲୀ (କେନ୍ୟୁଜ) : ଦେଶରେ ୪୩ ହଜାର ୭୩୩ ହଜାର ପଜିଟିଭ୍‌ ଚିହ୍ନଟ । ୨୪ ଘଣ୍ଟାରେ ୯୩୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସୁସ୍ଥ ହୋଇଛନ୍ତି ୪୭ ହଜାର ୨୪୦ ଜଣ । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୬ଲକ୍ଷ ୬୩ ହଜାର ୬୬୫ରେ ପହଂଚିଛି । ମୋଟ ମୃତ୍ୟୁସଂଖ୍ୟା ରହିଛି ୪ଲକ୍ଷ ୪ ହଜାର ୨୧୧ । ଦେଶରେ ଏପର୍ଯ୍ୟନ୍ତ ମୋଟ ସୁସ୍ଥ ହେଲେଣି ୨ କୋଟି ୯୭ ଲକ୍ଷ ୯୯ ହଜାର ୫୩୪ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.